ସିଲିଙ୍ଗ ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ

0

ବାଲେଶ୍ବର: ଖଣ୍ଟାପଡା ଥାନା ଅନ୍ତର୍ଗତ ମହାରାଜପୁର ପଞ୍ଚାୟତର ଅଜୟ ପ୍ରାଣିଗ୍ରହୀଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ଘରର ସିଲିଙ୍ଗ ଭାଙ୍ଗି ୭୯ ହଜାର ୨୦୦ଶହ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି । ଥାନାରେ ଏତଲା ହେଲା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply