ମୁଁ ଆଉ ଦଳରେ ନାହିଁ; ଦାମଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର: ଗଣମାଧ୍ୟରେ ସର୍ବଦା ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବିଜେଡି ଦଳର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ମଙ୍ଗଳବାର ଆଉ ଏକ ବିସ୍ଫୋରକ ବୟାନ ରଖିଛନ୍ତି । ମୁଁ ଆଉ ଦଳରେ ନାହିଁ । ମୋ ଅଜାଣତରେ…
Read More...

ବ୍ରେକ ଫେଲ ହୋଇ ଘାଟିରୁ ଖସିଲା ବସ୍, ୪୦ ମୃତ

ହାଇଦ୍ରାବାଦ୍‌: ତେଲେଙ୍ଗାନାର ଜଗିତିଆଲ୍‌ ଜିଲ୍ଲାରେ ସଡକ ପରିବହନ ନିଗମର ଏକ ଯାତ୍ରୀବାହୀ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟିକୁ ଖସି ପଡିଛି। ଏନଡି ଟିଭି ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ ୬ଜଣ ଶିଶୁଙ୍କ ସମେତ ୪୦ ଜଣ…
Read More...

ପାଦ ଦୁର୍ଗନ୍ଧରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ

କିଛି ଲୋକଙ୍କ ପାଦରୁ ଅଧିକ ମାତ୍ରାରେ ଝାଳ ବାହାରିବା ସହ ଏହା ଦୁର୍ଗନ୍ଧମୟ ହୋଇଥାଏ । ଏଥିପାଇଁ ଲୋକଙ୍କ ସାମ୍ନାରେ ଅପଦସ୍ତ ହେବାକୁ ପଡିଥାଏ । ଚର୍ମରେ ଥିବା ବ୍ୟାକ୍ଟେରିଆ ଝାଳ ସଂସ୍ପର୍ଶରେ ଆସିବା ଦ୍ବାରା ପାଦରୁ…
Read More...

ଚାଲୁଣୀରେ ଅଟାକୁ ଚଲାଇ ବ୍ୟବହାର କରିବା ଠିକ୍ ନା ଭୁଲ ?

ବଜାରରେ ମିଳୁଥିବା ଅଟାରେ ଗହମ ଚୋକଡ ମିଶି ରହିଥାଏ । ଅନେକ ଲୋକ ଅଟାକୁ ଚଲାଇ ବା ସେଥିରୁ ଚୋକଡ ବାହାର କରି ବ୍ୟବହାର କରିଥାନ୍ତି ।  ସାଧାରଣତଃ ଲୋକେ ଅଟାରେ ଥିବା ଗହମର ଚୋକଡ ବାହାରି କରି ଅଦରକାରୀ ଭାବି ପିଙ୍ଗି…
Read More...

ଲୋକର୍ପଣର ୩ମାସ ପରେ ଭୁଶୁଡି ପଡିଲା ପୋଲ

ଶିବପୁରୀ: ଗତ କିଛିଦିନ ମଧ୍ୟରେ ଦେଶର ଅନେକ ସ୍ଥାନରେ ପୋଲ ଭୁଶୁଡିବାର ଖବର ଦେଖିବାକୁ ବା ଶୁଣିବାକୁ ମିଳିଛି । ମଧ୍ୟପ୍ରଦେଶର ଶିବାପୁରୀ ଜିଲାରେ କିଛି ପୂବରୁ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଥିବା କୁନୋ…
Read More...

ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଆତଙ୍କବାଦୀ ମୃତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲା ହାଣ୍ଡଓ୍ଵାଡ଼ା ର ଗଲୁରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍‌ କରୁଥିବା ବେଳେ…
Read More...

ଅଙ୍ଗନବାଡି ଦିଦିଙ୍କୁ ଗଣବଳାତ୍କାର ଅଭିଯୋଗରେ ୩ ଗିରଫ

ଢେଙ୍କାନାଳ: ଜଣେ ଅଙ୍ଗନବାଡି ଦିଦି ଗଣବଳାତ୍କାର ର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ସଂଧ୍ୟାରେ ଢେଙ୍କାନାଳ ଜିଲ୍ଲା ଗଂଦିଆ ଥାନା ଅଞ୍ଚଳର ଜଣେ ଅଙ୍ଗନବାଡି ଦିଦି ମିଟିଂ ସାରି ନିଜ ଭାଈଙ୍କ ସହ ଗାଁକୁ…
Read More...

ସନ୍ତାନ ପ୍ରାପ୍ତି ପାଇଁ ଚିକିତ୍ସା ହେବାକୁ ଆସିଥିବା ମହିଳାଙ୍କୁ ବଳାତ୍କାର କଲେ ଡାକ୍ତର  

ସୁରାଟ: ଡାକ୍ତରୀ ପେସାରେ କଳଙ୍କ ଲାଗିଲା ଭଳି ଏକ ଘଟଣା ଗୁଜୁରାଟର ସୁରାଟ ସହରରେ ଘଟିଛି। ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳାଙ୍କୁ ଡାକ୍ତର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ଅଭିଯୋଗ ପରେ ସଂପୃକ୍ତ…
Read More...

ଓଡିଶାର ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ଟ୍ରଫ ଲାଇନ ପ୍ରଭାବରେ ବଙ୍ଗୋପସାଗରରେ ମୌସୁମୀ ସକ୍ରିୟ ରହିଥିବା ବେଳେ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରୁ ଘୂର୍ଣ୍ଣି ବଳୟ ଦକ୍ଷିଣାଭିମୁଖୀ ହୋଇଛି। ଏହାର ପ୍ରଭାବରେ ଓଡିଶା ଅକାଶ ମେଘାଚ୍ଛନ୍ନ ରହିବା…
Read More...

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା; ୩ ଜିଲା ପାଇଁ ୭ଦିନିଆ ରିଲିଫ୍ ଘୋଷଣା  

ଭୁବନେଶ୍ୱର: ଚଳିତ ବର୍ଷ ବନ୍ୟାରେ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡିକ ପାଇଁ ରାଜ୍ୟ ସରକାର ପକ୍ଷରୁ ରିଲିଫ ଘୋଷଣା ହୋଇଛି । ରାଜ୍ୟର ୩ଟି ଜିଲାରେ ୭ ଦିନି ପାଇଁ ରିଲିଫ ପ୍ରଦାନ କରାଯିବ ବୋଲି ସୋମବାର ସଚିବାଳୟରେ…
Read More...

ସାରା ଓଡିଶାରେ ବନ୍ଦର ପ୍ରଭାବ

କଟକ: ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇ ଥିବା ଭାରତ ବନ୍ଦର ପ୍ରଭାବ ସମଗ୍ର ରଜ୍ୟରେ ଦେଖିବାକୁ ମିଳିଛି । କଟକ, ଭୁବନେଶ୍ବର, ଜଗତସିଂହପୁର, ନବରଙ୍ଗପୁର, କଳାହାଣ୍ଡି, ସୁନ୍ଦରଗଡ, ଅନୁଗୁଳ,…
Read More...

ଭାରତ ବନ୍ଦ ପାଳନ ବେଳେ କଂଗ୍ରେସକର୍ମୀଙ୍କ ତୁମୁଳ କାଣ୍ଡ

କଟକ: ଭାରତ ବନ୍ଦ ପାଳନ ବେଳେ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀଙ୍କ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି। ପୁରୀ ଜିଲା କାକଟପୁର, ସମତେ ନବରଙ୍ଗପୁର ଓ ବାଲେଶ୍ବର ଜିଲାରେ କଂଗ୍ରେସକର୍ମୀମାନେ ସରକାରୀ କାର୍ଯ୍ୟାଳୟ ମଧ୍ୟକୁ…
Read More...

ବିଧାନ ସଭାରେ ଭାରତ ବନ୍ଦର ପ୍ରଭାବ, ଆସନ୍ତା କାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଅହେତୁକ ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ଭାରତ ବନ୍ଦର ଆହ୍ବନ ଦିଆଯାଇ ଥିବା ବେଳେ ବିଧାନ ସଭାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସୋମବର ବିଧାନସଭା ଆରମ୍ଭ ମାତ୍ରେ ହିଁ କଂଗ୍ରେସ…
Read More...

ଡାକ୍ତରଙ୍କ କଳିରୁ ବଳି ପଡିଲେ ରୋଗୀ

ଢେଙ୍କନାଳ: ଜଣେ ରୋଗୀର ଚିକିତ୍ସା ପାଇଁ ଦୁଇ ଜଣ ଡାକ୍ତରଙ୍କ ମଧ୍ୟରେ ଝଗଡା ହେବାରୁ ରୋଗୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ରୋଗୀଙ୍କର ପରିବାର ଲୋକ ଏହି  ଅଭିଯୋଗ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା…
Read More...

କୂଅରୁ ନନ୍‌ଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: କେରଳର କୋଲ୍ଲମ ନିକଟସ୍ଥ ପଠାନପୁରାରେ ଏକ କୂଅରୁ ନନ୍‌ଙ୍କ ମୃତଦେହ ଉଦ୍ଧାର ହୋଇଛି । ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏକ କୂଅ ମଧ୍ୟରୁ ୫୪ ବର୍ଷିୟ ନନ୍ ଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ…
Read More...

ଜିଲାସ୍ତରୀୟ ଶାରଦୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

ବଡ଼ସାହି: ରବିବାର ସ୍ଥାନୀୟ ଖେଳପଡିଆରେ ମୟୂରଭଞ୍ଜ ଜିଲାସ୍ତରୀୟ ଶାରଦୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ବଡ଼ସାହି ବିଧାୟକ ଗଣେଶ୍ବର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ…
Read More...

ଅଲୋଡା ଶିଶୁକନ୍ୟା ଉଦ୍ଧାର

କେନ୍ଦୁଝର: ବଡବିଲ ଥାନା ଅନ୍ତର୍ଗତ ଶନିମନ୍ଦିର ନିକଟରୁ ଏକ ଅଲୋଡା ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଶିଶୁକନ୍ୟାଟିର କାନ୍ଦ ଶୁଣି ସ୍ଥାନୀୟଲୋକ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ…
Read More...

୭ଟି ମଣିଷ ମୁଣ୍ଡ ଖପୁରୀ ଜବତ

ପୁରୀ: ପୁରୀରୁ ମଣିଷ ମୁଣ୍ଡ ଖପୁରୀ ଜବତ ହୋଇଛି । ଷ୍ଟେସନ ରୋଡ କମଳା ହସ୍ପିଟାଲ ପଛରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ୭ଟି ମଣିଷ ମୁଣ୍ଡ ଖପୁରୀ ସି ବିଚ୍ ପୁଲିସ ଜବତ କରିଛି । କେହି ଦୁର୍ବୃତ୍ତ ଏଠାରେ ପିଙ୍ଗି ଦେଇ ଖସି…
Read More...

ସୋମବାର ସମସ୍ତ ସ୍କୁଲ ବନ୍ଦ ଘୋଷଣା

କଟକ: ସୋମବାର ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । ଏନେଇ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଘୋଷଣା କରିଛନ୍ତି । ଆସନ୍ତା ୧୦ ତାରିଖ ସୋମବାର ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସ ଭାରତ ବନ୍ଦ ଡାକରା ଦେଇଛି ।…
Read More...

ବାରିପଦାରେ ଡବଲ ମର୍ଡର; ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ବାରିପଦା: ସଦରଥାନା ଅନ୍ତର୍ଗତ କୁକୁଡାଯୋଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଦମ୍ପତ୍ତିଙ୍କ ଗଳାକାଟି ହତ୍ୟା କରାଯାଇଥିବା…
Read More...

ଠିଆ ହୋଇଥିବା କାର, ହଠାତ୍ ଜଳି ଉଠିଲା

ଖୋର୍ଦ୍ଧା: ଟାଉନ ଥାନା ଅନ୍ତର୍ଗତ ପୁରୁଣା ଦମକଳ କେନ୍ଦ୍ର ନିକଟରେ ଥୁଆ ହୋଇଥିବା ଏକ କାର୍ ଶନିବାର ଅପରାହ୍ନରେ ହଠାତ୍ ଜଳି ଉଠିଛି । ସେହି ସମୟରେ କାର ଚାଳକ ଉପସ୍ଥିତି ନଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ…
Read More...

ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡିଶା ଅଭିଯାନର ମହାସଂଗ୍ରାମ

ମାଲକାନାଗିରି: ରାଜ୍ୟର ନକ୍ସଲ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ନକ୍ସଲ ବିରୋଧୀ ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡିଶା ଅଭିଯାନ ମହାସଂଗ୍ରାମ ଆରମ୍ଭ କରିବାକୁ ଯାଉଛି । ଯେଉଁ ପିଏଲଜିଏ ର ନା ଶୁଣିଲେ ଅନେକଙ୍କ ହୋସ ଉଡିଯାଏ…
Read More...

ବିଷ ପିଇ ମହିଳା ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ନବରଙ୍ଗପୁର: ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଥର ଜଣେ ମହିଳା ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଆଉଁଳିମା ଗାଁର ପଦ୍ମାବତୀ ମୁଦୁଲି ନାମକ ଜଣେ…
Read More...

କ୍ରେନ୍ ଧକ୍କାରେ ଜଣେ ଶ୍ରମିକ ମୃତ ଓ ଜଣେ ଆହତ

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ କାମାକ୍ଷାନଗର ଛକ ନିକଟରେ କ୍ରେନ୍ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛି । ସିଆର୍‌ଏମ୍‌ଏସ୍‌ କନ୍‌ଷ୍ଟ୍ରକ୍‌ସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ର କାମ…
Read More...

ତୈଳ ଦର ବୃଦ୍ଧିକୁ ନେଇ ବିଜେଡ଼ିର ଦ୍ବିତୀୟ ଦିନ ପ୍ରତିବାଦ

ଦ୍ୱାରଶୁଣି : କେନ୍ଦ୍ର ସରକାର ଅହେତୁକ ତୈଳ ଦର ବୃଦ୍ଧିକୁ ନେଇ ବିଜେଡିର ପ୍ରତିବାଦ ଶନିବାର ଦ୍ବିତୀୟ ଦିନରେ ପହଞ୍ଚିଛି ।  ମୟୂରଭଞ୍ଜ ବାଙ୍ଗିରିପୋଷିରେ ଦିନ ୧୦ଟା ରୁ ୧୨ଟା ପର୍ଯ୍ୟନ୍ତ ବିଜେଡ଼ି ପକ୍ଷରୁ ପ୍ରତିବାଦ…
Read More...

୪୪୦ ଭୋଲ୍ଟ ବିଦ୍ୟୁତ୍ ତାରରେ ଶୁଖୁଛି ଓଦା ଲୁଗାପଟା

ନୂଆଦିଲ୍ଲୀ: ପ୍ରତିବର୍ଷ ନୂଆଦିଲ୍ଲୀରେ ବିଦ୍ୟୁତ୍ ଆଘାତରେ ଅଧିକାଂଶଙ୍କ ଲୋକଙ୍କ ମୃତ୍ୟୁ ଘଟିଥାଏ । ତଥାପି କେତେକ ଅଞ୍ଚଳରେ ୪୪୦ ଭୋଲ୍ଟ ବିଦ୍ୟୁତ୍ ତାର ଉପରେ ଓଦା ଲୁଗାପଟା ଶୁଖାଯାଉ ଥିବା ନଜରକୁ ଆସିଛି । କେବେଳ…
Read More...

କଟକ-ପାରାଦୀପ ରାସ୍ତାରୋକ, ଯାତାୟତ ଠପ୍

ପାରାଦୀପ: ବର୍ଷାଜଳ ନିଷ୍କାସନ ଦାବି ନେଇ ୭ଟି ପଞ୍ଚାୟତ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି । ଶନିବାର କଟକ-ପାରାଦୀପର ଚକ୍ରଧରପୁର ଛକ ନିକଟରେ ମୁଖ୍ୟରାସ୍ତା ଉପରେ ଶହଶହ ଲୋକ ଧାରଣାରେ ବସି ମୁଖ୍ୟରାସ୍ତା ଅବରୋଧ…
Read More...

