ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ଟପିଲା, ଆଜି ସୁସ୍ଥ ହେଲେ ୪ ହଜାର ୧୦୮ ଆକ୍ରାନ୍ତ
ଭୁବନେଶ୍ବର : ରାଜ୍ୟରେ ରବିବାର ୨ ଲକ୍ଷ ପାର କରିଛି କରୋନା ଆରୋଗ୍ୟଙ୍କ ସଂଖ୍ୟା । ଆଜି ୪ ହଜାର ୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୦୨ ହଜାର ୩୦୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
Happy to share that with the discharge of 4108 Covid patients today, Odisha has crossed the landmark of 2 lakh Covid recoveries!
The total recovered cases of Odisha now stand at 202302.
721 from Khordha
492 from Cuttack
212 from Jajapur
186 from Anugul
154 from Jharsuguda— H & FW Dept Odisha (@HFWOdisha) October 4, 2020
71 from Kandhamal
67 from Ganjam
64 from Rayagada
55 from Puri
50 from Nayagarh
44 from Boudh
40 from Gajapati
34 from Malkangiri
16 from Bhadrak
8 from Deogarh
289 from State Pool— H & FW Dept Odisha (@HFWOdisha) October 4, 2020
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୧୨ ଜଣ ସୁସ୍ଥ ହୋଇଛନ୍ତି। କଟକ- ୪୯୨, ଯାଜପୁର-୨୧୨, ଅନୁଗୁଳ- ୧୮୬ , ଝାରସୁଗୁଡା- ୧୫୪ ,ଜଗତସିଂହପୁର- ୧୪୩ , ମୟୁରଭଞ୍ଜ- ୧୩୯, ସମ୍ବଲପୁର-୧୩୯, ନୂଆପଡ଼ା- ୧୧୮, କଳାହାଣ୍ଡି- ୧୧୭, କେନ୍ଦୁଝର – ୧୧୭, ବାଲେଶ୍ୱର- ୧୧୬, ସୁନ୍ଦରଗଡ଼- ୧୧୬, କେନ୍ଦ୍ରାପଡ଼ା- ୧୦୭, ନବରଙ୍ଗପୁର- ୮୯, ବଲାଙ୍ଗୀର- ୮୦, ଢେଙ୍କାନାଳ- ୭୫, କୋରାପୁଟ- ୭୩, ସୋନପୁର-୭୩, କନ୍ଧମାଳ- ୭୧, ଗଞ୍ଜାମ- ୬୭, ରାୟଗଡ଼ା-୬୪, ପୁରା- ୫୫, ନୟାଗଡ଼- ୫୦, ବୌଦ୍ଧ- ୪୪, ଗଜପତି- ୪୦, ମାଲକାନଗିରି- ୩୪, ଭଦ୍ରକ-୧୬, ଦେବଗଡ଼-୮, ଷ୍ଟେଟ ପୁଲ-୨୮୯ ଜଣ ସୁସ୍ଥ ହୋଇଛନ୍ତି।
Comments are closed.