ଭୁବନେଶ୍ୱର: ଦେଶରେ ଥିବା ୨୩ଟି ଆଇଆଇଟି ଶିକ୍ଷାନୁଷ୍ଠାନର ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ରବିବାର ଜେଇଇ ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁର ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ରାଜ୍ୟରୁ ପ୍ରାୟ ୩୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଅକ୍ଟୋବର ୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜେଇଇ ଆଡଭାନ୍ସ ୱେବସାଇଟରୁ ଜଣାପଡିଛି।
Popular Categories



