ଭୁବନେଶ୍ଵରରୁ ଆଜି ୩୦୧ ଆକ୍ରାନ୍ତ, ୩୯୨ ସୁସ୍ଥ

ଭୁବନେଶ୍ଵର : ରାଜଧାନୀ  ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୩୦୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩୯୨ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ…
Read More...

ସର୍ପାଘାତରେ ନାବାଳିକାଙ୍କ ମୃତ୍ୟୁ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ବୁଧବାର ସର୍ପାଘାତରେ ଜଣେ ୧୪ ବର୍ଷୀୟା ଝିଅର ମୃତ୍ୟୁ ହୋଇଛି। ନାବାଳିକା ଗାୟତ୍ରୀ ନାୟକ ଆପୋଲୋ ହସ୍ପିଟାଲର ସାମ୍ନା ବସ୍ତିରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ସାପ…
Read More...

ହାତୀ ଆକ୍ରମଣରେ ଜଣେ ମୃତ

ଭୁବନେଶ୍ଵର : ଲାଠିକଟା ବ୍ଲକ ଅନ୍ତର୍ଗତ ରୁତୁକପେଡ଼ି ଗୌଡ଼ଟୋଲାରେ ଗତ ରାତିରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୫୦ ବର୍ଷୀୟା ଏହି ମହିଳାଙ୍କ ନାମ ବିରସୀ କୁଜୁର ବୋଲି ଜଣା ପଡିଛି। ଏନେଇ…
Read More...

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ହତ୍ୟା !

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗାଁରେ ବୁଧବାକ ଏକ ଅମାନବୀୟ ଘଟଣା ଘଟିିଛି। । ୫ ଶହ ଟଙ୍କା ପାଇଁ ଜଣେ ନାବାଳକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା…
Read More...

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ଟି ଗେଟ୍ : ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ହୀରାକୁଦ:ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବଢ଼ିଛି। ଏଥିସହ ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୧୨ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଛି। ଡ଼୍ୟାମରେ ଜଳ ଧାରଣ…
Read More...

ମଦ ବେପାରୀକୁ ଛାଞ୍ଚୁଣି ମାଡ

ତିହିଡି:  ମଦ ବେପାରୀଙ୍କ ପାଇଁ ମଦ ନେଇ ଯାଉଥିଲେ ବେପାରୀ। ଖବର ପାଇଲେ ମହିଳା ଗୋଷ୍ଠୀ। ବାଇକ ସହ ଅଟକାଇଲେ ।  ମଦ ପେଟିକୁ ଧରାଇ ରାସ୍ତାରେ ଚଲାଇଲେ। ପରେ ଛାଞ୍ଚୁଣିରେ ମାଡ଼ ମାରି ଥାନାକୁ ଆଣିଲେ। ମଦ ବେପାରୀକୁ…
Read More...

ଷ୍ଟାର୍ଟ ଅପ୍‌ ‘ରେଲୋଫାଇ’ର ଅଭିନବ ସେବା; ରେଳ ଟିକଟ କନ୍‌ଫର୍ମ ନ ହେ​‌ଲେ ବିମାନରେ ଯିବେ ଯାତ୍ରୀ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା ପାଇଁ ଟିକଟ କରିଛନ୍ତି, ହେଲେ କନ୍‌ଫର୍ମ ହୋଇନାହିଁ । ଏଥିପାଇଁ ଆପଣଙ୍କୁ ଚିନ୍ତା କରିବାର ନାହିଁ । ଯଦି ଆପଣଙ୍କ ଟ୍ରେନ ଟିକଟ କନଫର୍ମ ହୋଇ ନ ଥାଏ ତେବେ ଆପଣଙ୍କୁ ବିମାନରେ ଯିବାକୁ…
Read More...

୪ ଦିନ ହେଲା ପଡ଼ି ରହିଛି ମା’ ଝିଅଙ୍କ ଶବ, ଅଭିଯୁକ୍ତକୁ ଗିରିଫ ଦାବିରେ ଗାଁ ଲୋକଙ୍କ ଧାରଣା

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ମହୁଲିଆ ମାଣପଡ଼ା ଗାଁରେ ୪ ଦିନ ହେଲା ପଡ଼ି ରହିଛି ମା’ ଝିଅଙ୍କ ଶବ। ମାମୁଁ ଘର ଆଗରେ ଭାଣିଜୀର ମୃତଦେହ ପଡ଼ି ରହିଥିବା ବେଳେ ଆମ୍ବୁଲାନ୍ସ ଭିତରେ ପଡ଼ି…
Read More...

ଅବ୍ୟବସ୍ଥାରେ ଯାତ୍ରୀ ବିଶ୍ରାମଗାର

କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ କୁମ୍ବାର ଗୁଡା ଛକଠାରେ ଥିବା ଯାତ୍ରୀ ବିଶ୍ରାମଗାର ଅବ୍ୟବସ୍ଥା ହୋଇ ପଡିରହିଥିବା ଦେଖିବାକୁ ମିଳିଛି। ଉକ୍ତ ଯାତ୍ରୀ…
Read More...

ଟିଟିଲାଗଡ ପ୍ରଶାସନ ଓ ସଫେଇ କର୍ମଚାରୀ ମୁହାଁମୁହିଁ

ଟିଟିଲାଗଡ଼: ଟିଟିଲାଗଡ ପୌରପରିଷଦ ଅଞ୍ଚଳରେ ସଫେଇ କାର୍ଯ୍ୟ ନେଇ ଠିକା ସଂସ୍ଥା ନିଯୁକ୍ତିକୁ ପୂର୍ବରୁ ନିଯୁକ୍ତ ଅସ୍ଥାୟୀ କର୍ମଚାରୀଙ୍କ ତିବ୍ର ପ୍ରତିବାଦ। ଆଜି ଠାରୁ ସଫେଇ କାର୍ଯ୍ୟ ନେଇ ନିଯୁକ୍ତ ସଂସ୍ଥା କାର୍ଯ୍ୟ…
Read More...

ନୀଳଗିରି ବ୍ଲକର ବରହମପୁର ପଞ୍ଚାୟତରେ ଭିଜିଲାନ୍ସ ଚଢାଉ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବରହମପୁର ପଞ୍ଚାୟତରେ ୧୧ଗୋଟି ପ୍ରକଳ୍ପରେ ଅନିୟମିତତା ହୋଇଥିବା ନେଇ  ଭିଜିଲାନ୍ସ ଚଢ଼ଉ ହୋଇଛି। ବରହମପୁର ପଞ୍ଚାୟତର କୈଳାସ ବେହେରା ଘରଠାରୁ ପୂର୍ଣ୍ଣଚନ୍ଦ୍ର…
Read More...

ରାଜ୍ୟରେ କରୋନା ନେଲା ଆଉ ୧୫ ଜୀବନ, ଭୁବନେଶ୍ବରରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ବୁଧବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୩୬ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।…
Read More...

ରାଜ୍ୟରେ ୩୦ ଜିଲାରୁ ୪୨୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ବୁଧବାର ୩୦ ଜିଲାରୁ ୪, ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୮୫ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୧,୭୫୨ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏଥିସହ ରାଜ୍ୟରେ…
Read More...

ଆଜି ଓଜେଇଇ ଆବେଦନର ଶେଷ ତାରିଖ

ଭୁବନେଶ୍ବର: ଛାତ୍ରଛୋତ୍ରୀମାନେ ଓଜେଇଇ ପାଇଁ ଆଜି ରାତି ୧୨ଟା ପୂର୍ବରୁ ଅନଲାଇନରେ ଆବେଦନ କରିପାରିବେ। ଯେଉଁ ଛାତ୍ରଛାତ୍ରୀ ଓଜେଇଇ ପାଇଁ ଅନଲାଇନ ଆବେଦନ କରିଥିବେ ସେମାନେ ଆସନ୍ତକାଲି ଦିନ ୧୧ଟା ସୁଦ୍ଧା ଅନଲାଇନ ଫି…
Read More...

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନିଷ୍ପତ୍ତି; ମୃତକଙ୍କର ହେବନି କରୋନା ପରୀକ୍ଷା

ଭୁବନେଶ୍ବର: ଏଣିକି ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ହେବ ନାହିଁ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କୋଭିଡ ଡାକ୍ତରଖାନାମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମୃତ…
Read More...

ଦେଶରେ ୯୦ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା , ୨୪ ଘଣ୍ଟାରେ ୧୦୮୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ  ୮୩  ହଜାର ୩୪୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ…
Read More...

ଶୁଣିଲାନି ପ୍ରଶାସନ; ଗ୍ରାମବାସୀ ନିର୍ମାଣ କଲେ ପୋଲ

ଫୁଲବାଣୀ : ପ୍ରଶାସନ ଆଗରେ ବାରମ୍ବାର ଗୁହାରୀ କରିବା ପରେ ମଧ୍ୟ ଗ୍ରାମବାସୀଙ୍କ ଗୁହାରୀ କେହି ଶୁଣିଲେନାହିଁ। ଯାହାଫଳରେ ଶେଷରେ ଗ୍ରାମବାସୀ ମାନେ ନିଜର ଯାତାୟାତ ପାଇଁ ପୋଲ ନିର୍ମାଣ କରିଛନ୍ତି। ଏହିଭଳି ଦୃଶ୍ୟ…
Read More...

୬ ଶିକାରୀ ଗିରଫ, ମାରଣାସ୍ତ୍ର ଓ ଜାଲ ଜବତ

ଖୁଣ୍ଟା : ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ପ୍ରକଳ୍ପ ତଥା କୋର ଅଞ୍ଚଳର ଚାରିଛକ ନିକଟରୁ ୬ ଶିକାରୀ ଡୁକୁରା ୱାଇଲଡ଼ ଲାଇଫ ରେଞ୍ଜ କର୍ମଚାରୀଙ୍କ ଦ୍ୱାରା ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୪ ଗୁଳି ଭର୍ତ୍ତି ଦେଶୀ…
Read More...

ଚେନ୍ନଇ ପାଇଁ ୨୧୭ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ

ଶାରଜା : ଆଇପିଏଲ ୨୦୨୦ର ଚତୁର୍ଥ ମ୍ୟାଚ୍ ମଙ୍ଗଳବାର ଚେନ୍ନଇ ସୁପର କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଆଜିର ମ୍ୟାଚରେ ଚେନ୍ନଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ…
Read More...

ବିପୁଳ ପରିମାଣର ମଦ ଜବତ; ୫ ଗିରଫ

ପାତ୍ରପୁର : ଜରଡା ପୁଲିସ ତୁମ୍ବା ଏବଂ ଜରଡା ଅଂଚଳରୁ ଚାଲାଣ ହେଉଥିବାବେଳେ ବିପୁଳ ପରିମାଣର ଦେଶୀମଦ ପାଉଚି, ଚାରୋଟି ବାଇକ ଜବତ କରିବା ସହ ପଞ୍ଚଜଣଙ୍କୁ ଗିରିଫ କରିଛି। ଜରଡା ପୁଲିସ ଚୋରା ମଦ ଚାଲାଣ ହେଉଥିବା ଖବର ପାଇ…
Read More...

ଗଞ୍ଜେଇ ଓ ମଦ ଜବତ, ୨ ଗିରଫ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତିଲେଶ୍ୱର ପଂଚାୟତ ବ୍ରାହ୍ମଣୀ ଗାଁରୁ ମଙ୍ଗଳବାର ହରଭଙ୍ଗା ଅବକାରୀ ବିଭାଗ ଚଢଉ କରି ୩କେ.ଜି ୫ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।…
Read More...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

କେଶଦୁରାପାଳ : ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ଯୁବକଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩ ହଜାର ୮୩୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଆଉ ୩୮୩୪ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାସହ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୧୫୩୨୧୩ରେ ପହଁଚିଛି। Another 3834 Covid patients have recovered and are…
Read More...

ରାଜସ୍ଥାନ ରୟାଲ୍‍ସ ଓ ଚେନ୍ନଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା; ଟସ୍ ଜିତି ଚେନ୍ନଇର ବୋଲିଂ ନିଷ୍ପତ୍ତି

ଶାରଜା : ଆଇପିଏଲ ୨୦୨୦ର ଚତୁର୍ଥ ମ୍ୟାଚ୍‌ରେ ମଙ୍ଗଳବାର ମୁହାଁମୁହିଁ ହେବେ ଚେନ୍ନଇ ସୁପର କିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ। ଆଜିର ମ୍ୟାଚରେ ଚେନ୍ନଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ…
Read More...

ମୃତ୍ୟୁର ପାଞ୍ଚ ଦିନ ପୂର୍ବରୁ ଭଉଣୀ ମିତୁଙ୍କୁ ଫୋନ୍ କରିଥିଲେ ସୁଶାନ୍ତ; କହିଥିଲେ ସେମାନେ ମୋତେ ମାରିଦେବେ

ମୁମ୍ବଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ହେବାର ତିନି ମାସରୁ ଅଧିକ ସମୟ ଅତିବାହିତ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ଏହି ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି। ଏହା ଏକ ହତ୍ୟା କି ଆତ୍ମହତ୍ୟା…
Read More...

ଟିଟିଲାଗଡ଼ ବିଡ଼ିଓଙ୍କୁ ମରଣାନ୍ତକ ଆକ୍ରମଣ

ଟିଟଲାଗଡ଼ : ଟିଟିଲାଗଡ ବିଡ଼ିଓ ତଥା ଭାରପ୍ରପ୍ତ ମାଜିଷ୍ଟ୍ରେଟ ନବୀନ ନାୟକଙ୍କୁ ବିଜେପି ନେତା କୁନା ଭାଟି ଏଵଂ ତାଙ୍କ ଜଣେ ସହଯୋଗୀ ଆଜି ଅପରାହ୍ନରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ବିଡିଓ ଶ୍ରୀ ନାୟକ ଆଜି ତାଙ୍କ…
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର 

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତ ନୂଆପଡା ଗ୍ରାମର ଜୟଦେବ ନାଏକ (୫୦) ମଙ୍ଗଳବାର ସକାଳୁ ଗ୍ରାମ ନିକଟ ବଳଦପକା ନାଳ ପାଖକୁ ଶୌଚ ପାଇଁ ଯାଇଥିବା ସମୟରେ ତାଙ୍କୁ ଏକ ଜଙ୍ଗଲୀ ଭାଲୁ ଅତର୍କିତ…
Read More...

ରେକର୍ଡ ସୃଷ୍ଟି କଲା ଆଇପିଏଲ୍-୨୦୨୦ ଉଦ୍‌ଘାଟନୀ ମ୍ୟାଚ୍ : ଦେଖିଲେ ୨୦କୋଟିରୁ ଉର୍ଦ୍ଧ୍ଵ ଦର୍ଶକ

ନୂଆଦିଲ୍ଲୀ : ଯାହା ଆଶା କରାଯାଉଲା ତାହା ହୋଇଛି। ୟୁଏଇରେ ଇଣ୍ଡିଆନ୍‍ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ଲୋକପ୍ରିୟତାର ସମସ୍ତ ରେକର୍ଡ ଭାଙ୍ଗୁଛି। ସୂଚନା ଅନୁସାରେ, ସେପ୍ଟେମ୍ବର ୧୯ରେ ମୁମ୍ବଇ ଓ ଚେନ୍ନଇ ମଧ୍ୟରେ…
Read More...

ବୋଲଗଡ ପ୍ରଶାସନର ଅଣଦେଖାରେ ରାମଚନ୍ଦ୍ର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ

ବୋଲଗଡ : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ନିରୀହ ଲୋକମାନଙ୍କ ପାଇଁ ବହୁଯୋଜନା ପ୍ରଣୟନ କରିଛନ୍ତି। ସାଧାରଣ ଜନତାଙ୍କ ଆର୍ଥିକ ମାନଦଣ୍ଡର ଉନ୍ନତି ସହିତ ରହିବା ପାଇଁ ଆବାସ ଯୋଜନାରେ ଗୃହଦେବାର ସୁବନ୍ଦୋବସ୍ତ କରିଛନ୍ତି।…
Read More...

ଯୁକ୍ତ୨ ନାମଲେଖା ସମୟ ସୀମା ବଢିଲା

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ଯୁକ୍ତ୨ ନାମଲେଖା ସମୟ ସୀମା ବଢିଲା। ଯୁକ୍ତ ୨ ନାମଲେଖା ଅବଧି ୪ ଦିନ ଚଳିତ ମାସ ୩୦ ତାରିଖ ଯାଏଁ ବଢାଇ ଦିଆଯାଇଛି। ଏନେଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା…
Read More...

କଣ୍ଡରା, କାଚପାଜୁର ବିକାଶ ଓଗାଳିଛି ଘାଟିରାସ୍ତା; ଗୃହ ବିଭାଗ ନିର୍ଦ୍ଦେଶକୁ ପୂରିଲା ୩ବର୍ଷ, ନାଲିଫିତା ତଳେ କୋଟିଏ…

ହରଭଙ୍ଗା : ଦେଶ ସ୍ୱାଧିନତା ହେବାର ବହୁବର୍ଷ ବିତିଯାଇଛି। ଏବେ ବି ଅନେକ ଅନ୍ଧାରୀମୂଲକ ଗାଁ ରହିଛି ଯେଉଁଠି ଲୋକଙ୍କ ପାଇଁ ବିକାଶ ସାତସପନ ହୋଇ ରହିଛି। ଏଭଳି ଦୁଇଟି ଗାଁ ହେଉଛି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ…
Read More...

ଭୁବନେଶ୍ଵରରୁ ଆଜି ୩୪୫ ଆକ୍ରାନ୍ତ, ୪୧୨ ସୁସ୍ଥ

ଭୁବନେଶ୍ଵର : ରାଜଧାନୀ  ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୩୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୪୧୨ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ…
Read More...

ଡ୍ରଗ୍ସ ମାମଲାରେ ଦୀପିକା

ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ସଂପୃକ୍ତି ସାମ୍ନାକୁ ଆସିବା ପରଠାରୁ ଅନେକ ବଲିଉଡ୍ ଷ୍ଟାର ଏଥିରେ ସଂପୃକ୍ତ ଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ବଲିଉଡର ପ୍ରସିଦ୍ଧ…
Read More...

ନିଲମ୍ବିତ ୮ ସାଂସଦଙ୍କ ସମର୍ଥନରେ ଶରଦ ପାୱାର : ଗୋଟିଏ ଦିନ କରିବେ ଉପବାସ

ମୁମ୍ବଇ : ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୮ ଜଣ ସାଂସଦଙ୍କୁ ଏନସିପି ମୁଖ୍ୟ ଶରଦ ପାୱାର ସମର୍ଥନ କରିଛନ୍ତି। ଏହି ସାଂସଦଙ୍କ ସମର୍ଥନରେ ସେ ଗୋଟିଏ ଦିନ ଉପବାସ କରିବେ ବୋଲି ଟ୍ବିଟ୍ କରି ଘୋଷଣା କରିଛନ୍ତି। ସେ ଟ୍ବିଟ୍…
Read More...

ବିହାରରେ ସେପ୍ଟେମ୍ବର ୨୮ରୁ ଖୋଲିବ ସ୍କୁଲ

ପାଟନା : କରୋନା ଭୂତାଣୁ ମହାମାରୀ ସାରା ବିଶ୍ଵକୁ କବଳିତ କରିଛି। ଏଥିରୁ ଭାରତ ମଧ୍ୟ ବାଦ୍ ପଡ଼ିନାହିଁ। ଭାରତରେ ଦିନମୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତର ବିଭିନ୍ନ ରାଜ୍ୟରେ…
Read More...

ନଭେମ୍ବର ପହିଲାରୁ ୟୁଜି ଓ ପିଜି ଲାଗି ସମ୍ଭାବ୍ୟ ଶିକ୍ଷାବର୍ଷ ଘୋଷଣା

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ହେଳେ ଛାତ୍ରଛାତ୍ରୀଙ୍କ ମନରେ ଚଳିତ ଶିକ୍ଷାବର୍ଷ କେବେଠୁ ଆରମ୍ଭ ହେବ ବୋଲି ପ୍ରଶ୍ନ ଥିବା ବେଳେ। ଆଜି ଏକ ଖୁସି ଖବର ଆସିଛି। ୨୦୨୦-୨୧ ୟୁଜି ଏବଂ…
Read More...

ଚାଞ୍ଚଲ୍ୟ: ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର

ସୁନ୍ଦରଗଡ଼: ତଳସରା ଥାନା ଅନ୍ତର୍ଗତ ଏକ କଠୋରୀରୁ ଜୈନିକା ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୁନ୍ଦରଗଡ଼ ଏସ.ପି ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ପୁଲିସ,…
Read More...

ସଂସଦୀୟ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ, ସିଟ୍ ଆଗରେ ଲାଗିବ କାଚ

ଭୁବନେଶ୍ବର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଥର ସଂସଦୀୟ ଢ଼ାଞ୍ଚାରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ। ଏ ନେଇ ମଙ୍ଗଳବାର ବଚସ୍ପତି ସୂର୍ଯ୍ୟ ନାରୟଣ ପାତ୍ର ସୂଚନା ଦେଇଛନ୍ତି। ସୂଚନା ଅନୁଯାଯୀ, କେବଳ…
Read More...

ଚଳନ୍ତା ଅବସ୍ଥାରେ ଜଳିଗଲା ଗଞ୍ଜେଇ ଭର୍ତ୍ତି କାର, ଘଟଣା ସ୍ଥଳରୁ ଦୁର୍ବୃୃତ୍ତ ଫେରାର

ମାଲକାନଗିରି: ମାଲକାନଗିରି ସ୍ଥିତ ଏମଭି ୧୬ ଗାଁ ନିକଟ ୩୨୭ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଚଳନ୍ତା କାରରେ ନଆଁ ଲାଗିଯାଇଥିବା ବେଳେ ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, କାରଟି…
Read More...

କରୋନା ମହାମାରୀ ସମୟରେ ଏସବିଆଇ ଆଣିଲା ବଡ ଆଶ୍ୱସ୍ତି; ଋଣ ପରିଶୋଧ ପାଇଁ ମିଳିଲା ୨ ବର୍ଷର ଅତିରିକ୍ତ ସମୟ

ନୂଆଦିଲ୍ଲୀ: ଏସବିଆଇରୁ ଋଣ କରିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। କରୋନା ମହାମାରୀ ସମୟରେ ଅନେକ ଚାକିରି ହରାଇବା ସହ ଦରମା କାଟର ସମ୍ମୁଖୀନ ହେଉଥିବାରୁ ଭାରତୀୟ ଷ୍ଟେଟବ୍ୟାଙ୍କ ଏକ ବଡ଼ ଆଶ୍ୱସ୍ତିକର  ସୂଚନା ଦେଇଛି।…
Read More...

ରାଜ୍ୟରେ କରୋନା ନେଲା ଆଉ ୧୧ ଜୀବନ , ମୋଟ ମୃତ୍ୟୁ ସଂଖ୍ୟା ୭୨୧

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୨୧ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା…
Read More...

ଟ୍ୱିନସିଟିର କୋଭିଡ୍ ହସ୍ପିଟାଲରେ ଅଗ୍ନିଶମ ବାହିନୀର ମକ୍ ଡ୍ରିଲ୍

ଭୁବନେଶ୍ବର: କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ମଙ୍ଗଳବାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯଉଛି। ଏଥିସହ ଅଗ୍ନି ନିର୍ବାପକ ଯନ୍ତ୍ରକୁ କିପରି ବ୍ୟବହାର କରାଯିବ ସେ ନେଇ…
Read More...

ଆଇଆଇଟି ଗୌହାଟୀ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅପରାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଇଆଇଟି ଗୌହାଟୀର ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ …
Read More...

ଦେଶରେ ୨୪ ଘଣ୍ଟାରେ ୭୫ ହଜାର ୦୮୩ ନୂଆ କରୋନା ଆକ୍ରାନ୍ତ, ୧୦୫୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ  ୭୫ ହଜାର ୦୮୩ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
Read More...

୭୨କିଲୋ ଗଞ୍ଜେଇ ଜବତ, ପୁଲିସକୁ ଦେଖି ଫେରାର ମାରିଲେ ଦୁର୍ବୃତ୍ତ

ବୌଦ୍ଧ: ସୋମବାର ବିଳମ୍ବିତ ରାତିରେ ବକ୍ଷଉଁଶୁଣି ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ ବହିରା ଗ୍ରାମ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୨…
Read More...

କରୋନା କଟକଣା ଭିତରେ ଆଜିଠୁ ଯୁକ୍ତ ତିନି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା

ଭୁବନେଶ୍ବର: କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଯୁକ୍ତ ତିନି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା। କିଛି ଶିକ୍ଷାନୁଷ୍ଠାନ ଅନଲାଇନ୍ ଯୋଗେ ପରୀକ୍ଷା କରୁଥିବା…
Read More...

କୁଆଖାଇ ପୁରୁଣା ପୋଲରେ ୬ ଦିନ ପାଇଁ କଟକଣା

ଭୁବନେଶ୍ବର: ଜାତୀୟ ରାଜପଥ ନଂ-୧୬ର ‌ଦ୍ବୖେତନଗରୀରେ ଭୁବନେଶ୍ବରରୁ କଟକ ଯିବା ବେଳେ କୁଆଖାଇ, କାଠଯୋଡି ଓ ବିରୁପା ନଦୀର ବାମପଟ ବ୍ରିଜ୍‌ ଏବଂ ମହାନଦୀର ମଝି ବ୍ରିଜ୍‌ରେ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍‌ଏଆଇ) ପକ୍ଷରୁ…
Read More...

ଅବକାରୀ ବିଭାଗର ଚଢାଉ; ପୋଚ ସହ ମଦ ଜବତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ନିର୍ଦେଶରେ ଅବକାରୀ ଅଧିକ୍ଷକ ପ୍ରଦୀପ ପଟନାୟକଙ୍କ ତତ୍ୱାବଧାନରେ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ବିପ୍ର ମଣ୍ଡଳଙ୍କ ନେତୃତ୍ୱରେ କୋଡୀଙ୍ଗା ଥାନା…
Read More...

କୃଷି ବିଧେୟକକୁ ବି​ରୋଧ: ପୁଞ୍ଜି ବଜାର ପ୍ରଭାବିତ

ମୁମ୍ବଇ : ପୂର୍ବରୁ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ନେଇ ମାନ୍ଦା ପଡିଯାଇଥିବା ଦେଶର ପୁଞ୍ଜି ବଜାର ଏବେ କୃଷି ବିଧେୟକକୁ ନେଇ ବେଶ ଅଡୁଆରେ ପଡିଛି। କେନ୍ଦ୍ର ସରକାର ଆଣିଥିବା କୃଷି ବିଧେୟକକୁ ବିରୋଧୀଙ୍କ ସହ…
Read More...

୧୪୦୦ ​କୋଟିର ବ୍ୟାଙ୍କ ଜାଲିଆତି; ୮ ସ୍ଥାନରେ ସିବିଆଇ ଚଢ଼ଉ

ନୂଆଦିଲ୍ଲୀ : ​କୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ଜାଲିଆତି ଘଟଣାରେ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଦେଶବ୍ୟାପୀ ଚଢ଼ଉ କରାଯାଇଛି। ସିବିଆଇ ୮ ସ୍ଥାନରେ ଏହି ଚଢ଼ଉ କରି ଦିଲ୍ଲୀ ଭିତ୍ତିକ ଏକ ଦୁଗ୍‌ଧ…
Read More...

ରିଜର୍ଭ ବ୍ୟାଙ୍କ ତଥ୍ୟ; ବର୍ଷକରେ ଏକ ଲକ୍ଷ ​କୋଟିରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ନୋଟ୍‌ ଗାଏବ

ନୂଆଦିଲ୍ଲୀ : ବଜାରରେ ଖୁବ୍‌ କମ୍‌ ଦେଖିବାକୁ ମିଳୁଛି ଦୁଇ ହଜାର ଟଙ୍କିଆ ମୂଲ୍ୟର ନୋଟ୍। ଧୀରେ ଧୀରେ ବଜାରରୁ ଗାଏବ ହେବାରେ ଲାଗିଛି ଏହି ମୂଲ୍ୟର ନୋଟ୍। ମାତ୍ର ବର୍ଷକ ମଧ୍ୟରେ ବଜାରରୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ…
Read More...

ଡ଼କାୟତି ଯୋଜନା ବେଳେ ୨ଜଣଙ୍କୁ କାବୁ କଲା ପୁଲିସ, ୩ ଫେରାର

କଣିହାଁ : ଅନୁଗୁଳ ଜିଲା କଣିହାଁ ପୁଲିସକୁ ସଫଳତା ମିଳିଛି। ଡକାୟତି ଯୋଜନା ପୂର୍ବରୁ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି। କଣିହାଁ ଥାନା ବଡହୀରା ବାଲିପଟା ମଧ୍ୟରେ ଜଙ୍ଗଲରେ ରବିବାର ରାତି ପ୍ରାୟ ୨ଘଟିକା ସମୟରେ…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩ହଜାର ୭୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର :  ରାଜ୍ୟରେ ସୋମବାର ଆଉ ୩ହଜାର ୭୦୪ ଜଣ ଆକ୍ରାନ୍ତ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୯୬ଜଣ ରହିଥିବାବେଳେ କଟକର ୩୨୦,…
Read More...

ସନରାଇଜର୍ସ ହାଇଦ୍ରାବାଦ୍‌ ପାଇଁ ୧୬୪ ରନର ବିଜୟ ଲକ୍ଷ୍ୟ ରଖିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଦୁବାଇ :  ଆଇପିଏଲ- ୨୦୨୦ର ତୃତୀୟ ମ୍ୟାଚରେ ସୋମବାର ସନରାଇଜର୍ସ ହାଇଦ୍ରାବାଦ୍‌ ପାଇଁ ୧୬୪ ରନର ବିଜୟ ଲକ୍ଷ୍ୟ ରଖିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଆଜିର ମ୍ୟାଚରେ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ…
Read More...

ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ରନ୍ଧା ମଦ ଜବତ

ଦେବଗଡ଼ : ଦେବଗଡ ଅବକାରୀ ବିଭାଗ ପକ୍ଷରୁ ସୋମବାର ଦେବଗଡ ଥାନା ଅନ୍ତର୍ଗତ ବେତେଇ ଜଙ୍ଗଲରେ ଥିବା ଝରଣାକୂଳରେ ଅଚାନକ ଚଢାଉ କରାଯାଇ ଦେଶୀମଦ ପ୍ରସ୍ତୁତ ନିମନ୍ତେ ରଖାଯାଇଥିବା ୪୬୦ କିଲୋ ମହୁଲ ପୋଚ ଓ ୧୦ ଲିଟର ଦେଶୀ…
Read More...

ସମାଜ ପ୍ରଭାବ; ଘସିପୁରା ବସଷ୍ଟାଣ୍ଡରୁ ଅନ୍ଧାର ହଟିଲା

କେଶଦୁରାପାଳ : ଘସିପୁରା ବସଷ୍ଟାଣ୍ଡରୁ ଅନ୍ଧାର ହଟିଲା। ରାସ୍ତାଘାଟ ଆଲୋକିତ ହୋଇଥିବା ଦେଖିବାକୁ ମିଳିଛି। ଘସିପୁରା ବସଷ୍ଟାଣ୍ଡ ୧୫ ଦିନ ହେଲା ଅନ୍ଧାର ହୋଇଥିବାରୁ ସାଧାରଣ ଜନତା କଲବଲ ହେଉଥିବା କଥା ସମାଜରେ ୨୦ ତାରିଖ…
Read More...

ପ୍ରସାର ଭାରତୀର ପୂର୍ବତନ ଅତିରିକ୍ତ ମହାନିଦ୍ଦେର୍ଶକ ଅଭୟ ପାଢ଼ୀଙ୍କ ପରଲୋକ

ସମ୍ବଲପୁର : ପ୍ରସାର ଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ ଅଭୟ କୁମାର ପାଢ଼ୀଙ୍କ ସୋମବାର ପୂର୍ବାହ୍ନରେ ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବିଗତ କିଛି ଦିନ ହେବ ସେ କରୋନା ରୋଗରେ ପୀଡିତ ହୋଇଥିବାରୁ ପ୍ରାୟ ୭…
Read More...

ଆଇପିଏଲ୍ ୨୦୨୦: ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କଲା ସନରାଇଜର୍ସ…

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୩ତମ ସଂସ୍କରଣର ତୃତୀୟ ଲିଗ୍‌ ମ୍ୟାଚ ସୋମବାର ଆରମ୍ଭ ହୋଇଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ। ହାଇଦ୍ରାବାଦର ଅଧିନାୟକ…
Read More...

ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା; ବେକରେ ରଶି ଲଗାଇ ସ୍ତ୍ରୀଙ୍କ ଆତ୍ମହତ୍ୟା ଆତ୍ମହତ୍ୟା ଅଭିଯୋଗ

ସିନ୍ଧେକେଲା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଥାନା ଠେମରା ପଞ୍ଚାୟତର ଉକ୍ତେଲା ଗାଁରେ ଏକ ପରିବାରରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଘରୋଇ ଝଗଡାକୁ ନେଇ ସ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣା…
Read More...

ରାସ୍ତା କଡ଼ରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ବରପାଲି : ବରପାଲି ବ୍ଲକ ଲେଣ୍ଡା ୨୬ନମ୍ବର ଜାତୀୟ ରାଜପଥ ଉପରେ ଅସହାୟ ଅବସ୍ଥାରେ ପଡ଼ିରହିଥିବା ଜଣେ ବୟଷ୍କା ମହିଳାଙ୍କ ମୃତଦେହ ବରପାଲି ପୁଲିସ ଉଦ୍ଧାର କରିଛି। ମୃତକଙ୍କ ସମ୍ପର୍କରେ ପୁଲିସକୁ ସଠିକ ତଥ୍ୟ କିମ୍ବା…
Read More...

ମା’ ଓ ଝିଅଙ୍କ ମୃତ୍ୟୁ ଘଟଣା; ଥାନା ଆଗରେ ଶବ ରଖି ଧାରଣା ଦେଲେ ଗାଁଲୋକ

ରାଜନଗର : ରାଜନଗର ବ୍ଲକ ମହୁଲିଆ ପଚାଂୟତ ମାଣପଡା ଗ୍ରାମରେ ମା’ ଓ ଝିଅର ମୃତ୍ୟୁ ଘଟଣାରେ ଗାଁଲୋକେ ରାଜନଗର ଥାନା ଆଗରେ ଶବ ରଖି ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଏହା ଆତ୍ମହତ୍ୟା ନୁହେଁ, ବରଂ ମା’ ଓ ଝିଅକୁ…
Read More...

ଭୁବନେଶ୍ଵରରୁ ଆଜି ୩୦୬ ଆକ୍ରାନ୍ତ, ୫୦୬ ସୁସ୍ଥ

ଭୁବନେଶ୍ଵର : ରାଜଧାନୀ  ଭୁବନେଶ୍ୱରରୁ ସୋମବାର ଆଉ ୩୦୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୫୦୬ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୨୩…
Read More...

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା; ତଦନ୍ତ ନି​ର୍ଦେଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ

କଟକ: କଟକ ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ସୋମବାର ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ତଦନ୍ତ ପାଇଁ ନି​ର୍ଦେଶ ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଅଗ୍ନିଶମ ବିଭାଗ ଓ ବିଦ୍ୟୁତ୍ ବିଭାଗ ମିଳିତ ଭାବେ ଏହାର ତଦନ୍ତ…
Read More...

ସାରା ଅଲ୍ଲୀ ଖାଁଙ୍କ ସହ ଅଧିକ ଡ୍ରଗ୍ସ ନେଉଥିଲେ ସୁଶାନ୍ତ : ରିୟା

ମୁମ୍ବଇ : ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ତଦନ୍ତ ଜାରି ରଖିଛି। ଏନସିଆବି ରିୟା ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚରା କରୁଛି। ଏହି ସମୟରେ, ରିୟା ଡ୍ରଗ୍ସ…
Read More...

ଆଉ କିଛି ସମୟପରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୧୩ତମ ସଂସ୍କରଣର ତୃତୀୟ ଲିଗ୍‌ ମ୍ୟାଚରେ ଆଉ କିଛି ସମୟ ପରେ ସନ୍ଧ୍ୟା ୭ଟା ୩୦ରେ ପୂର୍ବ ଚମ୍ପିଆନ ସନରାଇଜର୍ସ ହାଇଦ୍ରାବାଦ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ…
Read More...

ବଲାଙ୍ଗିରରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା; ମଶାଣୀରେ ନାହିଁ ବିଦ୍ୟୁତ ଚୁଲା, ଅସୁରକ୍ଷିତ ଭାବେ ଚାଲିଛି ଦାହ ସଂସ୍କାର

ବଲାଙ୍ଗିର: ବଲାଙ୍ଗିର ସହର ଏକ ବ୍ୟବସ୍ଥିତ ସହର ଭାବେ ନାଁ ରହିଛି। କିନ୍ତୁ ଏହି ସହରରେ ଏପର୍ଯ୍ୟନ୍ତ ବିଦ୍ୟୁତ ଚୁଲା ବିଶିଷ୍ଟ ମଶାଣୀ ଗୃହ ତିଆରି ହୋଇପାରିନାହିଁ। ସହରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା…
Read More...

ବଲାଙ୍ଗିରରେ ବଢ଼ି ଚାଲିଛି ବେଆଇନ କରତ କଳ; କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ସ୍ଥାନୀୟ ଅଧିକାରୀ, ମୁଖିଆ କରୁଛନ୍ତି…

ବଲାଙ୍ଗିର: ବଲାଙ୍ଗିର ଜିଲା ସାଲେଭଟା ବନାଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି ବେଆଇନ କରତକଳ। ଦିନରାତ୍ରି ଏହି ବେଆଇନ କରତକଳ ମାନଙ୍କରେ କାଠ କଟାଯାଉଥିବା ବେଳେ ସ୍ଥାନୀୟ ବନ ବିଭାଗ ପାଖରେ ସୂଚନା ନାହିଁ। ଅଥଚ…
Read More...

ଗାଧୋଇବା ବେଳେ ହଠାତ ମାଡି ଆସିଲା ପାଣି

ବାରିପଦା: ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷୀ ବ୍ଲକରେ ସୋମବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗାଧୋଇବାକୁ ଯାଇ ବୁଢାବଲଙ୍ଗ ନଦୀ ମଝିରେ ୪ ଜଣଙ୍କ ଜୀବନ ଫସିଯାଇଛି। ୪ ଜଣଙ୍କ ମଧ୍ୟରୁ ୨ ଜଣ ଯୁବକ ଥିବାବଳେ ୨ଜଣ…
Read More...

୧୮୮ ଦିନ ପରେ ଆଜିଠୁ ଖୋଲିଲା ତାଜମହଲ, ପ୍ରଥମ ଟିକଟ କିଣିଲେ ଚୀନ୍ ପର୍ଯ୍ୟଟକ

ନୂଆଦିଲ୍ଲୀ: ଦୀର୍ଘ ୧୮୮ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ତାଜମହଲ ଖୋଲିଛି। କରୋନା ମହାମାରୀ ଯୋଗୁ ଦୁନିଆର ସପ୍ତାଶ୍ଚର୍ୟ୍ୟ ମଧ୍ୟରୁ ଅନ୍ୟତମ ତାଜମହଲ ଗତ ମାର୍ଚ୍ଚ ୧୭ରୁ ବନ୍ଦ ରହିଥିଲା । କରୋନା ପାଇଁ ତାଜମହଲକୁ…
Read More...

ରାସ୍ତାରେ ଛଡାଯାଉଛି ଗୋରୁଗାଈ: ଷଣ୍ଢ ଦେହରେ ଧକ୍କା ହୋଇ ୧ ମୃତ, ୨ ଗୁରୁତର

ଭୁବନେଶ୍ୱର: ରବିବାର ରାତିରେ ଫୁଲନଖରା-ନିଆଳି ରାସ୍ତାର ନଖରାଠାରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଅଢାଳିଆର ଶଙ୍କର୍ଷଣ ସାହୁ…
Read More...

ଜଗତପୁରର ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ: କଟକ ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଆଇସିୟୁରେ ନିଆଁ ଲାଗିଥିବା ସୂଚନା ମିଳିଛି । ଖବାର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। କୋଭିଡ…
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

କାଶୀପୁର: କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ କୁଚେଇପଦର ଗ୍ରାମରେ ଜଣେ ୪୦ ବର୍ଷିୟ ଯୁବକ ଭାଲୁ ଆକ୍ରମଣର ଶୀକାର ହୋଇଛନ୍ତି। ସୂଚନା ଅନୁଯାୟୀ, କୁଚେଇପଦର ଗ୍ରାମ ବଡସାହିର ଯୁବକ ଜଗଦିସ ମାଝୀ (୪୦) ସବୁଦିନ…
Read More...

ପ୍ରସାର ଭାରତୀର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ଅଭୟ ପାଢୀଙ୍କ ପରଲୋକ

ସମ୍ବଲପୁର: ପ୍ରସାର ଭାରତୀର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ଅଭୟ ପାଢୀ ସୋମବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ କିଛି ଦିନ ତଳେ…
Read More...

ବିହାରରେ ୯ଟି ରାଜପଥ ପ୍ରକଳ୍ପର ଆଧାରଶିଳା ରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ବିହାରରେ ୯ଟି ରାଜପଥ ପ୍ରକଳ୍ପ ପାଇଁ ଆଧାରଶିଳା ରଖିବେ। ଏଥିସହ ଅପ୍ଟିକାଲ ଫାଇବର ଇଣ୍ଟରନେଟ ସେବାର ଉଦଘାଟନ କରିବେ ଯାହା ମାଧ୍ୟମରେ…
Read More...

ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୭୧୦

ଭୁବନେଶ୍ବର: ରାଜ୍ୟରେ ସୋମବାର କରୋନା ଆଉ ୯ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୧୦କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।…
Read More...

ବସକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ବାଲେଶ୍ବର: ବାଲେଶ୍ବର ଜିଲା ୧୬ନମ୍ବର ଜାତୀୟ ରାଜପଥର ହରିପ୍ଲାଜା ନିକଟରେ ସୋମବାର ଏକ ବସକୁ ଧକ୍କା ଦେଅଛି ଟ୍ରକ। ବାଲେଶ୍ୱରରୁ ଭୁବନେଶ୍ବର ଆସୁଥିବା ବନଦୁର୍ଗା ବସ୍  ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ ଭିତରେଥିବା ୩୦…
Read More...

ଆରମ୍ଭ ହେଲା ଯୁକ୍ତ ଦୁଇ ନାମଲେଖା

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ସୋମବାରଠୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ୟ୍ୟାୟ ମେଧା ତାଲିକାରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀ ଆଜିଠୁ ୨୬ ତାରିଖ ମଧ୍ୟରେ…
Read More...

ବିଶୃଙ୍ଖଳା ଆଚରଣ ପାଇଁ ୮ ସାଂସଦ ରାଜ୍ୟସଭାରୁ ନିଲମ୍ବିତ

ନୂଆଦିଲ୍ଲୀ: ବିଶୃଙ୍ଖଳା ଆଚରଣ ପାଇଁ ରାଜ୍ୟ ସଭାରୁ ୮ ସାଂସଦ ନିଳମ୍ବିତ ହୋଇଛନ୍ତି । କୃଷି ବିଲ ଆଲୋଚନା ବେଳେ ବିଶୃଙ୍ଖଳିତ ଆଚରଣ କରି ନିଳମ୍ବିତ ହୋଇଛନ୍ତି । ରାଜ୍ୟସଭାର ମତ ଲୋଡି ରାଜ୍ୟସଭାର ଉଧ୍ୟକ୍ଷ ଉକ୍ତ ୮…
Read More...

କୋଠା ଭୁଶୁଡି ୮ ମୃତ

ମୁମ୍ବଇ : ମହାରାଷ୍ଟ୍ରର ମୂମ୍ବଇ ନିକଟ ଭିୱାଣ୍ଡିରେ ଏକ ତିନି ମହଲା କୋଠା ଭୁଶୁଡି ପଡ଼ିଛି। ଏହି ଘଟଣା ରାତି ପ୍ରାୟ ୩ଟା ୩୦ ସମୟରେ ଘଟିଥିଲାବେଳେ ଏଥିରେ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି। ଭଗ୍ନାବଶେଷ ତଳୁ ୨୫…
Read More...

ଘନୀଭୂତ ହେଉଛି ଲଘୁଚାପ, ଆଉ ଦୁଇ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଉ ଦୁଇ ଦିନ ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ତଥ୍ୟ ଅନୁସାରେ ଉତ୍ତରପୂର୍ବ ବଙ୍ଗୋପସାଗରରେ ଥିବା ଲଘୁଚାପ…
Read More...

ଛୋଟ ପରଦାରେ ନୂଆ ଶୋ’

କରୋନା ସଂକ୍ରମଣର ଭୟାବହତା ଭିତରେ ଜୀବନ ପୁଣି ଧାରାକୁ ଫେରୁଛି। ମନୋରଞ୍ଜନ ଦୁନିଆ ବି ଚଳଚଞ୍ଚଳ ହୋଇଉଠିଲାଣି। ପୁରୁଣା ଧାରାବାହିକ ଗୁଡିକର ନୂଆ ଏପିସୋଡ୍‍ ପ୍ରସାରଣ ହେବା ସହ ନୂଆ ଧାରାବାହିକ ମଧ୍ୟ ପ୍ରସାରଣକୁ ଅଣ୍ଟା…
Read More...

ୱାର୍ଣ୍ଣରଙ୍କ ଆହ୍ବାନ ପାଇଁ ବିରାଟ ପ୍ରସ୍ତୁତ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୧୩ତମ ସଂସ୍କରଣର ତୃତୀୟ ଲିଗ୍‌ ମ୍ୟାଚରେ ସୋମବାର ପୂର୍ବ ଚମ୍ପିଆନ ସନରାଇଜର୍ସ ହାଇଦ୍ରାବାଦ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଭେଟାଭେଟି ହେବେ। ଦୁବାଇରେ ଉକ୍ତ…
Read More...

ପୋଷାକ କିଣୁଥିଲେ…

କରୋନା ମହାମାରୀ ପୂର୍ବରୁ ଜୀବନଶୈଳୀ ଭିନ୍ନ ଥିଲା, ବର୍ତ୍ତମାନ କିନ୍ତୁ ସେସବୁରେ ଅନେକ ପରିବର୍ତ୍ତନ ହୋଇଛି। ବିଶେଷଜ୍ଞଙ୍କ ମତରେ ଏବେଠାରୁ ସମସ୍ତ ବର୍ଗର ଲୋକ ସଚେତନ ହୋଇ ଚଳିବା ଉଚିତ। ପୂର୍ବର ଘଟଣା କିଛି ଏଇପରି…
Read More...

ଅନ୍ଧାଧୁନ୍‌‌ର ତେଲୁଗୁ ରିମେକ୍

୨୦୧୮ରେ ମୁକ୍ତିଲାଭ କରିଥିବା ‘ଅନ୍ଧାଧୁନ୍’ଚଳଚ୍ଚିତ୍ର ବକ୍ସଅଫିସ୍‌ରେ ସୁପରହିଟ୍ ତାଲିକାଭୁକ୍ତ ହୋଇଥିଲା। ମୁଖ୍ୟ ଭୂମିକାରେ ଆୟୁଷ୍ମାନ୍ ଖୁରାନା, ତବୁ, ରାଧିକା ଆପ୍‌ଟେ ଅଭିନୟ କରିଥିବାବେଳେ ଏହା ‘ବ୍ଲାକ୍ କମେଡି’ର…
Read More...

ଆଜିଠୁ ଯୁକ୍ତ ଦୁଇ ନାମଲେଖା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ସୋମବାରଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀ ସୋମବାରଠାରୁ ୨୬ ତାରିଖ ମଧ୍ୟରେ…
Read More...

‘ଚାଷୀଙ୍କ ମୃତ୍ୟୁ ପରୱାନା’ : ରାହୁଲ

ନୂଆଦିଲ୍ଲୀ : କୃଷି କ୍ଷେତ୍ର ସଂପର୍କିତ କେନ୍ଦ୍ର ସରକାର ସଂସଦରେ ଗୃହୀତ କରାଇଥିବା ଦୁଇଟି ବିଧେୟକ ଦେଶର କୃଷକମାନଙ୍କ ଲାଗି ମୃତ୍ୟୁ ପରୱାନା ହେବ ବୋଲି ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା…
Read More...

ବିଜେପିକୁ କୋର୍ଟକୁ ଟାଣିବି : ଅମରିନ୍ଦର

ଅମୃତସର : କୃଷି ସଂକ୍ରାନ୍ତ ଦୁଇ ବିଧେୟକକୁ ଗୃହୀତ ହେବା ପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ବିଧେୟକ ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଏହାକୁ ସେ ଚ୍ୟାଲେଞ୍ଜ କରି ବିଜେପି ଓ…
Read More...

ଆଗକୁ ଏଫଏଟିଏଫ ବୈଠକ; ୨୧ ଆତଙ୍କବାଦୀଙ୍କୁ ଭିଆଇପି ସୁବିଧା ଦେଉଛି ପାକିସ୍ତାନ

ନୂଆଦିଲ୍ଲୀ : ଜମାତ୍‌ ଉଦ୍‌ ଦାୱା ମୁଖ୍ୟ ହାଫିଜ୍ ସୟିଦ୍‌, ଲସ୍କର ଇ ତୋଇବାର ଜକିଉର ରେହମାନ ଲାଖ୍‌ଭୀ, ଅଣ୍ଡର ୱାଲ୍ଡ ଡନ୍‌ ଦାଉଦ୍ ଇବ୍ରାହିମ୍‌, ଜୈସ୍‌ ଇ ମହମ୍ମଦ ଆତଙ୍କବାଦୀ ସଂଗଠନର ମାସୁଦ୍‌ ଆଝାର, ବାବର୍‌…
Read More...

ଭର୍ଟିକାଲ୍ ଗାର୍ଡେନରେ ମଶା ବଂଶବୃଦ୍ଧି

ଖବର ସଂଲଗ୍ନ ଫଟୋଟି ହେଉଛି ଚୀନ୍‌‌ର ଚେଙ୍ଗୁଡୁ ପ୍ରାନ୍ତରେ ଥିବା କ୍ବୁଇ ଫରେଷ୍ଟ ଗାର୍ଡେନ୍‌‌ ରେସିଡେନ୍ସିଆଲ୍ କମ୍ପ୍‌ଲେକ୍ସରେ ଥିବା ଆପାର୍ଟମେଣ୍ଟଗୁଡ଼ିକର। ୨୦୧୭ବେଳକୁ ବିଶ୍ବର ପ୍ରମୁଖ ରାଷ୍ଟ୍ରରେ ଭର୍ଟିକାଲ୍…
Read More...

ବିଷାକ୍ତ ଫୁଲକୁ ଜାଣିପାରେ ପ୍ରଜାପତି

ରଙ୍ଗବେରଙ୍ଗର ପ୍ରଜାପତି ମଧ୍ୟ ବିଷ ତତ୍ତ୍ବକୁ ସହଜରେ ଚିହ୍ନଟ କରିପାରେ। ଫୁଲରୁ ଫୁଲକୁ ଉଡ଼ି ବସୁଥିବା ଏଇ ପ୍ରଜାପତିର ୬ଟି ଗୋଡ଼ ଥାଏ। ମନୁଷ୍ୟ ଓ ଅନ୍ୟାନ୍ୟ ପ୍ରାଣୀ ଜିଭରେ ସ୍ବାଦ ଚାଖୁଥିବାବେଳେ ପ୍ରଜାପତି କୀଟଟି…
Read More...

କୃଷି ଆଇନ ବିରୋଧରେ ୨୫ରେ ଭାରତ ବନ୍ଦ ଆହ୍ୱାନ

ଭୁବନେଶ୍ୱର : କୃଷି ଆଇନ ବିରୋଧରେ ଆସନ୍ତା୨୫ ରେ ସର୍ବଭାରତୀୟ ବନ୍ଦ ଆହ୍ୱାନ ଓ ପ୍ରତିରୋଧ ଦିବସକୁ ଓଡ଼ିଶାରେ ସଫଳ କରିବା ପାଇଁ କୃଷକ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି। ସଂସଦର ସମସ୍ତ ବିଧି ବ୍ୟବସ୍ଥା ଏବଂ ସାଂସଦଙ୍କ…
Read More...

ଅନ୍‌ଲାଇନ ଶିକ୍ଷାଦାନର ବିକଳ ଚିତ୍ର; ଶହେଫୁଟ ଉଚ୍ଚ ପାଣିଟାଙ୍କି ଉପରେ ପିଲାଙ୍କ ଅସୁରକ୍ଷିତ ପାଠପଢା

ହରଭଙ୍ଗା : କରୋନା ଯୋଗୁଁ ପ୍ରଭାବିତ ହୋଇଛି ପାଠପଢା। ଦୀର୍ଘ ୭ ମାସ ହେଲା ସ୍କୁଲ, କଲେଜ ଭଳି ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ଯୋଗୁଁ ପାଠପଢାରେ ଡୋରିଲାଗିବା ଫଳରେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ…
Read More...

୬ଶହରୁ ଊର୍ଦ୍ଧ୍ବ ସେବକ କରୋନା ସଂକ୍ରମିତ, ୮ ଜଣଙ୍କ ମୃତ୍ୟୁ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାୟ ୨୦% ସେବକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିରୁ ଏପର୍ଯ୍ୟନ୍ତ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଶହରୁ ଊର୍ଦ୍ଧ୍ବ ଚିକିତ୍ସାଧୀନ ଅଛନ୍ତି। ସେବକ ଏବଂ ମନ୍ଦିର କର୍ମଚାରୀଙ୍କ…
Read More...

ହୋଟେଲ ଛାତରେ ଆଇପିଏଲ ପାର୍ଟି : ପ୍ରଶାସନ ବେଖବର

ସମ୍ବଲପୁର : ସମ୍ବଲପୁରରେ ଦିନକୁ ଦିନ କରୋନା ବିକଟାଳ ରୂପ ଧାରଣ କରୁଥିବାବେଳେ ଧିରେ ଧିରେ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଉଛି। ଏଭଳି ସ୍ଥଳରେ ହୋଟେଲ ଖୋଲିବା, ଜନ ସମାବେଶ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବ୍ୟାପକ…
Read More...

ଇଚ୍ଛା ଶକ୍ତିର ଫଳ; ଅପହଞ୍ଚ ଅଞ୍ଚଳକୁ ରାସ୍ତା ନିର୍ମାଣ କରୁଛନ୍ତି ପ୍ରବାସୀ ଶ୍ରମିକ

ସମ୍ବଲପୁର : ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ। କରୋନା କାଳରେ ବିଶ୍ୱର ସମସ୍ତ ବ୍ୟବସ୍ଥା ଓଲଟ ପାଲଟ ହୋଇଯାଇଥିବାବେଳେ ମନୁଷ୍ୟ ଜାତି ତାର ଇଚ୍ଛା ଶକ୍ତି ଓ ଲଢ଼ୁଆ ମନୋବୃତ୍ତି ଯୋଗୁଁ କରୋନାକୁ ହରାଇବା ପାଇଁ ସବୁ…
Read More...

ନେପାଳ ସୀମାରେ ଚୀନର ଜବରଦଖଲ; ହୁମଲାର ଲାପଚା-ଲିମିରେ ତିଆରି କରିଛି ୯ଟି କୋଠା

ବେଜିଂ : ବିସ୍ତାରବାଦ ନୀତି କ୍ରମରେ ଚୀନ ଏହାର ପଡୋଶୀ ଦେଶର ସୀମାକୁ ବେଆଇନ ଭାବେ ଦଖଲ କରିଚାଲିଛି। ଚୀନର ଏହି ବିସ୍ତାରବାଦ ନୀତିର ଶିକାର ହୋଇଛି ସର୍ବକାଳୀନ ବନ୍ଧୁ ରାଷ୍ଟ୍ର ନେପାଳ। ନେପାଳର ଗୋଟିଏ ଅଂଶକୁ ଚୀନ ନିଜ…
Read More...

ଏଲଏସିରେ ସେନାର ବଡ଼ ସଫଳତା; କବ୍‌ଜାରେ ଆଉ ୬ ପାର୍ବତ୍ୟ ଶିଖର

ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଥିବାବେଳେ ଭାରତୀୟ ସେନା ମଜଭୁତ୍‌ ସ୍ଥିତିରେ ଥିବା ଜଣାପଡିଛି। ଗତ କିଛି ସପ୍ତାହ ମଧ୍ୟରେ ଭାରତୀୟ ସେନା ବାସ୍ତବ ନିୟନ୍ତ୍ରଣ…
Read More...