www.samajalive.in
Wednesday, December 10, 2025
14.1 C
Bhubaneswar

ଜନ୍ମାଷ୍ଟମୀ ସ୍ପେଶାଲ: ଲହୁଣୀ ମିଶ୍ରି ପ୍ରସାଦ ବନେଇବାର ସହଜ ଉପାୟ

ଜନ୍ମାଷ୍ଟମୀ ଅବସରରେ ଭଗବାନ କୃଷ୍ଣଙ୍କ ନିକଟରେ ଭୋଗ ଲାଗନ୍ତୁ ସୁଦ୍ଧ ଲହୁଣୀ ମିଶ୍ରି । ତେବେ ଆସନ୍ତୁ ଜାଣିବା ଲହୁଣୀ ମିଶ୍ରି ପ୍ରସାଦ ଘରେ ପ୍ରସ୍ତୁତ କରିବାର ସହଜ ଉପାୟ…..

ଆଶ୍ୟକୀୟ ସାମଗ୍ରୀ: ଏକ କେଜି ଦହି, ୨୫୦ ଗ୍ରାମ ମିଶ୍ରି, ଏକ ବଡ ଚାମଚ କଟା ପିସ୍ତା ବାଦାମ, ୨-୩ କପ୍ ପାଣି

- Advertisement -

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଦହି ନିଅନ୍ତୁ । ଏହାକୁ ମନ୍ଥନ ବା ଗ୍ରାଇଣ୍ଡ ସାହାର୍ଯ୍ୟ ସେଥିରୁ ଲହୁଣୀ ବାହାର କରନ୍ତୁ । ସେଥିରେ ମିଶ୍ରି ଓ କଟା ପିସ୍ତା ବାଦାମ ପକାନ୍ତୁ । ପ୍ରସ୍ତୁତ ହୋଇଗଲା ଲହୁଣୀ ମିଶ୍ରି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories