ଜନ୍ମାଷ୍ଟମୀ ସ୍ପେଶାଲ: ଲହୁଣୀ ମିଶ୍ରି ପ୍ରସାଦ ବନେଇବାର ସହଜ ଉପାୟ

ଜନ୍ମାଷ୍ଟମୀ ଅବସରରେ ଭଗବାନ କୃଷ୍ଣଙ୍କ ନିକଟରେ ଭୋଗ ଲାଗନ୍ତୁ ସୁଦ୍ଧ ଲହୁଣୀ ମିଶ୍ରି । ତେବେ ଆସନ୍ତୁ ଜାଣିବା ଲହୁଣୀ ମିଶ୍ରି ପ୍ରସାଦ ଘରେ ପ୍ରସ୍ତୁତ କରିବାର ସହଜ ଉପାୟ….. ଆଶ୍ୟକୀୟ ସାମଗ୍ରୀ: ଏକ କେଜି ଦହି, ୨୫୦…
Read More...

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାନ୍ତୁ ଲହୁଣୀ ବରା

ଲହୁଣୀ ବରା ରାଜସ୍ଥାନର ଏକ ପ୍ରସିଦ୍ଧ ମିଠା ଖାଦ୍ୟ । ବିଶେଷ କରି ଜନ୍ମାଷ୍ଟମୀ ଭଳି ସ୍ବତସ୍ତ୍ର ଅବସରରେ ଏହାକୁ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କ ନିକଟରେ ଭୋଗ ଲଗାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏଥିନିମନ୍ତେ…
Read More...

ଟିଭି ପରଦାର କୃଷ୍ଣ ଏବେ କରୁଛନ୍ତି କ’ଣ ?

ଯିଏ ଯେତେ ଭୂମିକାରେ ଅଭିନୟ କରିଥିଲେ ମଧ୍ୟ କୃଷ୍ଣ ଚରିତ୍ରରେ ଆସିଥିବା ଅଭିନେତାଙ୍କୁ ଦର୍ଶକ ଭୁଲିପାରନ୍ତି ନାହିଁ। ଭଗବାନ କୃଷ୍ଣଙ୍କ ମନଲୋଭା ବେଶରେ ଉକ୍ତ ଅଭିନେତାଙ୍କ ମୁହଁଟି ସେମାନଙ୍କ ମନରେ ଛାପ ହୋଇ ରହିଯାଏ।…
Read More...

କୁଆଖାଇ ନଦୀରେ ବୁଡି ନାବାଳକ ମୃତ

କଟକ: ରବିବାର ଜନ୍ମାଷ୍ଟମୀ ସକାଳେ କୁଆଖାଇ ନଦୀରେ ଏକ ଦୁଃଖଦ ଘଟଣା ଘଟିଛି । ନଦୀରେ ବୁଡି ଜଣେ ନାବାଳକଙ୍କ ଜୀବନ ଚାଲିଯାଇଛି । ନାବାଳକଟି ବାରଙ୍ଗ ଥାନା ଅନ୍ତର୍ଗତ ବେଲଗଛିଆ ଗ୍ରାମର ବୋଲି ଜଣାପଡିଛି । ଆଜି ସକାଳେ…
Read More...

ସଂଘର୍ଷମୟ ଜୀବନ ଓ ଆର୍ଥିକ ସଙ୍କଟରୁ ମୁକ୍ତି ଚାହୁଁଥିଲେ, ଜନ୍ମାଷ୍ଟମୀରେ କରନ୍ତୁ ଏହି ୫ ଉପାୟ

ଯଦି ଆପଣଙ୍କ ଜୀବନ ଅଧିକ ସଂଘର୍ଷମୟ ଅଟେ ଏବଂ ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଜନ୍ମାଷ୍ଟମୀ ଅବସର​‌ରେ ଏହି ୫ଟି ଉପାୟ କରନ୍ତୁ ।  ଯାହା ଦ୍ବାରା ଭଗବାନ କୃଷ୍ଣଙ୍କ କୃପାରୁ ଆପଣଙ୍କ ଜୀବନର ସମସ୍ତ ସମସ୍ୟା…
Read More...

୪ ମହିଳା ହକି ଖେଳାଳୀଙ୍କୁ ଏକ କୋଟି ଲେଖାଏଁ ପୁରସ୍କାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସୀୟ କ୍ରୀଡାରେ ରୌପ୍ୟ ପଦକ ହାସଲ କରିଥିବା ମହିଳା ହକି ଖେଳାଳୀଙ୍କ ପାଇଁ ରାଜ୍ୟସରକାର ଏକ କୋଟି ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି । ୪ଜଣ ମହିଳା ହକି ଖେଳାଳୀ ଲିଲିମା ମିଞ୍ଜ, ନମିତା ଟପ୍ପୋ,…
Read More...

ଗଞ୍ଜେଇ ଚାଲଣ ଅଭିଯୋଗରେ ୨ ଗିରଫ

ଯାଜପୁର: ବେଆଇନ ଗଞ୍ଜେଇ ଚାଲଣ ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନେ କୋରାପୁଟ ଜିଲାର ସହଦେବ ନାୟକ(୩୨) ଏବଂ ନୟାଗଡ ଜିଲାର କୋମଲ ପ୍ରସାଦ ନାମଦେଓ(୩୧)। ଗିରଫ ବେଳେ ଅଭିଯୁକ୍ତଙ୍କ ଠାରୁ ୨୨ କେଜି ୮୦୦…
Read More...

ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବାନା

ଭୁବନେଶ୍ୱର: ଲଘୁଚାପ ବଳୟ ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଦିଗରୁ ଉତ୍ତରପୂର୍ବ ଦିଗକୁ ଗତି କରିବ । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା…
Read More...

ଲୁଟ୍ ମାମଲାରେ ୨ ଗିରଫ, ଚୋରି ସାମଗ୍ରୀ ଜବତ

ବାଲେଶ୍ବର: ଏକ ଲୁଟ୍ ମାମଲାରେ ଖଇରା ପୁଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସୋର ଅଞ୍ଚଳର ଦୀନବନ୍ଧୁ ସାହୁ ଓ ରାଉରକେଲା ଗୋପିନାଥପୁରର ବଳରାମ ପଟ୍ଟନାୟକ। ସେମାନେ ସମ୍ପର୍କରେ ଶଳା ଓ ଭିଣେଇ ବୋଲି ଜଣାପଡିଛି ।…
Read More...

କଲେଜ ଛାତ୍ରୀଙ୍କ ଘଟଣା; କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ

ରାଉରକେଲା: ମୃତ କଲେଜ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ଦାବି କରି ସ୍ଥାନୀୟ ସାଂସଦ ଓ ବିଧାୟକ, ବିଜେଡି ପର୍ଯ୍ୟବେକ୍ଷକ ଓ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ନେତୃତ୍ବରେ ଶହ ଶହ ଜନତା ବିରମିତ୍ରପୁର ନିର୍ବାଚନ…
Read More...

ଅଗ୍ନିକାଣ୍ଡରେ ଜଳିଗଲା ସମ୍ପୂର୍ଣ୍ଣ ଘର

ଦ୍ୱାରଶୁଣି: ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ତହସିଲ ଅନ୍ତର୍ଗତ ବୁଢ଼ୀଖମlରି ପଞ୍ଚlୟତରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଏଥିରେ ଦୁଗିରି ସାହି ଗ୍ରାମର ଶଙ୍କର ଟୁଡୁ ଘର ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ଫଳରେ ଘରେ…
Read More...

ସିଲିଙ୍ଗ ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ

ବାଲେଶ୍ବର: ଖଣ୍ଟାପଡା ଥାନା ଅନ୍ତର୍ଗତ ମହାରାଜପୁର ପଞ୍ଚାୟତର ଅଜୟ ପ୍ରାଣିଗ୍ରହୀଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ଘରର ସିଲିଙ୍ଗ ଭାଙ୍ଗି ୭୯ ହଜାର ୨୦୦ଶହ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି…
Read More...

ଏପରି କରନ୍ତୁ ଶ୍ରୀକୃଷ୍ଣଙ୍କ ଆରଧନା, ଦୂର ହେବ ଶନି ସଙ୍କଟ

ବିଶ୍ବ ବ୍ରହ୍ମାଣ୍ଡର ପାଳନ କର୍ତ୍ତା ହେଉଛିନ୍ତି ଇଶ୍ବର । ଇଶ୍ବରଙ୍କ କ୍ରିୟାତ୍ମକ ଶକ୍ତି ଦ୍ବାରା ସାର ବିଶ୍ବର ପାଳନ ହୋଇଥାଏ ଏବଂ ସେହି ଶକ୍ତିର ନାମ ହେଉଛି ଭଗବାନ କୃଷ୍ଣ । କୃଷ୍ଣଙ୍କ ବିନା ନା ଅଛି ସୃଷ୍ଟିର…
Read More...

ଜନ୍ମାଷ୍ଟମୀ ବିଶେଷ କେକ୍ ‘କାହ୍ନା କେକ୍’

ଏଥରକ ଦିଲ୍ଲୀ ଓ ମୁମ୍ବଇର ନାମୀ ରେସ୍ତୋରାଁଗୁଡ଼ିକ ଜୋର୍‌ସୋର୍‌ରେ ଜନ୍ମାଷ୍ଟମୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅଗଷ୍ଟ ୧୫ ଓ ଦଶହରା ପରି ସେଫ୍‌ମାନେ ଏବେ ନୂତନ ଚିନ୍ତାଧାରାର ଉପଯୋଗ କରି ଜନ୍ମାଷ୍ଟମୀ ସ୍ପେଶାଲ୍…
Read More...

ଆର୍.କେ ଷ୍ଟୁଡିଓରେ ଶେଷ ଗଣେଶ ପୂଜା

ସ୍ବର୍ଗୀୟ ଅଭିନେତା ରାଜ କପୁରଙ୍କ ଆର୍.କେ ଷ୍ଟୁଡିଓ ବିକ୍ରି ହେବାକୁ ଯାଉଛି। ବଲିଉଡର କଳାକାରମାନେ ଏଇ ଖବର ଜାଣିବା ପରେ ଏକରକମ ସ୍ତବ୍ଧ ହୋଇଯାଇଥିଲେ। ତାଙ୍କ ପରିବାର ତରଫରୁ ଏହି କଥାକୁ ସ୍ପଷ୍ଟ କରାଯାଇଛି। ପ୍ରତି…
Read More...

ଅକ୍ଟୋବରରେ ଫେରିବେ କପିଲ

ହସର ରାଜା ଭାବେ ଜଣାଯାଉଥିବା କପିଲ ଶର୍ମାଙ୍କ କ୍ୟାରିୟରରେ ଏବେ କଳା ବାଦଲ ଢାଙ୍କି ହୋଇଛି କହିଲେ ଭୁଲ ହେବନାହିଁ। ସହ କଳାକାର ସୁନିଲ ଗ୍ରୋଭରଙ୍କ ସହ ମନୋମାଳିନ୍ୟ ହେବା ପରେ କପିଲଙ୍କ ଅବସ୍ଥା ଦିନକୁଦିନ ଦୟନୀୟ…
Read More...

ଚାଳକ-ବିହୀନ କାର୍‌

ବିଶ୍ବର ନାମୀ କାର୍‌ କମ୍ପାନୀ ବହୁମୂଲ୍ୟ କାର୍‌ ବଜାରରେ ପ୍ରବେଶ କରାଇଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ଚାଳକ-ବିହୀନ କାର୍‌ ମଧ୍ୟ ବଜାରରେ ଉପଲବ୍ଧ କରାଇଛନ୍ତି। ତେବେ ଏସବୁ କାର୍‌ ଉପରେ ଅଧିକାଂଶ ଲୋକେ ନିର୍ଭର…
Read More...

ସବଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଚିକିତ୍ସାଧିନ ଅବସ୍ଥାରେ ନିମାପଡା ସବଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ଅସ୍ଥରଙ୍ଗର ବଳଭଦ୍ରପୁର ଅଞ୍ଚଳର ମୁନାବର ବିଶ୍ୱାଳ ବୋଲି ଜଣାପଡିଛି । ଗତକାଲି ସେ ପେଟରେ ଯନ୍ତ୍ରଣା ଅନୁଭବ…
Read More...

ସାବଧାନ ! ଭାତ ବି ହୋଇପାରେ କର୍କଟ ରୋଗର କାରଣ

ଭାରତୀୟଙ୍କ ଖାଦ୍ୟରେ ଭାତ ପ୍ରମୁଖ ସ୍ଥାନରେ ରହିଛି। ବିଭିନ୍ନ ପ୍ରାନ୍ତରେ ଭିନ୍ନଭିନ୍ନ ସୁଆଦର ଭାତ ରନ୍ଧା ଯାଇଥାଏ। ସର୍ବେକ୍ଷଣରୁ ଜଣାପଡ଼ିଛି, ପ୍ରାୟ ୮୧% ଭାରତୀୟ ପରିବାରରେ ଦୈନିକ ୨ ଓଳି ଭାତ ଖିଆଯାଏ। ଏବେ ଭାରତ…
Read More...

କଲେଜରେ ଛାତ୍ରୀଙ୍କ ବ୍ଲେଡ ମାଡ କରି ଦୁର୍ବୃତ୍ତ ଫେରାର

ସମ୍ବଲପୁର: ଜଣେ ଛାତ୍ରୀଙ୍କ ବ୍ଲେଡ ମାଡ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗଟି ସମ୍ବଲପୁର କୁଚିଣ୍ଡାରୁ ଆସିଛି । ଛାତ୍ରୀ ଜଣଙ୍କ କୁଚିଣ୍ଡା ସ୍ଥିତ କୁନ୍ତଳା ମହାବିଦ୍ୟାଳୟର ବୋଲି ଜଣାପଡିଛି । ଜଣେ ଯୁବକ କଲେଜ…
Read More...

୧୩ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉତ୍ତର ଛତିଶଗଡ ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ପୂର୍ଣ୍ଣି ବଳୟ ପ୍ରଭାବରେ ଓଡିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ,…
Read More...

ବିଷ ପିଇ ଯୁବ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

କୋରାପୁଟ: ଶୁକ୍ରବାର ଜଣେ ଯୁବ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାଟଙ୍ଗୀ ଥାନା ମାଳିମାର୍ଲାର ବଳରାମ ଗୁଣ୍ଟା ନାମକ ଚାଷୀ ଗତକାଲି ବିଷ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲା…
Read More...

ତାଲା ପଡିଲା ଜେକେ ପେପର ମିଲ

ରାୟଗଡା: ଜେକେ ପେପର ମିଲରେ ତାଲା ପକାଇ ଦିଆଯାଇଛି । ଆଲୋଚନ ବିଫଳ ହେବାରୁ କମ୍ପନୀ କର୍ତ୍ତୃପକ୍ଷ ତାଲା ପକାଇଥିବା ଜଣାପଡିଛି । ବିଭିନ୍ନ ଦାବି ନେଇ କର୍ମଚାରୀମାନେ ମାନେ ପୂର୍ବରୁ ୮ ଦିନ ଧରି ଆନ୍ଦୋଳନ ଚଳାଥିବା…
Read More...

ଭୀମଭୋଇ ମେଡିକାଲ କଲେଜ ଲୋକାର୍ପିତ

ବଲାଙ୍ଗୀର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ଭୀମଭୋଇ ମେଡିକାଲ କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ସ୍ଥାନୀୟ ଅଞ୍ଚଳ ଓ…
Read More...

ଟ୍ରକ ଧକ୍କାରେ ଜଣେ ମୃତ

ବାଲେଶ୍ବର: ବାରିକପୁର ନିକଟରେ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକମାନେ ଅଡି ବସିଛନ୍ତି ।…
Read More...

ଅଚିହ୍ନା ଯୁବକର କ୍ଷତ ବିକ୍ଷତ ଶବ ଜବତ, ହତ୍ୟା ସନ୍ଦେହ

ସୁଆଣ୍ଡୋ: ପୁରୀ-ଖୋର୍ଦ୍ଧା ରେଳପଥର ଅନତି ଦୂରରେ ଥିବା ବେରବୋଇ ଲେବଲ୍ କ୍ରସିଂ ନିକଟରୁ ଜଣେ ଅଚିହ୍ନା ଯୁବକର କ୍ଷତ ବିକ୍ଷତ ଶବ ଶୁକ୍ରବାର ଜବତ ହୋଇଛି । ମୃତ ଯୁବକ ଜଣକ ଆକାଶି ରଙ୍ଗର ଫୁଲପ୍ୟାଣ୍ଟ ପିନ୍ଧିଥିବା ବେଳେ…
Read More...

ଗୁଜବକୁ ପପୁ ପମପମଙ୍କ ଖଣ୍ଡନ

କଟକ : ସୋସିଆଲ ମିଡିଆରେ ପପୁ ପମପମଙ୍କ ନାମରେ ଚାଲିଥିବା ଗୁଜବ ସେ ଖଣ୍ଡନ କରିଛନ୍ତି । ପ୍ରତିକ୍ରିୟା କହିଛନ୍ତି, ରୁଟିନ୍ ଚେକ୍‌ ଅପ୍‌ ପାଇଁ ସେ ଦିଲ୍ଲୀ ଯାଇଥିଲେ । ଏବେ ଭୁବନେଶ୍ୱର ଫେରି ଆସି ସେ ସଂପୂର୍ଣ୍ଣ ସୁସ୍ଥ…
Read More...

କଂଗ୍ରେସର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଭବାନୀପାଟଣା : କଂଗ୍ରେସ ଦଳର ଦକ୍ଷିଣ ଓଡିଶା ବ୍ଲକ ଜୋନ ସଭାପତି ଓ ଅନ୍ୟ କର୍ମକର୍ତ୍ତାମାନଙ୍କୁ ନେଇ ଭବାନୀପାଟଣା ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କଳାହାଣ୍ଡି ସମେତ ଦକ୍ଷିଣ ଜୋନ୍ ର ୯ଟି…
Read More...

ପୃଥକ ପୃଥକ ଦୁର୍ଘଟଣାରେ ଜଣେ ମୃତ, ୫ ଗୁରୁତର

ବାଲେଶ୍ବର/ ମୟୂରଭଞ୍ଜ: ସୋର ବାରିକପୁର ନିକଟରେ ଏକ ସ୍କୁଟି ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଗୁରୁତର ହୋଇଛନ୍ତି । ଆହତଙ୍କ ସ୍ଥାନୀୟଲୋକ ଉଦ୍ଧାର କରି ନିକଟସ୍ଥ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି ।…
Read More...

ଟ୍ରେନରେ କଟି ଜଣେ ଯୁବତୀ ଗୁରୁତର

ବରଗଡ଼: ଶୁକ୍ରବାର ସକାଳେ ଟ୍ରେନରେ କଟି ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ଘଟଣାରୁ ପ୍ରକାଶଯେ ତୋରା ଗ୍ରାମପଞ୍ଚାୟତର ପାଣିଛତ୍ର ଗ୍ରାମର ରାଜେନ୍ଦ୍ର ସା ଙ୍କ ଝିଅ ଅଷ୍ଟମୀ ସା(୧୮) ଆଜି ପୂର୍ବାହ୍ନ ୧୧ଟାରେ ଶୌଚ ଯାଇଥିବା…
Read More...

ସ୍ୱାୟତ୍ତ ଶାସନ ଦିବସ ପାଳନକୁ ବିରୋଧୀଙ୍କ ବିରୋଧ

କଟକ:  ମୁନିସିପାଲ୍‌ଟି କର୍ପୋରେସନ୍‌ର ସ୍ୱାୟତ୍ତ ଶାସନ ଦିବସ ପାଳନକୁ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ଗୋଟିଏ ପଟେ କଂଗ୍ରେସ କର୍ମୀମାନେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ…
Read More...

ରେଳ ରହଣି ଦାବିରେ ଗଣଧାରଣା

ସୁଆଣ୍ଡୋ: ପୁରୀଜିଲ୍ଲାର କଣାସ ଠାରେ  ପୁରୀ - ବଡବିଲ ଓ ପୁରୀ - ପାରାଦ୍ବୀପ ଟ୍ରେନ ରହଣି ଦାବିନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୁକ୍ରବାର ଗଣଧାରଣା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଏହି ଦାବି ସମ୍ପର୍କରେ ବିଧାୟକ ସାଂସଦ …
Read More...

୧୩୩ ବର୍ଷ ତଳର ପ୍ରଥମ ମୋଟରସାଇକଲ୍

୨୦୧୮ ସୁଦ୍ଧା ସଂଖ୍ୟାଧିକ କମ୍ପାନୀ ବିଭିନ୍ନ ଡିଜାଇନର ଦାମୀ ମଟର ସାଇକଲ୍‌୍ଗୁଡ଼ିକୁ ଇତିମଧ୍ୟରେ ବଜାର ପ୍ରବେଶ କରାଇଛନ୍ତି। ଯୁବପିଢ଼ିଙ୍କ ମୁଖ୍ୟ ସଉକ୍ ଭାବେ ଜଣାଯାଉଥିବା ଏଇ ମଟରସାଇକଲ୍‌ର ଇତିହାସ ବେଶ୍ ପୁରୁଣା।…
Read More...

୨୨୫ ବର୍ଷ ପୁରାତନ ମିଠା ଦୋକାନ

୨୦୧୫ରେ ଚାନ୍ଦିନୀ ଚୌକସ୍ଥିତ ‘ଘଣ୍ଟେୱାଲା ହଲୱାଇ’ ମିଠା ଦୋକାନ ସବୁଦିନ ପାଇଁ ବନ୍ଦ ହୋଇଥିଲା। ଦୋକାନର ତତ୍କାଳୀନ ମାଲିକ ଥିବା ଅ​‌େ​‌ଶାକ ଘଣ୍ଟେୱାଲା କହିଥିଲେ, ଖୁବ୍ ଦୁଃଖର ସହ ତାଙ୍କର ଏଇ ପୁରୁଣା ଦୋକାନକୁ ବନ୍ଦ…
Read More...

ହୀରା ଚୋର ପିମ୍ପୁଡ଼ି

ନିକଟରେ ନ୍ୟୁୟର୍କ ପୋଷ୍ଟର ୱେବ୍‌ସାଇଟ୍‌ରେ ପ୍ରକାଶିତ ହୋଇଥିବା ଏକ ଭିଡିଓକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଛୋଟ ପିମ୍ପୁଡ଼ିଟିଏ ଖୁବ୍ ସତର୍କତାର ସହ ହୀରା ଚୋରି କରୁଥିବା ଦୃଶ୍ୟଟିକୁ ଦେଖି ଜଣେ ଆଚମ୍ବିତ…
Read More...

ଜିମ୍‌ର ନୂଆ ପରମ୍ପରା ‘ପ୍ରପୋଜାଲ୍ ସେପ୍ ଚ୍ୟାଲେଞ୍ଜ’ !

ଏବର ଯୁବକଯୁବତୀ ନିଜ ସ୍ବାସ୍ଥ୍ୟ, ଶରୀରଗଠନକୁ ନେଇ ଖୁବ୍ ସଚେତନ। ଗତ ଦେଢ଼ ବର୍ଷ ହେଲା ଭାରତର ପ୍ରମୁଖ ମହାନଗରୀ ଦିଲ୍ଲୀ, ମୁମ୍ବଇ, କଲକାତାରେ ଥିବା ଜିମ୍‌ଗୁଡ଼ିକରେ ଏକ ନୂଆ ପରମ୍ପରା ଆରମ୍ଭ ହୋଇଛି। ଜିମ୍‌ରେ ଥିବା…
Read More...

କମୁଛି ଐଶ୍‌ଙ୍କ କିମିଆ !

ପୂର୍ବତନ ବିଶ୍ବସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ କ୍ୟାରିୟର ଏବେ ଦୋଦୁଲ୍ୟମାନ ସ୍ଥିତିରେ। କନ୍ୟା ଆରାଧ୍ୟା ବଚ୍ଚନଙ୍କୁ ଜନ୍ମ ଦେବା ପରେ ଐଶ୍‌ କିଛି ବର୍ଷ ପାଇଁ ବିରତି ନେଇଥିଲେ। ତେବେ ୨୦୧୫ରେ ଏକ ଦମ୍‌ଦାର୍‌…
Read More...

ଗହଣା କିଣୁଛନ୍ତି ଦୀପିକା

ଦୀପିକା-ରଣବୀରଙ୍କ ବିବାହ ନଭେମ୍ବରରେ ଇଟାଲୀରେ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ଦୀପିକା ମଧ୍ୟ ବିବାହ ପାଇଁ ଜୋର୍‌ସୋର୍‌ରେ ପ୍ରସ୍ତୁତି କରୁଛନ୍ତି। କିଛି ମାସ ତଳେ ତାଙ୍କ ମା’ଙ୍କ ସହ ସେ ଲକ୍ଷ୍ନୌ ଯାଇଥିଲେ। ସେଠା…
Read More...

ଦ୍ବନ୍ଦ୍ବରେ ସୋନମ୍-ରାଜକୁମାର

ନିର୍ମାତା ବିଧୁ ବିନୋଦ ଚୋପ୍ରା ଜଣେ କଡ଼ା ମିଜାଜ୍‌ର ନିର୍ଦେଶକ ମଧ୍ୟ। ଏକଥା ତାଙ୍କ ସହ କାମ କରିଥିବା କଳାକାରମାନେ ଭଲଭାବେ ଅବଗତ। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏକ ଲଡକୀ କୋ ଦେଖା ତୋ...’ରେ ଅନିଲ କପୁର, ସୋନମ୍ କପୁର,…
Read More...

ବର୍ଷାଦିନିଆ ସଚେତନତା

ଅନ୍ୟ ଋତୁ ତୁଳନାରେ ଏ ଦିନେ ଅଧିକ ସଚେତନ ରହିବା ନିତାନ୍ତ ଜରୁରୀ। କାରଣ ସାମାନ୍ୟ ଅସାବଧାନତାରେ ସଂକ୍ରାମକ ରୋଗ ହେବାର ଆଶଙ୍କା ଥାଏ। ଏପରି ସ୍ଥଳେ ଖାଦ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ନିୟମିତ ଭାବେ ନିଜ ଭୋଜନରେ…
Read More...

ସୁସ୍ଥ ରହିବା ପାଇଁ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ

ବରିଷ୍ଠ ବିଶେଷଜ୍ଞ ଡାକ୍ତର ନିଖିଳ ଗୁପ୍ତା ନିକଟରେ ଦିଲ୍ଲୀରେ ଏକ ସମ୍ମିଳନୀରେ ପ୍ରତ୍ୟେକ ବର୍ଗର ଲୋକ ଖାଦ୍ୟପାନୀୟ ବାବଦରେ ସଚେତନ ରହିବା ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି। ପ୍ରଦୂଷଣର ସ୍ତର ଯେଉଁ ଅନୁପାତରେ…
Read More...

ହୀରାକୁଦର ୫ଟି ଗେଟ୍ ବନ୍ଦ

ସମ୍ବଲପୁର: ହୀରାକୁଦରେ ୨୫ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଗୁରୁବାର ଅପରାହ୍ନରେ ୫ଟି ଗେଟ ବନ୍ଦ କରି ଦିଆଯାଇଛି । ଏବେ ୨୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଗୁରୁବାର ଅପରାହ୍ନ ସାଢେ ୩ଟା ସୁଦ୍ଧା ୬୨୨.୬୫…
Read More...

ହାଜତରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ଗୁରୁବାର ଜଣେ ବିଚାରଧୀନ କଏଦୀ ଟାଙ୍ଗୀ ଥାନା ହାଜତରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୋକୁଳପୁର ଉତ୍ତରସାହିର ବଳରାମ ନାୟକ ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ଗତ ୨୮ରେ ଗିରଫ ହୋଇଥିଲା । ଆଜି ଏକ ଧାରୁଆ ଛୁରୀରେ…
Read More...

୧୧ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ଓଡିଶା ଓ ଏହାର ଆଖପାଖ ଅଞ୍ଚଳ ସହ ଛତିଶଗଡରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡିଶାର ୧୦ଟି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ,…
Read More...

୧୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ; ୨ ଗିରଫ

ଜଳେଶ୍ୱର: ବ୍ରାଉନ୍‌ ସୁଗାର୍‌ ଚାଲାଣ ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ହୋଇଛି । ଅଭିଯୁକ୍ତମାନେ ହେଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଦୀପକ ମହାପାତ୍ର ଓ…
Read More...

ରେଳପଥ ନିର୍ମାଣ ପାଇଁ ଆଇନ ଅମାନ୍ୟ ଆନ୍ଦୋଳନ

ବଣେଇ: ସୁନ୍ଦରଗଡ ଜିଲା ବିମଳାଗଡ଼ ଠାରେ ତାଳଚେର - ବିମଳାଗଡ଼ ରେଳପଥ ନିର୍ମାଣ ପାଇଁ ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଛି । ତାଳଚେର - ବିମଳାଗଡ଼ ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଏହି ଆନ୍ଦୋଳନ ଡକରା ଦିଆଯାଇଛି । ରେଳ…
Read More...

ମରଣଯନ୍ତା ପାଲଟିଛି ଜଗଦଳପୁରର ମୁଖ୍ୟ ସଡ଼କ

ବ୍ରହ୍ମପୁର: ଜଗଦଳପୁର ଗ୍ରାମରେ ଜାନିବିଲି ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି । ହେଲେ ଗ୍ରାମ ମୁଖ୍ୟ ସଡ଼କ ଏକ ପ୍ରକାର ମରଣଯନ୍ତା ପାଲଟିଛି । ଏହି ଗ୍ରାମକୁ ଯିବାକୁ ହେଲେ ଭଗବାନ ହିଁ ସାହା ଭରସା, ନଚେତ…
Read More...

୧୫୧ତମ ସ୍ୱାୟତଶାସନ ଦିବସରେ ହେବ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ବ୍ରହ୍ମପୁର: ଆସନ୍ତା କାଲି ବ୍ରହ୍ମପୁର ମହାନଗର ନିଗମ ପାଳନ କରିବ ୧୫୧ତମ ସ୍ୱାୟତଶାସନ ଦିବସ । ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଆଉ କିଛି ପ୍ରକଳ୍ପ ନିର୍ମାଣ ପାଇଁ ଶୁଭ ଦିଆଯିବ ।…
Read More...

ରୁପା କନିଆଙ୍କୁ ୩ କୋଟି ପୁରସ୍କାର

ଭୁବନେଶ୍ୱର: ଏସୀୟ କ୍ରୀଡାରେ ଦୁଇଟି ରୌପ୍ୟ ପଦକ ଜିତିଥିବା ଦୂତୀଙ୍କୁ ରାଜ୍ୟସରକାର ପକ୍ଷରୁ ଏଯାବତ୍ ମୋଟ ୩ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି ।  ପୂର୍ବରୁ ମଧ୍ୟ ୧୦୦ ମିଟର ଦୌଡ଼ରେ ଦୂତୀ ରୌପ୍ୟ ପଦକ…
Read More...

ଭିଜିଲାନ୍ସା ଜାଲରେ ତହସିଲଦାର

ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଛତ୍ରପୁର ତହସିଲଦାର ଓ ତାଙ୍କ ପତ୍ନୀ ଗିରଫ ହୋଇଛନ୍ତି । ଭିଜଲାନ୍ସ ପକ୍ଷରୁ ଚଢଉ କରାଯାଇ ପ୍ରାୟ ୬.୮୭ କୋଟି ଟଙ୍କାର ସମ୍ପତି ଜବତ ହୋଇଛି। ତାଙ୍କର ଭୁବନେଶ୍ୱର ୨…
Read More...

ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ

ବେଗୁନିଆପଡା: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏନେଇ କେତେବେଳେ ବି ବିଗୁଲ୍ ବାଜିଯାଇପାରେ । ଆଉ ତାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆଶାୟୀ ପ୍ରାର୍ଥୀମାନେ ବି ନିଜ ନିଜ…
Read More...

ବିପଦସଙ୍କୁଳ ଗୃହରେ ଚାଲିଛି ପାଢପଠା

ବ୍ରହ୍ମପୁର: ସଭିଏ ପଢ଼ିବେ ସଭିଁଏ ବଢ଼ିବେ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଆଜିର ସନ୍ତାନ କାଲିର ଭବିଷ୍ୟତ । ଏଥିପାଇଁ ପିଲାମାନଙ୍କୁ ଉଚିତ ଶିକ୍ଷାଦେଇ ମଣିଷ…
Read More...

ଟିଟାନିୟମ କମ୍ପାନୀରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ଗୁରୁବାର ଭୋର ପ୍ରାୟ ୫ ଟାରେ ଛତ୍ରପୁର ସ୍ଥିତ ଟିଟାନିୟମ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଛତ୍ରପୁର ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ…
Read More...

ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା

କଟକ: ଆସନ୍ତା ୨୦୨୦-୨୧ରୁ ମାଟ୍ରିକ୍ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ଅଣାଯିବ । ଓଏମ୍‌ଆର୍‌ ସିଟ୍ ଓ ମଲ୍ଟିପୁଲ୍‌ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଢାଞ୍ଚା ଉଠିଯିବ। ୫୦ ମାର୍କର ଅବ୍‌ଜେକ୍‌ଟିଭ୍‌ ଓ ୫୦ ମାର୍କ…
Read More...

ପୂର୍ବତନ ବିଚାରପତି ଜେସି ଶର୍ମା ଏବଂ ହିନ୍ଦୁବାଦୀ ବଦ୍ରିନାଥ ପଟ୍ଟନାୟକଙ୍କୁ ହିନ୍ଦୁ କେଶରୀ ୨୦୧୮ ସମ୍ମାନ

ନୂଆଦିଲ୍ଲୀ: ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ପ୍ରତିବର୍ଷ ହନ୍ଦୁ ପ୍ରତିଭାଙ୍କୁ ସମ୍ମାନିତ କରିବାର ପରମ୍ପରା ରହିଛି । ସ୍ବାଗତ ସମିତିର ଅଧକ୍ଷ ରବିନ୍ଦ୍ର ଦ୍ବିବେଦୀଙ୍କ ସୂଚନା ଅନୁଯାୟୀ, ଓଡିଶା ଓ ଉତ୍ତରପ୍ରଦେଶରେ…
Read More...

ପ୍ରଧାନମନ୍ତ୍ରୀ ଫସଲବୀମା ଦାବିରେ ଚାଷୀଙ୍କ ରାସ୍ତାରୋକ

ରେଢ଼ାଖୋଲ: ୧୮ ବର୍ଷ ଖରିଫ ଋତୁରେ ବର୍ଷାର ଅନିୟମିତତା ଯୋଗୁଁ ଗିରଶ୍ଚନ୍ଦ୍ରପୁର ପଞ୍ଚାୟତ ମରୁଡିର ସମ୍ମୁଖୀନ ହୋଇଥିବା ବେଳେ ପଞ୍ଚାୟତର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାରୁ ବଞ୍ଚିତ ହୋଇଥିବା ପ୍ରଶାସନ…
Read More...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଭିଲୁପୁରମ-ଖଡଗପୁର ଏକ୍ସପ୍ରେସ୍

ବ୍ରହ୍ମପୁର: ଭିଲୁପୁରମ-ଖଡଗପୁର ଏକ୍ସପ୍ରେସ୍ ଟ୍ରେନ୍ ଏକ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଟ୍ରେନଟି ବହ୍ମପୁର ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟ୍ରେନରୁ ଧୂଆଁ ବାହାରିଥିବା ଦେଖାଯାଇଥିଲା । ଏକ୍ସପ୍ରେସର…
Read More...

ଓକିଲଙ୍କୁ ପୁଲିସର ମାଡ ଘଟଣା; ୩ ପୁଲିସ କର୍ମଚାରୀ ନିଲମ୍ବିତ

କଟକ: ଓକିଲଙ୍କୁ ପୁଲିସର ମାଡ ଘଟଣାରେ ଗୁରୁବାର କଟକ ଡିସିପି ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ ହାବିଲଦାର ପି.କେ ବେହେରା, କନଷ୍ଟେବଲ ବି​‌.କେ ସାମଲ ଏବଂ ୟୁ.କେ ଭୂୟାଁ। ଏଥିସହ ଜଣେ…
Read More...

ସଙ୍ଗୀତର ସହର

ଯୁବପିଢ଼ିଙ୍କ ମନରେ ବୁଲିବାକୁ ନେଇ ଏକ ଅଦ୍ଭୁତ ଆକର୍ଷଣ ରହିଥାଏ। ନୂଆନୂଆ ସ୍ଥାନ ଦେଖିବା ସହିତ ଖାଇବା, ମଉଜ କରିବା ସେମାନଙ୍କ ପାଇଁ ପ୍ରାଧାନ୍ୟ ରଖେ। ଏସବୁ ଲାଗି ଦେଶରେ ତ ଅନେକ ସ୍ଥାନ ରହିଛି, ଏଥିସହିତ ଯଦି ସଙ୍ଗୀତ…
Read More...

ଓଡିଶାରୁ ହଟିଲା ପଶ୍ଚିମବଙ୍ଗର ଫଳକ

ବାଲେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱରରେ ପଶ୍ଚିମବଙ୍ଗ ସରକାର ଲଗାଇଥିବା ଫଳକକୁ ମଙ୍ଗଳବାର ଓଡିଶା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।…
Read More...

ରାଶି ଅନୁଯାୟୀ ଧାରଣ କରନ୍ତୁ ଧାତୁ ମୁଦି, ଚମକିବ ଭାଗ୍ୟ

ରାଶି ଅନୁସାରେ ଧାତୁ ଧାରଣ କରିବା ଉଚିତ୍ । ଭୁଲ ଧାତୁ ଧାରଣ କରିବା ଦ୍ବାରା ଅନିଷ୍ଟ ହୋଇଥାଏ ବୋଲି ଜ୍ୟେର୍ତିବିତ୍ ମତ ଦିଅନ୍ତି । କେତେକ କ୍ଷେତ୍ରରେ ବିପରୀତ ଫଳ ଦେଇଥିବା ମଧ୍ୟ ଦେଖିବାକୁ ମିଳେ । ତେବେ ଆସନ୍ତୁ…
Read More...

୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବାନା

ଭୁବନେଶ୍ବର: ଉତ୍ତର ଓଡିଶା ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆକାଶ ମେଘାଚ୍ଛନ୍ନ ରହିବା ସହ ଓଡିଶାର ଅଧିକାଂଶ ସ୍ଥାନରେ ବର୍ଷା…
Read More...

ଖୋଲିଲା ହୀରାକୁଦର ୨୦ ଗେଟ ; ମହାନଦୀରେ ବନ୍ୟା ଆଶଙ୍କା

କଟକ: ମଙ୍ଗଳବାର ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଦେଇ ବର୍ଷା ଜଳ ନିଷ୍କାସନ ହେଉଛି । ଆଜି ସଂଧ୍ୟା ସୁଦ୍ଧା ୨୫ଟି ଗେଟ୍ ଖୋଲା ଯିବ ବୋଲି ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ୨୫ଟି ଗେଟରେ ପ୍ରତି…
Read More...

ଜାଣନ୍ତୁ, ଜନ୍ମାଷ୍ଟମୀ ତିଥି ଓ ପୂଜା ବିଧି !

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ କୃଷ୍ଣ ଧରାପୃଷ୍ଟରେ ଜନ୍ମ ଗ୍ରହଣ କରିଥିଲେ । ତେଣୁ ଏହି ଦିନଟିକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଏହି ଦିନ ଭଗବାନ କୃଷ୍ଣଙ୍କୁ ପୂଜା କରିବା ଦ୍ବାରା ସନ୍ତାନ…
Read More...

ସବୁଠୁ ସୁନ୍ଦର ତଟ ‘ନାବୋଜିୟା’

ଅବସର ବିନୋଦନ ନିମନ୍ତେ ଏବେ ମଧ୍ୟ ୫୫%ରୁ ଅଧିକ ଲୋକ ସମୁଦ୍ର କୂଳ ସ୍ଥାନକୁ ପ୍ରାଧାନ୍ୟ ଦେଇଥାନ୍ତି। ଏହିଭଳି ଏକ ତଟ ହେଉଛି ଗ୍ରୀସ୍‌‌ ଅନ୍ତର୍ଗତ ନାବୋଜିୟା ସମୁଦ୍ର କୂଳ। ୧୯୮୦ ପରଠାରୁ ଏହି ସମୁଦ୍ରକୂଳର ଲୋକପ୍ରିୟତା…
Read More...

ମରୁଭୂମିରେ ଟମାଟୋ ଚାଷ

ବିଜ୍ଞାନ ନିଜ ଚମତ୍କାରିତାରେ ସଂଖ୍ୟାଧିକ କିମିଆ ଇତିମଧ୍ୟରେ କରିସାରିଛି। ମରୁଭୂମିରେ ଟମାଟୋ ଚାଷ ଏହାର ଏକ ଉତ୍ତମ ଉଦାହରଣ ବୋଲି ଗବେଷକଙ୍କ ମତ। ଅଷ୍ଟ୍ରେଲିଆର ନ୍ୟୁ-ସାଉଥ୍‌ ୱେଲସ୍‌ ଅଞ୍ଚଳ ଏକ ମରୁଭୂମି, ଗତ କିଛି…
Read More...

୨୪ ବର୍ଷ ତଳେ ଲାଗିଥିଲା ବିଶ୍ବର ପ୍ରଥମ କୃତ୍ରିମ ହୃଦ୍‌ଯନ୍ତ୍ର

୧୯୯୪ ଅଗଷ୍ଟ ୨୭ର ଘଟଣା। ଇଂଲଣ୍ଡର ୧୧ଜଣିଆ ବିଶେଷଜ୍ଞ ଦଳ ଆରମ୍ଭ କରିଥିଲେ ବିଶ୍ବର ପ୍ରଥମ କୃତ୍ରିମ ହୃଦ୍‌ଯନ୍ତ୍ର ପ୍ରତିରୋପଣ। ଗଣମାଧ୍ୟମର ଆଢ଼ୁଆଳରେ ହୋଇଥିବା ଏହି ଚିକିତ୍ସା କିନ୍ତୁ ପରେ ଚର୍ଚ୍ଚା ପରିସରକୁ…
Read More...

ଅଷ୍ଟମ ଶତାବ୍ଦୀର ଶିବ ମନ୍ଦିର

ପ୍ରାଚୀନ ମନ୍ଦିର ତାଲିକାରେ ବଟେଶ୍ବରନାଥ ଶିବ ମନ୍ଦିରର ନାମ ଶୀର୍ଷରେ ଅଛି। ମଧ୍ୟପ୍ରଦେଶର ମୋରେନା ଜିଲାରେ ଏହି ଶିବମନ୍ଦିର ଅବସ୍ଥିତ। ମିଳିଥିବା ତଥ୍ୟ ଅନୁସାରେ, ସେଠାରେ ୨୦୦ରୁ ଅଧିକ ମନ୍ଦିର ଥିଲା, କିନ୍ତୁ ବିଦେଶୀ…
Read More...

ଦୁର୍ଘଟଣାରେ ୨ ମୃତ ଓ ୩ ଗୁରୁତର

ଅନୁଗୁଳ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛି । ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁକୁଡା କଲେଜ ନିକଟରେ ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ…
Read More...

ସହଜ ଉପାୟରେ ବନାନ୍ତୁ ସ୍ବାଦିଷ୍ଟ ମକା ପରଟା

ଆବଶ୍ୟକୀୟ ସାମଗ୍ରୀ:୨ କପ୍ ଅଟା, ୧ କପ୍ ସିଝା ମକା, ୧ଟା କଟା ପିଆଜ, ୨ଟା କଞ୍ଚା ଲଙ୍କା, ଅଧା ଚାମଚ ଜୀରା, ଅଧା ଚାମଚ ଚାଟ୍ ମସଲା, ଅଧା ଚାମଚ ଗରମ ମସଲା, ୧/୪ କପ୍ ତେଲ, ଏକ ଚୁଟକି ହେଙ୍ଗୁ ଓ ସ୍ବାଦାନୁଯାୟୀ ଲୁଣ ।…
Read More...

୧୦୦ କୋଟି ବ୍ୟବସାୟରେ ଗୋଲ୍ଡ ୮ ନମ୍ବର

୧୫ ଅଗଷ୍ଟରେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ଗୋଲ୍ଡ ୧୦୦ କୋଟି କ୍ଳବରେ ସାମିଲ ହେବାକୁ ଯାଉଛି । ଏପର୍ଯ୍ୟନ୍ତ ୯୯ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ୧୦୦ କୋଟି କ୍ଳବରେ ସାମିଲ ହେବା ପାଇଁ ମାତ୍ର ଗୋଟିଏ ପାହାଚ…
Read More...

ଲଘୁଚାପ ଜନିତ ବର୍ଷା ସମ୍ଭାବନା; ୧୪ଟି ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ଓଡିଶା ଉପକୂଳର ଉତ୍ତରପଶ୍ଚିମ ଦିଗରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା କାରଣରୁ ରାଜ୍ୟ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର,…
Read More...

ଦୂତୀ ଚାନ୍ଦଙ୍କୁ ଦେଢ କୋଟି ଟଙ୍କା ପୁରସ୍କାର

ଭୁବନେଶ୍ୱର : ଦୂତୀ ଚାନ୍ଦଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି । ସେମାବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ୧୯୯୮ ଏସିଆନ୍ ଗେମ୍‌ସରେ…
Read More...

ଫଟୋ ଲଗାଇବାରେ ସଠିକ୍ ନିୟମ ଓ ସ୍ଥାନ !

ଘରର ସୁନ୍ଦରତା ହେଉ ଅବା ପୂଜାପାଠ ଏବଂ କୌଣସି ସ୍ମୃତିକୁ ସାଇତି ରଖିବା ପାଇଁ ଆମେ ଘରେ ବିଭିନ୍ନ ପ୍ରକାର ଫଟୋ ବା ଚିତ୍ର ଲଗାଇଥାଉ । ଚିତ୍ର ଗୁଡିକ ରଙ୍ଗିନ ହେବା ସହ ବଡ ଓ ଛୋଟ ବି ହୋଇଥାଏ । ଏହା ସିଧାସଳଖ ପ୍ରଭାବ ଆମ…
Read More...

ପୂଜା ଓ ଉପାସନା ପାଇଁ ଘରେ ଲଗାନ୍ତୁ ଏହି ଫଟୋ !

ଆମେ ଘରେ ବିଭିନ୍ନ ପ୍ରକାର ଫଟୋ ଲାଗାଇଥାଉ । ଏହାର ପ୍ରଭାବ ମନ ଓ ଗ୍ରହ ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା ପୂଜା ବା ଉପସନା ଘରେ କେଉଁ ଫଟୋ ଲଗାଇବା ଉଚିତ୍ । ଘରେ ପୂଜା ବା ଉପସନା ଦେବୀ, ଦେବତାଙ୍କ ଓ ନିଜ…
Read More...

ରାଜ୍ୟରେ ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ

କଟକ: ଡେଙ୍ଗୁ ପରେ ଏବେ ରାଜ୍ୟରେ ସ୍ୱାଇନ୍ ଫ୍ଲୁର ଆତଙ୍କ ସୃଷ୍ଟି ହୋଇଛି । ରାଜ୍ୟର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଅଞ୍ଚଳର ଜଣେ ୨୩ବର୍ଷର ଯୁବତୀଙ୍କୁ ସ୍ୱାଇନ୍ ଫ୍ଲୁ…
Read More...

ହ୍ରାସ ପାଉଛି ଭାରତୀୟଙ୍କ ଆୟୁ !

ନିକଟରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ, ଭାରତୀୟଙ୍କ ଆୟୁ ଇତିମଧ୍ୟରେ ଦେଢ଼ ବର୍ଷ ହ୍ରାସ ହୋଇଛି। ବର୍ଦ୍ଧିତ ପ୍ରଦୂଷଣ କାରଣରୁ ଏ ସମସ୍ୟା ଉପୁଜିଥିବାର ପ୍ରକାଶ। ଦିଲ୍ଲୀର ପ୍ରଦୂଷଣ ସ୍ତର ସର୍ବାଧିକ ଥିବାବେଳେ ଲୋକେ…
Read More...

୪୧୦ ବର୍ଷ ପୂର୍ବର ବ୍ରିଟିଶ୍ ଯୋଜନା

୧୬୦୮ ଅଗଷ୍ଟ ୨୪ର ଘଟଣା। ସେଇଦିନ ପ୍ରଥମ କରି ବ୍ରିଟିଶ୍ ଇଷ୍ଟ-ଇଣ୍ଡିଆ କମ୍ପାନୀର ଜାହାଜ ‘ହେକ୍ଟର’ ସୁରତର ବନ୍ଦରଗାହରେ ପହଞ୍ଚିଥିଲା। ବ୍ରିଟେନ୍‌ର ଭାରତକୁ ଏଇ ଯାତ୍ରା ଏତେ ସହଜ ପଥ ନଥିଲା। ପ୍ରଥମେ ପର୍ତ୍ତୁଗୀଜ ସେନା…
Read More...

ବିପଦ ସଂକେତ ଉପରେ ଗୁରୁପ୍ରିୟା

ମାଲକାନଗିରି: ଗୁରୁପ୍ରିୟା ସେତୁ ଉଦଘାଟନର ଏକ ମାସ ମଧ୍ୟରେ ନଦୀର  ଜଳସ୍ତର ବିପଦ ସଂକେତ ଟପିଛି   ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଜଳସ୍ତର ସମ୍ପୂର୍ଣ୍ଣ ବୃଦ୍ଧି ପାଇଥିବା ବେଳେ ଗୁରୁପ୍ରିୟା ସେତୁରେ ଜଳସ୍ତର ବିପଦ ସଂକେତ…
Read More...

ଏବେ ସ୍ମାର୍ଟ ଶୌଚାଳୟ ‘ଅନ୍‌ଲକ ଆଣ୍ଡ ଫ୍ଲଶ୍’

ସରକାରଙ୍କ ‘ସ୍ବଚ୍ଛ ଭାରତ ଅଭିଯାନ’ ପରେ ଭାରତର ପ୍ରମୁଖ ପ୍ରାନ୍ତରେ ସଂଖ୍ୟାଧିକ ସ୍ମାର୍ଟ ଶୌଚାଳୟ ନିର୍ମିତ ହୋଇଛି। ଏତେ ସୁବିଧା ମିଳିବା ସତ୍ତ୍ବେ ଆମ ଜନସାଧାରଣ କିନ୍ତୁ ସଚେତନ ହେଉନାହାନ୍ତି। ଏଣୁ ଅଳସୁଆ ଲୋକଙ୍କ…
Read More...

‘ସେଲ୍ଫି ଷ୍ଟିକ୍’ ନୁହେଁ, ଯୁବତୀ-ମହିଳାମାନେ ପାଖରେ ରଖନ୍ତୁ ‘ସେଫ୍ଟି ଷ୍ଟିକ୍’

‘ସେଲ୍ଫି ଷ୍ଟିକ୍’ ନୁହେଁ, ବର୍ତ୍ତମାନ ଭାରତର ପ୍ରମୁଖ ମହାନଗରୀଗୁଡ଼ିକରେ ‘ସେଫ୍ଟି ଷ୍ଟିକ୍’ ବିକ୍ରିର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଯୁବତୀ ଓ ମହିଳାଙ୍କ ସୁରକ୍ଷାର ଅସ୍ତ୍ର ଭାବେ କାମ କରୁଥିବା ଏହି ଷ୍ଟିକ୍…
Read More...

ଦିଲ୍ଲୀର ପଞ୍ଚତାରକା ଦେଶୀ ରେସ୍ତୋରାଁ

ଦିଲ୍ଲୀର ଗୁରୁଗାଓଁସ୍ଥିତ ଏକ ରେସ୍ତୋରାଁ ହେଉଛି ‘ମଗଧ ଅବଧ’। ଏଠାରେ ନିୟମିତ ବିଦେଶୀ ପର୍ୟ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ। ଅନ୍-ଲାଇନ୍ ଜରିଆରେ ବୁକିଂ ଗ୍ରହଣ କରୁଥିବା ଏଇ ରେସ୍ତୋରାଁରେ ସ୍ଥାନୀୟ ଲୋକଙ୍କୁ…
Read More...

ସାରା ରାଜ୍ୟରେ ଜନନୀ ଯନ୍ତ୍ରଣାର ଚିତ୍ର

ବାଲେଶ୍ୱର/ ମାଲକାନଗିରି/ ନବରଙ୍ଗପୁର : ରାଜ୍ୟ ବିଭିନ୍ନ ସ୍ଥାନରେ ଆଜି ଜନନୀ ଯନ୍ତ୍ରଣାର ଚିତ୍ର ଦେଖିବାକୁ ମିଳିଛି । କେଉଁଠି ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚି ପାରୁନି ତ ଅନ୍ୟ କେଉଁଠି ଗର୍ଭବତୀ ମହିଳାଙ୍କୁ…
Read More...

ଓଡ଼ିଶା କ୍ରିକେଟ ଦଳର ନୂତନ କୋଚ୍‌ ରଶ୍ମୀରଞ୍ଜନ ପରିଡ଼ା

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ ଦଳର ନୂତନ କୋଚ୍‌ ଭାବେ ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ରଶ୍ମୀରଞ୍ଜନ ପରିଡ଼ା ଶନିବାର ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ଓଡ଼ିଶା କ୍ରିକେଟ ଦଳର ନୂତନ କୋଚ୍‌ ଥିବା ଦେବାଶିଷ ମହାନ୍ତିଙ୍କୁ…
Read More...

କୁଶଳି ନିର୍ମାଣ ଶ୍ରମିକଙ୍କୁ ଚେକ୍ ପ୍ରଦାନ

ବ୍ରହ୍ମପୁର: ଜିଲ୍ଲା ଶ୍ରମ କାର୍ୟ୍ୟାଳୟ ପକ୍ଷରୁ ଅନୁଷ୍ଠିତ ତାଲିମ ଶିବିରରେ ତାଲିମ ଗ୍ରହଣ କରିଥିବା କୁଶଳି ନିର୍ମାଣ ଶ୍ରମିକମାନଙ୍କ ଛତ୍ରପୁରଠାରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଚେକ୍ ପ୍ରଦାନ କରାଯାଇଛି । ଜିଲ୍ଲା…
Read More...

ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ବ୍ରହ୍ମପୁର: କେ.ନୂଆଗାଁ ଥାନା ଅନ୍ତର୍ଗତ ଲାଲମେଂଟାର ଏକ କାଜୁ ଜଙ୍ଗଲରୁ ଜଣେ ଯୁବକର ଝୁଲନ୍ତା ଶବ ଉଦ୍ଧାର ହୋଇଛି । ପଦି ଗୋବିନ୍ଦପୁର ଗ୍ରାମର ମୋହନ ସେଠୀ(୧୯)ଗତ ଗୁରୁବାର ରାତିରେ ଲାଲମେଂଟାର ଜାଗିଲି ତୋଟାରେ ବେକରେ…
Read More...

ଦୁଇ ପ୍ରକୃତିବନ୍ଧୁଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର: ଦିଗପହଣ୍ଡି ବନାଂଚଳ କାର୍ୟ୍ୟାଳୟରେ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୃକ୍ଷରୋପଣରେ ପାରଦର୍ଶିତା ଅର୍ଜନ କରିବା ଫରେଷ୍ଟଗାର୍ଡ଼ ନୀଳମାଧବ ଜେନାଙ୍କୁ ଶ୍ରେଷ୍ଠ କର୍ମଚାରୀ ଭାବେ ଗତ…
Read More...

ବ୍ୟାଙ୍କ କର୍ମଚାରୀ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

ବ୍ରହ୍ମପୁର:  ଏକ ଘରୋଇ ବ୍ୟାଙ୍କ କର୍ମଚାରୀ ବିଷ୍ଣୁ ପ୍ରସାଦ ଗୌଡ଼ଙ୍କ ନିଖୋଜ ଘଟଣା ଏବେ ତାଙ୍କ ପରିବାର ବର୍ଗଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏନେଇ ପରିବାର ବର୍ଗ ବୈଦ୍ୟନାଥପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ…
Read More...

୮ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସମ୍ବଲପୁର,…
Read More...

ଦ୍ବିତୀୟ ଦିନରେ ଠିକା ଶ୍ରମିକଙ୍କ ଆନ୍ଦୋଳନର

ରାୟଗଡା: ଜିଲ୍ଲାରେ ଥିବା ଜେକେ କାଗଜ କଳର ଠିକା ଶ୍ରମିକଙ୍କ ଆନ୍ଦୋଳନ ଶନିବାର ଦ୍ବିତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନ ଯୋଗୁଁ କାରଖାନାରେ କାଗଜ ଉତ୍ପାଦନ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି । ୧୨ ଦଫା ଦାବି ନେଇ ଜେକେ…
Read More...

ପରକୀୟ ପ୍ରୀତି ଅଭିଯୋଗ; ଭାଉଜ ଓ ଦିଅର ଆତ୍ମହତ୍ୟା

କଟକ: ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅନ୍ତର୍ଗତ କେନ୍ଦୁପଟଣା ପଞ୍ଚାତର ଖଣ୍ଡଗାଁ ଗ୍ରାମରେ ଏକ ଘରୁ ଭାଉଜ ଓ ଦିଅରଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଭୟଙ୍କ ମଧ୍ୟରେ ଗଢି ଉଠିଥିବା ଅବୈଧ ସମ୍ପର୍କର ବିଷୟରେ ଜଣାପଡି ଯିବା ପରେ…
Read More...

ଗୁଗଲ ଗୁରୁଙ୍କ ସ୍ଥାନ ନେଇ ପାରିବ ନାହିଁ; ଉପରାଷ୍ଟ୍ରପତି

ଭୁବନେଶ୍ୱର:  ମା’ ମାଟି ଓ ମାତୃଭାଷାକୁ ଅବହେଳା କରାଯାଇ ନପାରେ। କାରଣ ପ୍ରକୃତ ଭାରତର ରୂପରେଖ ଗ୍ରାମାଞ୍ଚଳରେ ରହିଛି। ତେଣୁ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟ, ଶିକ୍ଷା ଓ ସ୍ବଚ୍ଛତା ଦେଶର ବିକାଶର ବାସ୍ତବତା। ତେଣୁ…
Read More...

ପାରଳାଖେମୁଣ୍ଡିରେ ବସ ଚଳାଚଳ ବନ୍ଦ

ଗଜପତି: ବସ୍‌ ମାଲିକ ଓ କର୍ମଚାରଙ୍କ ମଧ୍ୟରେ ଲାଗିଥିବା ବିବାଦକୁ ନେଇ ଶନିବାର ପାରଳାଖେମୁଣ୍ଡିରେ ବସ ଚଳାଚଳ ବନ୍ଦ ରହିଛି । ବସ୍‌ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା…
Read More...

ଟ୍ରେନରୁ ଖସି ପଡି ଜଣେ ଡାକ୍ତର ମୃତ

ଭୁବନେଶ୍ୱର: ଟ୍ରେନରେ ଚଢୁଥିବା ବେଳେ ଖସି ପଡି ଜଣେ ଅବସର ପ୍ରାପ୍ତ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାମ ହେଉଛି ଡା. ରବୀନ୍ଦନାଥ ରଥ ଏବଂ ସେ ଓଲ୍ଡ ଟାଉନ୍‌ ଥାନା ଅଞ୍ଚଳରେ ରହୁଥିବା ଜଣାପଡିଛି । ଜିଆରପି ପୁଲିସର…
Read More...