www.samajalive.in
Wednesday, December 10, 2025
17.1 C
Bhubaneswar

କଲେଜରେ ଛାତ୍ରୀଙ୍କ ବ୍ଲେଡ ମାଡ କରି ଦୁର୍ବୃତ୍ତ ଫେରାର

ସମ୍ବଲପୁର: ଜଣେ ଛାତ୍ରୀଙ୍କ ବ୍ଲେଡ ମାଡ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗଟି ସମ୍ବଲପୁର କୁଚିଣ୍ଡାରୁ ଆସିଛି । ଛାତ୍ରୀ ଜଣଙ୍କ କୁଚିଣ୍ଡା ସ୍ଥିତ କୁନ୍ତଳା ମହାବିଦ୍ୟାଳୟର ବୋଲି ଜଣାପଡିଛି । ଜଣେ ଯୁବକ କଲେଜ ପରିସରରେ ଛାତ୍ରୀଙ୍କ ସହ କିଛି ସମୟ କଥା ହେବା ପରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ମହାବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କୁନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଛନ୍ତି । ଏହି ଘଟଣାରେ କୁସୁମି ଫାଣ୍ଡି ପୁଲିସ ଜଣଙ୍କୁ ଥାନରେ ଅଟକ ରଖି ପଚରାଉଚରା କରୁଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories