www.samajalive.in
Thursday, December 11, 2025
14.1 C
Bhubaneswar

ସାରା ଅଲ୍ଲୀ ଖାଁଙ୍କ ସହ ଅଧିକ ଡ୍ରଗ୍ସ ନେଉଥିଲେ ସୁଶାନ୍ତ : ରିୟା

ମୁମ୍ବଇ : ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ତଦନ୍ତ ଜାରି ରଖିଛି। ଏନସିଆବି ରିୟା ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚରା କରୁଛି। ଏହି ସମୟରେ, ରିୟା ଡ୍ରଗ୍ସ ମାମଲାରେ ସାରା ଅଲ୍ଲୀ ଖାଁଙ୍କୁ ନେଇ ଅନେକ ରହସ୍ୟ ଖୋଲିଛନ୍ତିି। ରିୟା କହିଛନ୍ତି ଯେ, ‘କେଦାରନାଥ’ ଫିଲ୍ମର ସୁଟିଂ ସମୟରେ ସୁଶାନ୍ତ ବହୁ ପରିମାଣର ଡ୍ରଗ୍ସ ନେଉଥିଲେ।
ଏହାପୂର୍ବରୁ ସୁଶାନ୍ତ ଡ୍ରଗ୍ସ ବ୍ୟବହାର କରୁଥିଲେ କିନ୍ତୁ ‘କେଦାରନାଥ’ ପରେ ସେ ଅଧିକ ନିଶା ସେବନ କରୁଥିବା ରିୟା କହିଛନ୍ତି। ‘କେଦାରନାଥ’ର ସୁଟିଂ ବେଳେ ସମସ୍ତେ ହିମାଳୟରେ ରହିଥିଲେ। ସେଠାରେ ସହଜରେ ଡ଼୍ରଗ୍ସ ଉପଲବ୍ଧ ହେଉଥିଲେ। ସୁଶାନ୍ତ ଓ ସାରା ଉଭୟ ସଙ୍ଗତରେ ଡ଼୍ରଗ୍ସ ନେଉଥିବା ସାରା କରିଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରିୟା ଆହୁରି ପ୍ରକାଶ କରିଛନ୍ତି ଯେ, ସୁଶାନ୍ତ ଗଞ୍ଜେଇ ମଧ୍ୟ ଟାଣୁଥିଲେ। ସେ ଏହାକୁ ନିୟମିତ ଖାଉଥିଲେ। ତାଲାବନ୍ଦ ସମୟରେ ସେ ଅଧିକ ଡ଼୍ରଗ୍ସ ନେବା ଆରମ୍ଭ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories