www.samajalive.in
Thursday, December 11, 2025
16.1 C
Bhubaneswar

ରାସ୍ତାରେ ମୃତ୍ୟୁ ସହ ଖେଳ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଡବଲ ଡେକର ବସ୍ ଓ ଡବଲ ଡେକର ଟ୍ରେନ୍ ଆପଣ ଦେଖିଥିବେ ବା ଯାତ୍ରା କରିଥିବେ । କିନ୍ତୁ ଆପଣ କେବେ ଡବଲ ଡେକର ମୋଟରସାଇକେଲ ଦେଖିଛନ୍ତି କି ? ଯଦି ଦେଖିନାହାଁନ୍ତି ତେବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିପାରିବେ । ଏମିତି ଏକ ବାଇକର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by BS KE EXPERIMENT 🧨 (@artist.bs_yt)

- Advertisement -

ଇନଷ୍ଟାଗ୍ରାମରେ ଆର୍ଟିଷ୍ଟ ବିଏସ୍ ନାମକ ଏକ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ ଏକ ବାଇକରେ ୪ ଜଣ ସବାର ହୋଇ ଷ୍ଟଣ୍ଟ ମାରୁଥିବା ନଜର ଆସୁଛନ୍ତି । କୌଣସି ଏକ ଗ୍ରାମାଞ୍ଚଳରେ ବର୍ଷା ପାଣି ମଧ୍ୟରେ ଯାତ୍ରା କରୁଥିବା ଏହି ସ୍ପ୍ଲେଣ୍ଡରରେ ୨ ଜଣ ସିଟରେ ଏବଂ ଉପରେ ୨ ଜଣ ବସିଛନ୍ତି । ଭିଡିଓକୁ ଏପର୍ଯ୍ୟନ୍ତ ୩୭ ହଜାରରୁ ଅଧିକ ଲୋକ ଲାଇକ୍ କରିବା ସହ ୧୪ ହଜାର ଲୋକ ସେୟାର କରିଛନ୍ତି । ସମସ୍ତେ ଏଥିରେ ମଜାଳିଆ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories