www.samajalive.in
Friday, December 12, 2025
16.1 C
Bhubaneswar

ଚୀନ ଥିମ୍ ପାର୍କରେ ନିଆଁ:୧୩ ମୃତ, ୧୫ ଆହତ

ବେଜିଂ: ଚୀନ ଜାତୀୟ ଦିବସ ଅବସରରେ ୮ ଦିନିଆ ଛୁଟିଦିନ ଆରମ୍ଭର ପ୍ରଥମ ଦିନରେ  ଏକ ଥିମ୍ ପାର୍କରେ ଅଗ୍ନିକାଣ୍ଡରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଦେଶର ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ କହିଛି ଯେ ସାନ୍ସି ପ୍ରଦେଶର ତାଇୟୁଆନ୍ ସହରର ଉପକଣ୍ଠରେ ଥିବା ଟାଇଟିଶାନ୍ ଥିମ୍ ପାର୍କରେ ଗୁରୁବାର ତୁଷାରପାତ ଏବଂ ବରଫ ମୂର୍ତ୍ତିର ଏକ ପ୍ରଦର୍ଶନୀ ହଲରେ ଅଗ୍ନିକାଣ୍ଡ ଘଟିଛି।

ଜିନହୁଆ ନ୍ୟୁଜ୍ ଏଜେନ୍ସି ସୂତ୍ରରୁ ମିଳିଥିବା ସୂଚନାଅନୁସାର ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି, ସେମାନଙ୍କର ଅବସ୍ଥା ସ୍ଥିର ରହିଛି।  ରାଜ୍ୟ ପରିଷଦର କାର୍ଯ ସୁରକ୍ଷା କମିଟି ଏହାର ଅନୁସନ୍ଧାନ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories