ଶିଳ୍ପ ପ୍ରଦୂଷଣ ବିରୋଧରେ ମୁଖ୍ୟ ସଚିବଙ୍କୁ ସ୍ମାରକପତ୍ର ଦେଲା ବିଜେପି

ଭୁବନେଶ୍ୱର:ଶିଳ୍ପାଂଚଳ ଭାବେ ପରିଚିତ ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପ କାରଖାନାରୁ ନିର୍ଗତ ପାଉଁଶ ଗଦା ହୋଇ ଧନଜୀବନ ପ୍ରତି ବିପଦ ହୋଇପଡିଛି। ବିନା କୈାଣସି ଅନୁମତିରେ ଜିଲ୍ଲାର ବିଭିନ୍ନ…
Read More...

ବ୍ୟବସାୟୀ ସଂଘର ବଡ ପଦକ୍ଷେପ; କରୋନା ସଂକ୍ରମଣ ରୋକିବାକୁ ଆଠଗଡରେ ସଟ୍‍ଡାଉନ ଓ ଲକଡାଉନ ନିଷ୍ପତ୍ତି

ଆଠଗଡ : ଆଠଗଡ ଅଞ୍ଚଳରେ ଏବେ କରୋନା ସଂକ୍ରମଣ ଦିନକୁ ଦିନ ବେକାବୁ ହୋଇଥିବା ବେଳେ ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିଚାଲିବା ଚିନ୍ତାର ବିଷୟ ହୋଇଛି। ଆଠଗଡ ସହର ତଥା ଗ୍ରାମାଞ୍ଚଳରେ କରୋନା ସଂକ୍ରମଣର ଏହି…
Read More...

ମୁମ୍ବଇ ଇଣ୍ଡିଆନ୍ସ ପାଇଁ ୨୦୨ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଦୁବାଇ : ଆଇପିଏଲ ୧୩ତମ ସଂସ୍କରଣର ୧୦ତମ ମ୍ୟାଚ ସୋମବାର ଦୁବାଇର ଡିସିଏ ଷ୍ଟାଡ଼ିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ଆଜିର ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସର ଅଧିନାୟକ…
Read More...

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମାର ତୁରନ୍ତ ନବୀକରଣ ପାଇଁ ସମ୍ବଲପୁର ଜିଲା ସାମ୍ବାଦିକ ସଂଘର ଦାବି

ସମ୍ବଲପୁର : ରାଜ୍ୟ ସରକାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ‘ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ବିଗତ ଦୁଇ ବର୍ଷ ହେଲା ଲାଗୁ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି…
Read More...

କୋଭିଡ ନିୟମ ଉଲ୍ଲଙ୍ଘନ; ନବରଙ୍ଗପୁରର ୮ଟି ଦୋକାନ ଚଢାଉ, ଗୋଟିଏ ସିଲ

ନବରଙ୍ଗପୁର : ନବରଙ୍ଗପୁର ସହରରେ ମହାମାରୀ କରୋନା ସଂକ୍ରମଣ ସଂଖ୍ୟା ଜିଲାରେ ସର୍ବାଧିକ ବୃଦ୍ଧି ପାଉଛି। ଲକ୍‍ଡାଉନ ହଟିବା ପରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ପ୍ରଶାସନ ପକ୍ଷରୁ ସଚେତନ କରି…
Read More...

ଅନୀଲଙ୍କ ବିଦେଶ ସମ୍ପତ୍ତି ଜବତ କରିବ ଚାଇନା ବ୍ୟାଙ୍କ

ଲଣ୍ଡନ୍‌ : ବ୍ୟକ୍ତିଗତ ଋଣ ସୁଝିବାକୁ ଏବଂ ଓକିଲ ଫିସ୍ ଦେବାକୁ ଘରେ ଥିବା ସୁନା ବିକ୍ରି କରିଛନ୍ତି ଶିଳ୍ପପତି ଅନୀଲ ଅମ୍ବାନୀ। ଲଣ୍ଡନ କୋର୍ଟଙ୍କୁ ଏହିଭଳି ଚକିତ କରିଦେବା ଭଳି ବୟାନ୍ ଦେବାର ଦିନ କେଇଟା ନ ପୂରୁଣୁ…
Read More...

ଭାରତୀୟ ସେନାଙ୍କ ନିମନ୍ତେ ଆମେରିକାରୁ କିଣାଯିବ ୭୨୦୦୦ ରାଇଫଲ; ଖର୍ଚ ହେବ ୭୮୦ କୋଟି ଟଙ୍କା

ଭାରତୀୟ ସେନାଙ୍କ ନିମନ୍ତେ ଅତି ଜରୁରୀ ସାମଗ୍ରୀ ଖରିଦ ନିମନ୍ତେ କେନ୍ଦ୍ର ସରକାର ନିର୍ଧାରିତ ସୀମା ଧାର୍ଯ୍ୟ କରିଛନ୍ତି । ସାଉଥବ୍ଲକରେ ଆଜି (ସୋମବାର) ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସେନାଙ୍କ ଆବଶ୍ୟକତା ନିମନ୍ତେ…
Read More...

‘ସମାଜ ପ୍ରଭାବ’; ସୁରେଖାଙ୍କ ପାଖରେ ପହଞ୍ଚିଲା ପାଟଣାଗଡ ବ୍ଲକ ପ୍ରଶାସନ

ବଲାଙ୍ଗିର : ଗତ ୨୦ ସେପ୍ଟେମ୍ବରରେ ‘ଅପହଞ୍ଚ ଯୋଜନା, ଦୁର୍ବିସହ ଜୀବନ’ ଶୀର୍ଷକ ଖବର ଦୈନିକ ସମାଜ ଖବର କାଗଜରେ ପ୍ରକାଶିତ ହୋଇଥିଲା। ସୋମବାର ଏ ନେଇ ଅସହାୟ ବୃଦ୍ଧା ସୁରେଖାଙ୍କ ପାଖରେ ପହଞ୍ଚିଥିଲା ପାଟଣାଗଡ ବ୍ଲକ…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ସୋମବାର ଆଉ ୪୦୧୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାସହ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୧ ଲକ୍ଷ ୭୭ ହଜାର ୫୮୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
Read More...

ଆସିପାରେ କରୋନା ମହାମାରୀର ତୃତୀୟ ଲହର: ବ୍ରିଟିଶ୍ ବିଶେଷଜ୍ଞଙ୍କ ଆଶଙ୍କା

କରୋନା ଯୋଗୁଁ ତ୍ରସ୍ତ ବିଶ୍ଵ ସମୁଦାୟ ପାଇଁ ପୁଣି ଏକ ଖରାପ ଖବର । ବ୍ରିଟେନର ଏଡ଼ିନବର୍ଗ ବିଶ୍ଵବିଦ୍ୟାଳୟ ସଂକ୍ରାମକ ରୋଗ ବିଭାଗ ପ୍ରଫେସର ମାର୍କ ବୁଲହାଉସ କରୋନା ମହାମାରୀର ତୃତୀୟ ଲହର ଆସିବା ନେଇ ଆଶଙ୍କା କରିଛନ୍ତି…
Read More...

‘ଆନ୍ତରିକ ସୁରକ୍ଷା ସେବା ପଦକ’ ପାଇଁ ୬ ଜଣ ପୁଲିସ କର୍ମଚାରୀ ମନୋନୀତ

ଦେବଗଡ଼ : ବିଗତ ୨ ବର୍ଷ ହେଲା ନକ୍ସଲ ପ୍ରଭାବିତ ଅଂଚଳରେ ନିଷ୍ଠାପର ଭାବେ କାର୍ଯ୍ୟ କରିଆସୁଥିବା ପୁଲିସ ଅଧିକାରୀ/କର୍ମଚାରୀମାନଙ୍କୁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ବିଗତ ୨ ବର୍ଷ ହେଲା ‘ଆନ୍ତରିକ ସୁରକ୍ଷା ସେବା ପଦକ ’…
Read More...

ପର୍ବତାରୋହୀ ଯୋଗବ୍ୟାସଙ୍କୁ ମରଣାନ୍ତକ ଆକ୍ରମଣ: ୩ ଗିରଫ

ନର୍ଲା: କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୁପ୍ରା ଗ୍ରାମର ସୁନାମଧନ୍ୟ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି। ଏଭେରେଷ୍ଟ ଆରୋହୀ ଯୋଗବ୍ୟାସ…
Read More...

ଆର୍‌ବିଆଇ ମୁଦ୍ରାନୀତି କମିଟି ବୈଠକ ଘୁଞ୍ଚିଲା,ଖୁବ୍‌ ଶୀଘ୍ର ଘୋଷଣା ହେବ ନୂଆ ତାରିଖ

ମୁମ୍ବଇ : ଚଳିତମାସ ୨୯ରେ ବସିବାକୁ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗୁରୁତ୍ବପୂର୍ଣ୍ଣ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଘୁଞ୍ଚିଯାଇଛି। ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ…
Read More...

ଆର୍‌ବିଆଇ ମୁଦ୍ରାନୀତି କମିଟି ବୈଠକ ଘୁଞ୍ଚିଲା; ବୈଠକ ପାଇଁ ସଦସ୍ୟଙ୍କ ଅଭାବ

ମୁମ୍ବଇ : ଚଳିତମାସ ୨୯ରେ ବସିବାକୁ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗୁରୁତ୍ବପୂର୍ଣ୍ଣ ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ଘୁଞ୍ଚିଯାଇଛି। ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ…
Read More...

ପିସିସି ପକ୍ଷରୁ ପଦଯାତ୍ରା ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ଭୁବନେଶ୍ୱର : ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓପିସିସି ପକ୍ଷରୁୁ ଗୋପବନ୍ଧୁ ଛକ ଠାରୁ ରାଜଭବନ ପର୍ଯ୍ୟନ୍ତ କଂଗ୍ରେସ ନେତୃମଣ୍ଡଳୀମାନେ ପଦଯାତ୍ରା କରିବା ସହ.  ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ…
Read More...

ଟସ୍ ଜିତି ମୁମ୍ବଇ ଇଣ୍ଡିଆନ୍ସର ବୋଲିଂ ନିଷ୍ପତ୍ତି

ଦୁବାଇ : ଆଇପିଏଲ ୧୩ତମ ସଂସ୍କରଣର ୧୦ତମ ମ୍ୟାଚ ସୋମବାର ଦୁବାଇର ଡିସିଏ ଷ୍ଟାଡ଼ିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ଆରମ୍ଭ ହୋଇଛି। ଆଜିର ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସର ଅଧିନାୟକ…
Read More...

ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ଵର : ପର୍ଯ୍ୟଟକମମାନଙ୍କ ପାଇଁ ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ନନ୍ଦନକାନନ ସହ ବଟାନିକାଲ ଗାର୍ଡେନ ମଧ୍ୟ ଖୋଲିବ। ଉଭୟ ଅନଲାଇନ୍ ଓ ଅଫଲାଇନରେ ଟିକଟ ବିକ୍ରି କରାଯିବ। ମାତ୍ର ଅଫଲାଇନରେ…
Read More...

ସମାଜ ସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଦାବିପତ୍ର ପ୍ରଦାନ

ବୌଦ୍ଧ: ଓଡ଼ିଶା ମାଟିର ଯୁବ ସମାଜସେବୀ ତଥା ପିପୁଲ ଫର ସେବାର ପ୍ରତିଷ୍ଠାତା ଆଦିତ୍ୟ ଦାସଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଅନେକ କଳ୍ପନା ଜଳ୍ପନା କରାଯାଉଥିବାବେଳେ ପୁଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଦିଗରେ ସେହିପରି…
Read More...

ଥଇଥାନ ହେବାକୁ ଥିବା ୫ଆଦିବାସୀ ଗ୍ରାମର ସ୍ତିତି ଅନୁଧ୍ୟାନ

ପାତ୍ରପୁର : ତିତଲିରେ କ୍ଷତି ହୋଇଥିବା ପାତ୍ରପୁର ତହସିଲର ପାଞ୍ଚଟି ଦୁର୍ଗମ ଆଦିବାସୀ ଗ୍ରାମର ପରିବାର ସମ୍ପର୍କରେ ଆଜି ତହସିଲଦାର ଅନୁଧ୍ୟାନ କରି ତାଲିକା ପ୍ରସ୍ତୁତ କରିଛନ୍ତି। ପାତ୍ରପୁର ତହସିଲଦାର ଡ଼ଃ ଶ୍ରୀନିବାସ…
Read More...

‘ଇତ୍‌ନି ଶକ୍ତି ହମେଁ ଦେନା ଦାତା…’ର ଗୀତିକାର ଅଭିଳାଷଙ୍କ ପରଲୋକ

ମୁମ୍ବଇ : ଲୋକପ୍ରିୟ ଗୀତ ‘ଇତ୍‌ନି ଶକ୍ତି ହମେଁ ଦେନା ଦାତା…’ ଲେଖିଥିବା ଗୀତିକାର ତଥା ଲେଖକ ଅଭିଳାଷଙ୍କର ରବିବାର ଦିନ ମୁମ୍ବଇରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଦୁଇ ଦିନ…
Read More...

ଭୁବନେଶ୍ଵରରୁ ଆଜି ୩୪୨ ଆକ୍ରାନ୍ତ, ୩୨୧ ସୁସ୍ଥ

ଭୁବନେଶ୍ଵର : ରାଜଧାନୀ  ଭୁବନେଶ୍ୱରରୁ ରବିବାର ଆଉ ୩୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩୨୧ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୧୧…
Read More...

ରାଜ୍ୟରେ ୧୪ ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ୧୪ ଜଣ ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ପ୍ରମିଳା ମଲ୍ଲିକ ଓ ଦେବୀ ମିଶ୍ର କରୋନା ପଜିଟିଭ ଥିବା ଜଣାପଡ଼ିଥିବାବେଳେ ଆଜି ଆଉ ୧୨ ଜଣ ପଜିଟିଭ୍ ଥିବା ଜଣାପଡ଼ିଛି।…
Read More...

ଆଖିରେ ଜଟିଳ ଅସ୍ତ୍ରୋପଚାର ପରେ ଦୁନିଆ ଦେଖିଲା ତିନି ମାସର ଶିଶୁକନ୍ୟା

ସୁନ୍ଦରଗଡ଼ : ଜନ୍ମ ହେଲା ବେଳେ ମୋ ଝିଅର ଓଜନ ମାତ୍ର ୭୦୦ ଗ୍ରାମ ଥିଲା। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଝିଅ ଅଢ଼େଇ ମାସ ରହିଲା। ପରୀକ୍ଷା ହେଲାରୁ ଜଣାପଡ଼ିଲା ଯେ ତା’ ଆଖିରେ କିଛି ଅସୁବିଧା…
Read More...

ବ୍ରାହ୍ମଣୀ ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ବଣାଇଁ: ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ପଞ୍ଚାୟତ ଅଧିନସ୍ଥ ଥିବା ଉପରପଡା ଗ୍ରାମର ବ୍ରାହ୍ମଣୀ ନଦୀରୁ ସୋମବାର ଏକ ଅଚିହ୍ନା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଏହି ମୃତଦେହ ଦେଖି ସ୍ଥାନୀୟଲୋକେ…
Read More...

ଆଗାମୀ ତିନିବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ : ମୁଖ୍ୟମନ୍ତ୍ରୀ

ବାଲେଶ୍ବରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି…
Read More...

ତିର୍ତ୍ତୋଲ ଅଞ୍ଚଳରେ ୨୦୦ କୋଟି ଟଙ୍କାରେ ମହାନଦୀ ଉପରେ ଦୁଇଟି ସେତୁର ଶିଳାନ୍ୟାସ

ଆଜି ତିର୍ତ୍ତୋଲ ଅଞ୍ଚଳରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ତିର୍ତ୍ତୋଲ ହାଇ ଲେବେଲ ସେତୁ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ…
Read More...

କୃଷି ବିଲ୍ ଦେଶର କୃଷକଙ୍କ ଲାଗି ମୃତ୍ୟୁ ଦଣ୍ଡାଦେଶ: ରାହୁଳ ଗାନ୍ଧୀ

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଆଗତ  କୃଷି ବିଲ୍ ଆଇନରେ ପରିଣତ ହୋଇ ସାରିଛି । ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଛନ୍ତି । ଏହା ସତ୍ବେ ଏହି ବିଲକୁ ନେଇ ବିରୋଧ ଲାଗି ରହିଛି । ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ଗେଟ୍…
Read More...

ମହାରାଷ୍ଟ୍ର ସରକାରୀ ଡ଼ାକ୍ତରଖାନାର ଆଇସିୟୁରେ ନିଆଁ, ବର୍ତିଗଲେ ୧୫ ରୋଗୀ

କୋହ୍ଲାପୁର: ମହାରାଷ୍ଟ୍ରର କୋଲହାପୁର ଜିଲ୍ଲାର ଛତ୍ରପତି ପ୍ରମିଳା ରାଜେ ଜେନେରାଲ ହସ୍ପିଟାଲର ଆଇସିୟୁ ବିଭାଗରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା । ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯିବାପରେ ନିଆଁକୁ ଆୟତ…
Read More...

ଉପହାରରେ ଇନ୍ଦୋର ଗଲେ ଦୁଇ ଜଳହସ୍ତୀ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀଉଦ୍ୟାନରୁ ଉପହାରରେ ରବିବାର ରାତିରେ ଦୁଇ ଜଳହସ୍ତୀ ମଧ୍ୟପ୍ରଦେଶ ଇନ୍ଦୋର କମଳାନେହରୁ ପ୍ରାଣୀ ଉଦ୍ୟାନକୁ ଯାଇଛନ୍ତି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ…
Read More...

ବେଦାନ୍ତ ସମ୍ପ୍ରସାରଣ ପାଇଁ ଆହୂତ ବୈଠକ ଘୁଞ୍ଚାଇବାକୁ ବିଧାୟିକା କୁସୁମ ଟେଟେଙ୍କ ଦାବି

ଭୁବନେଶ୍ୱର: ଚଳିତ ମାସ ୩୦ ତାରିଖରେ ବେଦାନ୍ତ କାରଖାନା ସମ୍ପ୍ରସାରଣ ସଂକ୍ରାନ୍ତୀୟ ସାଧାରଣ ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ଏହି ତାରିଖ ଘୁଞ୍ଚାଇବା ପାଇଁ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ରାଜ୍ୟ ସରକାରଙ୍କ…
Read More...

ବିରାଟ କଇଁଛ ଉଦ୍ଧାର: ଲମ୍ବ ପ୍ରାୟ ୨ ଫୁଟ, ଓଜନ ପ୍ରାୟ ୩୫କେ.ଜି.

ଭଦ୍ରକ: ଘର ଭିତରୁ ଉଦ୍ଧାର ହେଲା ବିରାଟ କଇଁଛ। ଉଦ୍ଧାର ହୋଇଥିବା କଇଁଛଟି ପ୍ରାୟ ୨ ଫୁଟ ଲମ୍ବ ହେବ। ଏହାର ଓଜନ ୨୫-୩୫ କିଲୋଗ୍ରାମ ହେବ। ଏହା ସାମୁଦ୍ରିକ କଇଁଛ ହୋଇଥିବା ବନ ବିଭାଗ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ,…
Read More...

ଅସୁସ୍ଥ ମାଈହାତୀର ମୃତ୍ୟୁ, ପୂର୍ବରୁ ହାତୀକୁ ଗୁଳି କରିଥିଲେ ଶିକାରୀ

ଚୌଦ୍ୱାର: କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ଡାଳିଯୋଡ଼ା ସଂରକ୍ଷିତ ଜଙ୍ଗଲରେ ଏକ ଅସୁସ୍ଥ ମାଈହାତୀର ମୃତ୍ୟୁ ହୋଇଥିବା ଜଣାଯାଡିଛି। ଗୁଳି ମାଡ଼ ଯୋଗୁଁ ଗତ ୪ ଦିନ ଅସୁସ୍ଥ ଥିବା ହାତୀ ଶେଷରେ ସୋମବାର ଆଖି ବୁଜି…
Read More...

ତିର୍ତୋଲ ଉପନିର୍ବାଚନ: ତିନି ଦଳ କର୍ମୀ ମହଲରେ ଚାଲିଛି ଅଙ୍କକଷା, ପ୍ରାର୍ଥିତ୍ଵ ନେଇ କନ୍ଦଳ

ଭୁବନେଶ୍ଵର: ଆରମ୍ଭ ହୋଇଛି ତିର୍ତୋଲ ଉପ ନିର୍ବାଚନ ଅବଗଣନା । ନିର୍ବାଚନ କାର୍ଯ୍ୟସୂଚୀ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ୩ ଦଳରେ ପ୍ରାର୍ଥିତ୍ଵକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା । କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହା…
Read More...

ଦଳରୁ ଇସ୍ତଫା ଦେଲେ , ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହେଲେ- କଳ୍ପତରୁ ଓଝା

ଭୁବନେଶ୍ବର: ବିଜେଡିର ଛାତ୍ର ଓ ଯୁବ ଦଳର ରାଜ୍ୟସ୍ତରୀୟ କମିଟି ଘୋଷଣା ପରେ ଛାତ୍ର ଓ ଯୁବ ବିଜେଡିରେ ବିଦ୍ରୋହ ଦେଖାଦେଇଛି। ଆଜି ସାଧାରଣ ସମ୍ପାଦକ ପଦରୁ କଳ୍ପତରୁ ଓଝା ଇସ୍ତଫା ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଦଳ ପାଇଁ…
Read More...

ପ୍ରକାଶ ପାଇଲା +୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଯୁକ୍ତ ତିନି କଲେଜ(ଡିଗ୍ରୀ କଲେଜ, ସେଲ୍ଫ ଫାଇନାସିଂ କଲେଜ, ସଂସ୍କୃତ କଲେଜ)ରେ ସ୍ନାତକ(+୩) ନାମଲେଖା ପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ…
Read More...

ରାଜ୍ୟରେ ୮ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଆଜି ଆଉ ୧୬ ଜୀବନ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ ସୋମବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ଶହ ପାରକରି ୮୧୩ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା…
Read More...

ସମାଜସେବୀ ରାଜକିଶୋର ସାବତଙ୍କ ପରଲୋକ

ସୁଆଣ୍ଡୋ: ସମାଜସେବୀ ରାଜକିଶୋର ସାବତ( ୫୮ ) ବର୍ଷ ବୟସରେ କରୋନାରେ ପିଡ଼ୀତ ହୋଇ ରବିବାର ତାଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ବରର ଏକ ବେସରକାରୀ ହାସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ସେ ଦୃଷ୍ଟିହୀନ ଥାଇ ଅନ୍ଧ…
Read More...

କୃଷି ବିଲରେ ରାଷ୍ଟ୍ରପତିଙ୍କ ମୋହର ପରେ ବି ଚାଲିଛି ବିରୋଧ, ଇଣ୍ଡିଆ ଗେଟ୍ ଆଗରେ ଟ୍ରାକ୍ଟର ଜଳାଇଲେ ଚାଷୀ

ନୂଆଦିଲ୍ଲୀ:ସଂସଦରେ ପାରିତ ହୋଇଥିବା ତିନୋଟି କୃଷି ବିଲକୁ ରବିବାର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅନୁମୋଦନ କରିଛନ୍ତି। କୃଷି ବିଲକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ସୋମବାର ସକାଳେ ପଞ୍ଜାବ ଯୁବ କଂଗ୍ରେସର…
Read More...

ଅକ୍ଟୋବର ୫ରେ ଜେଇଇ ଆଡଭାନ୍ସ ଫଳ

ଭୁବନେଶ୍ୱର: ଦେଶରେ ଥିବା ୨୩ଟି ଆଇଆଇଟି ଶିକ୍ଷାନୁଷ୍ଠାନର ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ରବିବାର ଜେଇଇ ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଏବଂ…
Read More...

ଦେଶରେ ୬୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଲକ୍ଷ ୭୪ହଜାର ୭୦୨

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଲକ୍ଷ ପାର କରିଛି।  ଗତ ୨୪ ଘଣ୍ଟାରେ ୮୮ହଜାର ୬୦୦  କରୋନା ପଜିଟିଭ୍‌…
Read More...

‘ବଳରାମ’ ଯୋଜନାର ମାର୍ଗଦର୍ଶିକା ଜାରି: ଭାଗଚାଷୀଙ୍କ ଲାଗି ଫିଟିଲା ଋଣ ଓ ସହାୟତା ବାଟ

ଭୁବନେଶ୍ୱର: କରୋନା ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ କୃଷି ଓ କୃଷକଙ୍କ ସଶକ୍ତୀକରଣ ଲାଗି ‘ବଳରାମ’ ଯୋଜନାର କାର୍ଯ୍ୟାନ୍ୱୟନ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ଯୋଜନା କାର୍ଯ୍ୟକାରୀ…
Read More...

ଝାରସୁଗୁଡ଼ାରେ ୧୫ ଘଣ୍ଟା ଧରି ପଡି ରହିଲା କୋଭିଡ ଯୋଦ୍ଧାଙ୍କ ମୃତ ଦେହ

ଝାରସୁଗୁଡା: ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ କୋଭିଡ ଯୋଦ୍ଧାଙ୍କ ମୃତଦେହ ଦୀର୍ଘ ୧୫ ଘଣ୍ଟା ହେଲା ପଡି ରହିଥିଲା । ସେ ଆଉ କିଏ ନୁହଁନ୍ତି,…
Read More...

ଚୁମ୍ବନ ଲାଗି ଗଲା ସାଂସଦ ପଦ: ସଂସଦ ଅଧିବେଶନ କାଳରେ ପ୍ରେମିକାଙ୍କୁ ଅଶ୍ଳୀଳ ଚୁମ୍ବନ ଦେଇ ସାଂସଦ ବରଖାସ୍ତ

ସଂସଦ ଅଧିବେଶନକାଳରେ ପ୍ରେମିକାଙ୍କ ସ୍ପର୍ଶକାତର ଅଞ୍ଚଳରେ ଚୁମ୍ବନ ଦେଇ ପଦ ହରାଇଛନ୍ତି ଆର୍ଜେଣ୍ଟିନାର ଜଣେ ସାଂସଦ। ଅନଲାଇନ ମିଟିଂରେ ତାଙ୍କର ଏହି ଚୁମ୍ବନ ରେକର୍ଡ଼ ହୋଇ ଯାଇଥିଲା ଓ ଯେଉଁଥିପାଇଁ ତାଙ୍କୁ ନିନ୍ଦିତ…
Read More...

ଆତ୍ମ ନିର୍ଭରଶୀଳ ଭାରତ ନିର୍ମାଣ! ଏଲ୍ଇଡି ବଲବ୍ ତିଆରି କରୁଛନ୍ତି ଯୁବ ଇଞ୍ଜିନିୟର

ନବରଙ୍ଗପୁର : ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିର୍ଭରଶୀଳ ଭାରତ ନିର୍ମାଣ ଆହ୍ୱାନରେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ସହ ସ୍ବଦେଶୀ ଉତ୍ପାଦନ ଓ ରୋଜଗାର ସୃଷ୍ଟି ପାଇଁ ଅଣ୍ଟା ଭିଡିଛନ୍ତି ଯୁବପିଢି। ନବରଙ୍ଗପୁର ଭଳି ଏକ ଆଦିବାସୀ…
Read More...

ଦୁବାଇ ଓ ଇଂଲଣ୍ଡରୁ ଭାରତକୁ ଆସିଛି କୋଭିଡ଼ ୧୯ ଭୂତାଣୁ: ଆଇଆଇଟି ଗବେଷକଙ୍କ ରିପୋର୍ଟ

ଯଦିଓ କରୋନା ଭୂତାଣୁ ଚୀନରୁ ଉଦ୍ଭବ ହୋଇଛି, କିନ୍ତୁ ଚୀନରୁ ଭାରତକୁ ସିଧାସଳଖ କରୋନା ଭୂତାଣୁ ଆସିନାହିଁ । ମଧ୍ୟପ୍ରାଚ୍ୟ ଦେଶ ଓ ୟୁରୋପୀୟ ଦେଶ ଦେଇ ଏହା ଭାରତକୁ ଆସିଛି । ବିଶେଷ ଭାବରେ ଦୁବାଇ ଓ ବ୍ରିଟେନରୁ ଏହି…
Read More...

ମୟଙ୍କ ଅଗ୍ରୱାଲଙ୍କ ଶତକ; ରାଜସ୍ଥାନ ପାଇଁ ୨୨୪ରନର ବିଶାଳ ବିଜୟ ଲକ୍ଷ୍ୟ

ସାରଜା : ଚଳିତ ଆଇପିଏଲର ନବମ ମ୍ୟାଚରେ ରବିବାର କିଙ୍ଗସ୍‌ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ସାମ୍ନାସାମ୍ନି ହୋଇଛନ୍ତି। ଆଜିର ମ୍ୟାଚରେ ରାଜସ୍ଥାନର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବା…
Read More...

ଆର୍‌ବିଆଇ ମୁଦ୍ରାନୀତି କମିଟି ବୈଠକ ୨୯ରୁ; ସୁଧହାର ଅପରିବର୍ତ୍ତିତ ରହିପାରେ

ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗୁରୁତ୍ବପୂର୍ଣ୍ଣ ମୁଦ୍ରାନୀତି କମିଟି ବୈଠକ ଚଳିତମାସ ୨୯ରେ ବସିବାକୁ ଯାଉଛି। ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଥିବା…
Read More...

ବ୍ୟୋମକେଶଙ୍କୁ ଯୁବ ଓ ଦେବୀରଞ୍ଜନଙ୍କୁ ଛାତ୍ର ବିଜେଡ଼ି ସଙ୍ଗଠନ ଦାୟିତ୍ଵ

ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଓ ଛାତ୍ର ବିଜେଡ଼ି ସଭାପତି ପଦରେ ଦୁଇ ଯୁବନେତାଙ୍କୁ ନିଯୁକ୍ତି ଦେଇଛନ୍ତି । ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ନୂଆ…
Read More...

ବେଆଇନ ମଦଭାଟି ଉପରେ ଅବକାରୀ ଚଢାଉ

ନବରଙ୍ଗପୁର : ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ରଙ୍କର ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉମରକୋଟ ଅବାକାରୀ ଇନ୍ସପେକ୍ଟରଙ୍କର ସମେତ ବିଭାଗୀୟ କର୍ମଚାରୀଙ୍କ…
Read More...

ନେତାଙ୍କ ନାଁ​‌ରେ ଅପରାଧ ମାମଲା: ଅକ୍ଟୋବର ୧୯ ସୁଦ୍ଧା ରିପୋର୍ଟ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦେଶ

ବର୍ଷବର୍ଷ ଧରି ନେତାଙ୍କ ନାଁରେ ଗଡ଼ୁଛି ଗଣ୍ଡାଗଣ୍ଡା ମାମଲା । ବିଚାର ସରିବାକୁ ୧୦ ବର୍ଷରୁ ୩୦ ବର୍ଷ ଲାଗି ଯାଉଚି । ତଥାପି ବିଚାର ସରୁନାହିଁ । ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଏକ ମାମଲାର ବିଚାର ଅବସରରେ ଓଡ଼ିଶା…
Read More...

କଳାହାଣ୍ଡିରେ ନାହିଁ କୃଷିଭିତ୍ତିକ କାରଖାନା: ୩୦ ବର୍ଷ ହେଲା ଅନ୍ୟ ରାଜ୍ୟକୁ ଚାଲିଯାଉଛି କପା ମଞ୍ଜି

ଭବାନୀପାଟଣା: କଳାହାଣ୍ଡି ଜିଲା ରାଜ୍ୟରେ ଶ୍ରେଷ୍ଠ ଓ ଆନ୍ତର୍ଜାତିକ ମାନର କପା ଉତ୍ପାଦନକାରୀ ଜିଲା ଭାବେ ପରିଗଣିତ। ଏଠୁ ବାହାରୁଥିବା ପର୍ଯ୍ୟାପ୍ତ ପରିମାଣ କପା ମଞ୍ଜିରୁ ଖାଇବା ତେଲ ଓ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩ ହଜାର ୩୭୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ରବିବାର ଆଉ ୩ ହଜାର ୩୭୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାସହ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୧ଲକ୍ଷ ୭୩ହଜାର ୫୭୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ବାରିପଦା ସହର ସଟଡାଉନ୍

ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ବାରିପଦା ସହର ସଟଡାଉନ୍ ରହିବ । ବାରିପଦା ବଣିକ ସଂଘ ପକ୍ଷରୁ ନିଆଯାଇଛି ଏହି ନିଷ୍ପତ୍ତି । ବାରିପଦା ପୌରାଞ୍ଚଳ ସମେତ ଜିଲ୍ଲାରେ ଦିନକୁ ଦିନ  କରୋନା ସଂକ୍ରମଣଙ୍କ ସଂଖ୍ୟା…
Read More...

ଗଞ୍ଜେଇ ଜବତ, ୫ ଗିରଫ

ବାଲିଗୁଡା : ବାଲିଗୁଡା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୬୧ କେଜି ଗଞ୍ଜେଇ ଜବତ କରିବା ସହ ପାଂଚଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ପୁଲିସ ଏସଆଇ ରବିନ୍ଦ୍ର ମୁଣ୍ଡାରୀଙ୍କ ନେତୃତ୍ୱରେ ବାଲିଗୁଡା ଥାନା…
Read More...

ଜମାଟୋ ଡ଼େଲିଭରୀ ବୟ ପୋଷାକ ପିନ୍ଧି ଡ଼୍ରଗ୍ସ ଚାଲାଣ: ୩ ଗିରଫ

ମୁମ୍ବାଇ: ଡ଼୍ରଗ୍ସ ଚାଲାଣ ପାଇଁ ଫୁଡ଼ ଡ଼େଲିଭରୀ କମ୍ପାନୀ ଜମାଟୋର ପୋଷାକ ପିନ୍ଧି କାରବାର କରିବା ପରି ଘଟଣା ଏବେ ମୁମ୍ବାଇରେ ଅଲୋକକୁ ଆସିଛି । ଏହି ଘଟଣାରେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ୩ ଜଣ ଯୁବକଙ୍କୁ ଗିରଫ…
Read More...

ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପିପିଳିଆ ଛକ ନିକଟରେ ଏକ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତର ବାଇକ୍ ଆରୋହୀ ଜଣଙ୍କ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ…
Read More...

ପ୍ରେମିକା ସହ ମିଶି ପତ୍ନୀଙ୍କୁ ଆକ୍ରମଣ: ବୌଦ୍ଧ ଡେପୁଟି କଲେକ୍ଟର ବିରୋଧରେ ଅଭିଯୋଗ

ଝାରସୁଗୁଡ଼ା: ବୌଦ୍ଧ ଠାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଝାରସୁଗୁଡ଼ା‌ ଲହଣ୍ଡାବୁଡ଼ ନିବାସୀ ଶରତ ବାଗଙ୍କ ବିରୋଧରେ ତାଙ୍କ ପତ୍ନୀ ଡାଲିଆ ଦେବନାଥ ବିଟିଏମ ଥାନାରେ ଏଫଆଇଆର ଦାୟର କରିଛନ୍ତି। ସ୍ବାମୀ ଶରତ ତାଙ୍କ…
Read More...

କିଙ୍ଗସ୍‌ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା : ଟସ୍ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି

ସାରଜା : ଚଳିତ ଆଇପିଏଲର ନବମ ମ୍ୟାଚରେ ରବିବାର କିଙ୍ଗସ୍‌ ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ସାମ୍ନାସାମ୍ନି ହୋଇଛନ୍ତି। ଆଜିର ମ୍ୟାଚରେ ରାଜସ୍ଥାନର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବା…
Read More...

ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ; ଜଣେ ମୃତ, ୬ ଆହତ 

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଗଡ଼ମାଣତ୍ରୀ ଗ୍ରାମରେ ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୬ ଜଣ ପୋଡି ହୋଇ ଆହତ ହେବା ଏବଂ ସେମାନଙ୍କ ମଧ୍ୟରୁ ଆଜି କଟକ ବଡ ମେଡିକାଲରେ ଜଣେ ଶିଶୁ ମୃତ୍ୟୁ ବରଣ…
Read More...

ବାଟ କଢୁଆଳର କବିତା ଆସର ଓ କର୍ମକର୍ତ୍ତା ଚୟନ

ପଦ୍ମପୁର : ପଦ୍ମପୁର ଉପ ଖଣ୍ତ ବୁକୁରାମୁଣ୍ତା ମହିମା ଆଶ୍ରମ ପରିସରରେ ବୁବୁଡାରେ ଥିବା ବାଟ୍ କଢୁଆଳ୍ ଓ ଏସ୍.ଏମ୍.କ୍ରିଏସନ୍ ଆନୁକୂଲ୍ୟରେ ଏକ କବିତା ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କୋଭିଡ ୧୯ ର ନିୟମ…
Read More...

ତିନୋଟି କୃଷି ବିଲକୁ ରାଷ୍ଟ୍ରପତିଙ୍କ ସ୍ବୀକୃତି

ନୂଆଦିଲ୍ଲୀ : ସଂସଦରେ ପାରିତ ହୋଇଥିବା ତିନୋଟି କୃଷି ବିଲକୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅନୁମୋଦନ କରିଛନ୍ତି। କୃଷି ବିଲକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ଏହି ବିଲକୁ ବିଶେଷକରି ପଞ୍ଜାବ, ହରିୟାଣା ଏବଂ…
Read More...

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ : ୭୫୭ରୁ ୧୩୬ ପଜିଟିଭ୍‌

ଭୁବନେଶ୍ୱର : ଆସନ୍ତା ୨୯ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ବସିବାକୁ ଥିବା ବେଳେ ଏହା ପୂର୍ବରୁ କରୋନା ଟେଷ୍ଟ ରିପୋର୍ଟ ଆସିଛି। ଗତକାଲି କରାଯାଇଥିବା ୭୫୭ କୋଭିଡ୍ ପରୀକ୍ଷାରୁ ୧୩୬ ଜଣଙ୍କ ରିପୋର୍ଟ…
Read More...

ବିଗବସ୍‌ର ପୂର୍ବତନ ପ୍ରତିଯୋଗୀ ହିମାଂଶୀ ଖୁରାନାଙ୍କୁ କରୋନା

ନୂଆଦିଲ୍ଲୀ : ବିଗବସ୍ ସିଜନ୍ ୧୩ର ପ୍ରତିଯୋଗୀ ତଥା ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ହିମାଂଶୀ ନିଜେ ସାମାଜିକ ଗଣମାଧ୍ୟମରେ ପୋ​‌ଷ୍ଟ କରି ସୂଚନା ଦେଇଛନ୍ତି। ଦୁଇ ଦିନ ତଳେ…
Read More...

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ଵର ପାଣ୍ଡେ

ପାଟନା : ବିହାର ବିଧାନସଭା ନିର୍ବାଚନ ୨୦୨୦ ପୂର୍ବରୁ ସ୍ଵେଚ୍ଛାକୃତ ଭାବେ ଅବସର ନେଇଥିବା ବିହାରର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଗୁପ୍ତେଶ୍ଵର ପାଣ୍ଡେ ଆଜି ଜେଡିୟୁରେ ସାମିଲ ହୋଇଛନ୍ତି। ସେ ବିହାର…
Read More...

ହିତାଧିକାରୀଙ୍କୁ ମିଳୁନି ହରିଶ୍ଚନ୍ଦ୍ର ଯୋଜନା ଅର୍ଥ

ଗଡ଼ମଧୁପୁର : ଗରିବ ଅସହାୟ ପରିବାରରେ କେହି ମରିଗଲେ ତାର ଶବ ସଂସ୍କାର ସହିତ ଶୁଦ୍ଧିକ୍ରିୟାରେ ଖର୍ଚ୍ଚ ନିମିତ୍ତ ତୁରନ୍ତ ସହାୟତା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ହରିଶ୍ଚନ୍ଦ୍ର ଯୋଜନା। ଯାହାଦ୍ୱାରା କୌଣସି ଗରିବ…
Read More...

ଭୁବନେଶ୍ଵରରୁ ଆଜି ୩୧୭ ଆକ୍ରାନ୍ତ, ୩୧୨ ସୁସ୍ଥ

ଭୁବନେଶ୍ଵର : ରାଜଧାନୀ  ଭୁବନେଶ୍ୱରରୁ ରବିବାର ଆଉ ୩୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩୧୨ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୬୨…
Read More...

ଆଜିଠୁ ବାରିପଦା ସହର ୭ ଦିନ ସଟଡାଉନ୍

ବାରିପଦା: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆଜିଠୁ ୭ ଦିନ ଯାଏ ମୟୁରଭଞ୍ଜ ଜିଲା ବାରିପଦା ସହରକୁ ଜିଲାପାଳ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ବାରିପଦାର ଯୁବ ସଂଗଠନ, ବ୍ୟବସାୟ ସଂଘ, ବଣିକ ସଂଘ, ଓକିଲ ସଂଘ…
Read More...

ୟୁସି ବ୍ରାଉଜର ବିକଳ୍ପ ଭାବେ ପ୍ଲେ ଷ୍ଟୋରକୁ ଆସିଲା ଆଇସି ବ୍ରାଉଜର

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଚାଇନିଜ୍ ଆପ୍ ୟୁସି- ବ୍ରାଉଜରର ବନ୍ଦକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ଏପରି ଏକ ଆପ ଖୋଜୁଛନ୍ତି ଯାହି ଆପଣ ୟୁସି- ବ୍ରାଉଜରରେ ପାଉଥିଲେ। ତେବେ ଆପଣଙ୍କର ସନ୍ଧାନ ସମାପ୍ତ ହୋଇଛି। ମେକ ଇନ୍…
Read More...

ସୁଧୁରୁନି ସୀମା ବିବାଦ; ଓଡିଶା ଜମି ଉପରେ ଛତିଶଗଡ ଚାଷୀଙ୍କ ମକାଚାଷ

ଖଡିଆଳ: ନୂଆପଡା ଜିଲା ସୀମାନ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଓଡିଶା-ଛତିଶଗଡ ସୀମା ବିବାଦ ପ୍ରଶାସନର ବାରମ୍ବାର ପ୍ରୟାସ ସତ୍ତ୍ୱେ ସମାଧାନର ନା ଧରୁନି। ପୁଣି ଓଡିଶାର ଜମି ଛତିଶଗଡ ଚାଷୀଙ୍କ କବଜାରେ…
Read More...

ଅମ୍ଲଜାନ ସିଲିଣ୍ଡର ଦାନ କରି ଉଦାହରଣ ସାଜିଲେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୋସିଆଲ ଷ୍ଟାର କ୍ଲବ’

ସମ୍ବଲପୁର: କରୋନାର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବରେ ସଂକ୍ରମିତ ରୋଗୀ ମାନଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ବିଶେଷ ଅସୁବିଧା ହେଉଥିବାର ପରିଲକ୍ଷିତ ହେଉଛି। ଏଣୁ ଏବେ ଅମ୍ଲଜାନ ସିଲିଣ୍ଡର…
Read More...

ଅକ୍ଟୋବରରୁ ମିଠାରେ ରହିବ ‘ତମାଦି ଅବଧି’

କଲକାତା: ଏଥର ସମସ୍ତ ମିଷ୍ଟାନ୍ନରେ ଏକ୍ସପ୍ୟାରି ଡେଟ୍‌ ରଖାଯିବା ପାଇଁ କେନ୍ଦ୍ର ପକ୍ଷରୁ ବାଧ୍ୟତାମୂଳକ କରାଯିବା ନିର୍ଦେଶକୁ ରାଜ୍ୟରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ରାଜ୍ୟ ଖାଦ୍ୟ ବିଭାଗ ପକ୍ଷରୁ…
Read More...

ରାଜ୍ୟରେ କରୋନା ନେଲା ଆଉ ୧୪ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୭୯୭

ଭୁବନେଶ୍ବର: ରାଜ୍ୟରେ ରବିବାର କରୋନା ଆଉ ୧୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୯୭କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।…
Read More...

ଆକ୍ଟୋବରରେ ଖୋଲିବ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ବର: ମହାମାରୀ କରୋନା ପାଇଁ  ବନ୍ଦ ରହିଥିବା ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଦୀର୍ଘ ଦିନ ପରେ ଖୋଲିବାକୁ ଯାଉଛି। ଆଜି ପର୍ଯ୍ୟଟନ ଦିବସରେ ପର୍ଯ୍ୟଟନ ମନ୍ତ୍ରୀ ଯ୍ୟୋତି ପାଣିଗ୍ରାହୀ ଏ ନେଇ ବଡ଼ ସୂଚନା…
Read More...

ଅନ୍ୟ ରାଜ୍ୟରେ ମହାମାରୀ ସ୍ଥିତି ସଙ୍ଗିନ; ପ୍ରବାସୀଙ୍କୁ ଟାଣି ନେଉଛି ପେଟର ଭୋକ

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ଘର ମୁହାଁ ହୋଇଥିବା ପ୍ରବାସୀ ଓଡ଼ିଆ ଏବେ କର୍ମସ୍ଥଳକୁ ବାହୁଡ଼ିବା ଆରମ୍ଭ କରିଛନ୍ତି। ୬ ମାସ ଧରି ଘରେ ବସି ରହିଥିବା କୁଶଳୀ, ଅଣକୁଶଳୀ ଶ୍ରମିକଙ୍କୁ କାମରେ ଯୋଗଦେବା ପାଇଁ ଡ଼ାକରା…
Read More...

ସ୍ବତନ୍ତ୍ର ଟ୍ରେନ ଚଳାଚଳ ପୁରୀ ଯାଏ ବଢ଼ିବ, କିଛି ​‌ଷ୍ଟେସନ୍‌ରେ ଅତିରିକ୍ତ ରହଣି ସୁବିଧା

ଭୁବନେଶ୍ବର: ସ୍ବତନ୍ତ୍ର ଟ୍ରେନର ଚଳାଚଳରେ ବୃଦ୍ଧି ଏବଂ କିଛି ​‌ଷ୍ଟେସନ୍‌ରେ ଏହାର ଅତିରିକ୍ତ ରହଣି ସୁବିଧା କ୍ଷେତ୍ରରେ ରେଳବାଇ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି।​‌ ଏହି ଅନୁଯାୟୀ, ଆସନ୍ତା…
Read More...

କବାଟ ନ ଥିବା ଗାଁ, ପର୍ଯ୍ୟଟନରେ ନାହିଁ ନାଁ

ରାଜକନିକା: ଏମିତି ଏକ ଗାଁଟିଏ ଅଛି, ଯେଉଁ ଗାଁକୁ କେବେ ହେଲେ ଚୋର ଚୋରି କରିବାକୁ ଆସିନାହିଁ କି କେବେ ପୁଲିସ କୌଣସି ମୋକଦ୍ଦମା ପାଇଁ ଯାଇ ନାହିଁ। ସବୁଠୁ ଆଶ୍ଚର୍ଯ୍ୟର କଥା ଯେ,ଏହି ଗାଁର କୌଣସି ଘରେ କବାଟ ନାହିଁ।…
Read More...

ଦେଶରେ ୨୪ ଘଣ୍ଟାରେ ୧,୧୨୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ସଂଖ୍ୟା ୯୪, ୫୦୩

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୮ହଜାର ୬୦୦  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯…
Read More...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯଶୱନ୍ତ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯଶୱନ୍ତ ସିଂଙ୍କ ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ ହୋଇ ଜୁନ ୨୫ତାରିଖରୁ ହସ୍ପିଟାଲରେ…
Read More...

ପିଏସ୍‌ୟୁକୁ ବିକ୍ରି ପ୍ରସଙ୍ଗ : ସରକାରଙ୍କ ବିକ୍ରି ବ୍ୟବସ୍ଥାକୁ ସିଏଜିଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୬ା୯ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକ୍ରମକୁ କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି) ତୀବ୍ର ସମା‌େ‌ଲାଚନା କରିଛନ୍ତି । ସରକାରଙ୍କ ଦ୍ବାରା ଦେଶର…
Read More...

ଓକିଲ ଫି ଦେବାକୁ ୧୦ କୋଟି ଟଙ୍କାରେ ନିଜ ଗହଣା ବିକିଲେ ଅନୀଲ ଅମ୍ବାନୀ

ନୂଆଦିଲ୍ଲୀ : ବିଶ୍ବର ଶ୍ରେଷ୍ଠ ୧୦ ଧନୀଙ୍କ ମଧ୍ୟରେ ସ୍ଥାନ ପାଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସାନ ଭାଇ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ଆର୍ଥିକ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି।…
Read More...

ଜିଏସଟି ଚୋରିକୁ ରାଜ୍ୟ ସରକାର ସମର୍ଥନ କରୁଛନ୍ତି : କଂଗ୍ରେସ

ଭୁବନେଶ୍ୱର : ଦେଶରେ ଜିଏସଟିକୁ ନେଇ ଏକ ଲଜ୍ଜ୍ୟାଜନକ ସ୍ଥିତି ଦେଖାଦେଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ  ପଂଚାନନ କାନୁନଗୋ ଏକ ପ୍ରେସବାର୍ତାରେ କହିଛନ୍ତି। ସେ କହିଛନ୍ତି ଜିଏସଟିର…
Read More...

ବଡ଼ସାହି ବିଧାୟକ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବିଧାୟକ ସନାତନ ବିଜୁଳି ଶନିବାର ଅସୁସ୍ଥ ହୋଇପଡିବାରୁ ତାଙ୍କୁ କଳମାସ୍ଥିତ ବାସଭବନରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଦୁଇଦିନ ହେବ ସେ ଜ୍ବରରେ…
Read More...

କୋଲକାତା ପାଇଁ ୧୪୩ରନର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣର ଅଷ୍ଟମ ମ୍ୟାଚ୍ ଶନିବାର କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଆଜିର ମ୍ୟାଚରେ ହାଇଦ୍ରାବାଦର ଅଧିନାୟକ ଡେଭିଡ଼…
Read More...

ଭଣଜାର ସନ୍ଦେହଜନକ ମୃତ୍ୟୁ; ହତ୍ୟା ସନ୍ଦେହରେ ମାମୁଁ ଅଟକ

କେଶଦୁରାପାଳ: ଗତକାଲି ଘସିପୁରା ଥାନା କେନ୍ଦୁଆ ଟିକର ସାହିରେ ଭଣଜାକୁ ହତ୍ୟା କରିଥିବା ସନ୍ଦେହରେ ମାମୁଁ ଗୋପାଳ ପଲେଇ ଥାନାରେ ଅଟକ ଥିବା ଜଣାପଡିଛି । ସୁଚନାରୁ ପ୍ରକାଶ, ଘଷିପୁରା ଥାନା ଅନ୍ତର୍ଗତ ରାଧିକାଦେଇପୁର…
Read More...

ବି-ଟୁ-ବି କାରବାର ପାଇଁ ଅକ୍ଟୋବରରୁ ଜିଏସ୍‌ଟି ଇ-ଇନ୍‌ଭଏସିଂ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଇ-ଇନ୍‌ଭଏସିଂ କ୍ଷେତ୍ରରେ କମ୍ପାନୀଗୁଡିକୁ ମିଳୁଥିବା ସୁବିଧା ଆଉ ମିଳିବ ନାହିଁ। କାରଣ ଏ ନେଇ ସରକାର ଦେଖାଉଥିବା କୋହଳ ମନୋଭାବ ଆଉ ବହୁତ କମ୍‌ ଦିନ। ଆସନ୍ତା ଅକ୍ଟୋବର ପହିଲାଠାରୁ ସରକାର…
Read More...

ପୁଣି ଲଜ୍ଜା; ମହିଳାଙ୍କୁ ଚଳନ୍ତା ବସ୍‌ରେ ବଳାତ୍କାର ଅଭିଯୋଗ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମେରଠ ଜିଲ୍ଲାରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି। ବଳାତ୍କାର ପରେ ଅଭିଯୁକ୍ତ ଜଣକ ମହିଳାଙ୍କୁ ଦିଲ୍ଲୀ ରାସ୍ତାରେ ଅଚେତ ଅବସ୍ଥାରେ ପକାଇ ପଳାଇ ଯାଇଥିଲେ।…
Read More...

କୋଭିଡ୍‌-୧୯ ସପୟରେ ଶିଶୁମାନଙ୍କ ଶୈଶବ ବିକାଶର ମାଧ୍ୟମ ପାଲଟିଛି ‘ଘରେ ଘରେ ଅରୁଣିମା’

ଭୁବନେଶ୍ୱର : କୋଭିଡ୍‌-୧୯ ପହାମାରୀ ସମୟରେ ପହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ‘ଘରେ ଘରେ ଅରୁଣିମା କ୍ୟାଲେଣ୍ଡର ଦ୍ବାରା କାର୍ଯ୍ୟକାରିତା ଏକ ସ୍ୱାଗତଯୋଗ୍ୟ, ପ୍ରେରଣାଦାୟୀ ଓ ସଫଳ ପଦକ୍ଷେପ । ଏହି…
Read More...

ଚୋରକୁ କାବୁ କରି ପୁଲିସ ଜିମା ଦେଲେ ଲୋକେ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ହାଟରେ ଜଣେ ଚୋର ଚତୁରତାର ସହ ପୋଷାକ ଦୋକାନୀଙ୍କ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲା। ଦୋକାନୀଙ୍କ ପାଟି ଶୁଣି ହାଟରେ ଥିବା ଲୋକମାନେ ଗୋଡାଇ ଗୋଡାଇ…
Read More...

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ; ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର-ତୁରୁମୁଙ୍ଗା ରାସ୍ତାର କଇଁଣ୍ଡା ନିକଟରେ ଆଜି ଅପରାହ୍ନରେ ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ବିଲ ଭିତରକୁ ଓଲଟି ପଡିଛି।…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୭୬୧ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଶନିବାର ଆଉ ୪ ହଜାର ୭୬୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାସହ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୧୭୦୧୯୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…
Read More...

ଅସାମାଜିକଙ୍କ ଆଡ୍ଡା ପାଲିଟିଛି ଜବରଦଖଲ କ୍ୱାର୍ଟର

ବ୍ରଜରାଜନଗର:  ବୀରବଲ ହତ୍ୟାକାଣ୍ଡର ପରଦିନ ଅର୍ଥାତ ଗୁରୁବାର ଲୋକେ ଓରିଏଂଟ ଥାନାକୁ ଆସି ବୀରବଲଙ୍କ ହତ୍ୟାକାରୀଙ୍କୁ ଧରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ବିଧାନ ଗ୍ରହଣ କରିବାକୁ ପୋଲିସ ନିକଟରେ…
Read More...

କେକେଆର ଓ ଏସଆରଏଚ୍ ମଧ୍ୟରେ ମୁକାବିଲା : ଟସ୍ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି

ଦୁବାଇ : ଆଇପିଏଲର ଅଷ୍ଟମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ଆଜିର ମ୍ୟାଚରେ ହାଇଦ୍ରାବାଦର ଅଧିନାୟକ ଡେଭିଡ଼ ୱାର୍ଣ୍ଣର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ…
Read More...

ବୀରବଲ ହତ୍ୟାକାଣ୍ଡ ମାମଲା: ତିନି ଅଭିଯୁକ୍ତ ଗିରଫ୍‍

ବ୍ରଜରାଜନଗର:- ବୀରବଲ ପାଣ୍ଡେ ହତ୍ୟାକାଣ୍ଡର ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି।  ଏହି ହତ୍ୟାକାଣ୍ଡ ପଛର କାରଣ ପୂର୍ବ ଶତୃତା ବୋଲି ସ୍ପଷ୍ଟ ହୋଇଛି। ଗିରଫ ଅଭିଯୁକ୍ତମାନେ…
Read More...

ରିଲିଫ ପାଇଁ ୧୦ଟଙ୍କା ନେବା ଘଟଣା; ନିଲମ୍ବିତ ହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତରେ ଚଳିତ ବନ୍ୟା ନିମନ୍ତେ ବିପନ୍ନଙ୍କ ପାଇଁ ଆସିଥିବା ରିଲିଫ ବଣ୍ଟନରେ ଅବ୍ୟବସ୍ଥା ସାଙ୍ଗକୁ ଅଖା ବାବଦକୁ ୧୦ ଟଙ୍କା ନଦେଲେ ରିଲିଫ ମିଳିବ ନାହିଁ ବୋଲି ଆରଡି…
Read More...

ଗଞ୍ଜେଇ ଓ ମଦ ଜବତ, ଦୁଇ ଗିରଫ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ଶନିବାର ଦୁଇଟି ପୃଥକ ପୃଥକ ସ୍ଥାନରେ ଚଢାଉ କରାଯାଇ ୨୩ କେ.ଜି ଓଜନର ଗଞ୍ଜେଇ ବସ୍ତା ସହ ୧୦ ଲିଟର ଦେଶୀ ମହୁଲି ମଦ ଜବତ କରିଥିବା ଜଣାପଡିଛି।ଏହି ମାମଲାରେ ଦୁଇ…
Read More...

ଭୁବନେଶ୍ଵରରୁ ଆଜି ୩୧୯ ଆକ୍ରାନ୍ତ, ୩୫୩ ସୁସ୍ଥ

ଭୁବନେଶ୍ଵର : ରାଜଧାନୀ  ଭୁବନେଶ୍ୱରରୁ ଶନିବାର ଆଉ ୩୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩୫୩ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୬୨…
Read More...

ନଡ୍ଡାଙ୍କ ନୂତନ ଟିମ୍: ୪ ଓଡିଆଙ୍କୁ ମିଳିଲା ସ୍ଥାନ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି(ବିଜେପି)ର କାର୍ଯ୍ୟକର୍ତ୍ତାଙ୍କ ନାମ ଶନିବାର ଘୋଷଣା କରାଯାଇଛି। ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି। ନଡ୍ଡାଙ୍କ ଟିମ୍‌ରେ ୧୨…
Read More...

ସମାଜ ପ୍ରଭାବ..ଅନ୍ଧାରୀମୂଲକ ଗାଁକୁ ୫ଶହ ବର୍ଷପରେ ଫିଟିବ ରାସ୍ତା

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଦିବାସୀ ଅଧ୍ୟୁଷିତ ଆଡେଣିଗଡ ପଂଚାୟତର କଣ୍ଡରା, କାଚପାଜୁ, ସାରୁପଦର, ବାଙ୍କପାଜୁ ଏବଂ ସୁଲକେଟି ଭଳି ୫ଟି ଅନ୍ଧାରୀମୂଲକ ଗାଁ ପାଇଁ ନିର୍ମାଣ ହେବ ସ୍ଥାୟୀ ରାସ୍ତା। ହରଭଙ୍ଗା…
Read More...

ବଲିଉଡରେ ଡ଼୍ରଗ୍ସ ଲିଙ୍କ୍ ଘଟଣା; ଧର୍ମା ପ୍ରଡକ୍ସନ୍ସ ନିର୍ଦ୍ଦେଶକ କ୍ଷୀତିଜ ରବି ପ୍ରସାଦ ଗିରଫ

ମୁମ୍ବଇ : ବଲିଉଡ୍‌ରେ ଡ଼୍ରଗ୍ସ ଲିଙ୍କ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଶନିବାର ଧର୍ମା ପ୍ରଡକ୍ସନ୍ସର ନିର୍ଦ୍ଦେଶକ କ୍ଷୀତିଜ ରବି ପ୍ରସାଦ ଗିରଫ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ନାର୍କୋଟିକ୍ସ…
Read More...