ଗୋଡାଇ ଗୋଡାଇ ଯୁବକଙ୍କ ହତ୍ୟା ଅଭିଯୋଗ

ଗଜପତି: ମୋହନା ଥାନା ଅନ୍ତର୍ଗତ ଡମ୍ବଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁଦାଣ୍ଡରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ…
Read More...

ଶିକ୍ଷା ଭୁଲିଗଲେ ପ୍ରଧାନଶିକ୍ଷକ, ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ

ନୀଳଗିରି: ବାଲେଶ୍ବର ଜିଲା ନୀଳଗିରି ନିଜଗଡ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ୩ ଜଣ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିବା ଅଭିଯୋଗ ହୋଇଛି । ଏନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ…
Read More...

କୂଳ ଲଂଘିଲା ବୈତରଣୀ

.-ବନ୍ୟାଜଳ ଜନବସତି ମୁହାଁ .-୨୦ନଂ ଜାତୀୟ ରାଜପଥରେ ୨ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ .-ଆଖଣ୍ଡଳମଣି-ଯାଜପୁର ରାସ୍ତା ବିଛିନ୍ନ .-ବୋଡକ, ଶୀତଳପୁର ଗାଁ ବାହ୍ୟ ଜଗତରୁ ବିଛିନ୍ନ .-୨ଦିନ ହେଲା ନଈକୂଳିଆ…
Read More...

ରାସ୍ତାରେ ହୁତୁ ହୁତୁ ହୋଇ ଜଳୁଛି ଟ୍ରକ

କେନ୍ଦୁଝର: ସଦର ଥାନା ଅନ୍ତର୍ଗତ ୪୫ ନମ୍ବର ଜାତୀୟ ରାଜପଥର ଝଡବେଳଦା ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ହଠାତ୍ ଜଳିଉଠିଛି । ବେଟାରୀ ସଟ୍ ସର୍କିଟ ଯୋଗୁଁ ଟ୍ରକରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ଟ୍ରକ୍…
Read More...

ଇନ୍ଦ୍ରଧନୁ ଭଳି ପତାକା ପଛର ରହସ୍ୟ !

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ରାୟ ପ୍ରକାଶ ପରେ ସମଲିଙ୍ଗୀ ସମ୍ପ୍ରଦାୟ ଉତ୍ସବମୁଖର ହୋଇଉଠିଛନ୍ତି। ସେମାନଙ୍କ ହାତରେ ରହିଛି ଇନ୍ଦ୍ରଧନୁ ସଦୃଶ ପତାକା। ଶରୀରରେ ମଧ୍ୟ ସମାନ ପ୍ରକାର ଚିତ୍ର ଶୋଭାପାଉଥିବା ଲକ୍ଷ୍ୟ…
Read More...

୨୫ ଗ୍ରାମବାସୀଙ୍କୁ ନକ୍ସଲଙ୍କ ମାଡ ଅଭିଯୋଗ

ମାଲକାନାଗିରି: ଓଡିଶା ସୀମାନ୍ତ ଛତିଶଗଡ ଦାନ୍ତେୱାଡା ଜିଲାରେ ନକ୍ସଲମାନଙ୍କ ତାଣ୍ଡବ ଦେଖିବାକୁ ମିଳିଛି । ଫୁଲପାଟ କୋଇଲାନ ପାରା କୁଆକୋଣ୍ଡା ଗ୍ରାମର ପ୍ରାୟ ୨୫ରୁ ଅଧିକ ଗ୍ରାମବାସୀଙ୍କୁ ମାଡ ମାରିଥିବା ଅଭିଯୋଗ…
Read More...

ସୋମବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଓଡିଶା ବିଧାନସଭାକୁ ବାଚସ୍ପତି ଦୁଇଦିନ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଶୁକ୍ରବାରରେ ବିଧାନସଭା ଦୁଇ ଥର ମୁଲତବୀ ଘୋଷଣା କରାଯାଇଥିଲା । ଗୃହ ଆରମ୍ଭ ହେବା ମାତ୍ର ହଟ୍ଟଗୋଳ ହେବାରୁ  ବାଚସ୍ପତି ୩ଟା ଯାଏଁ…
Read More...

୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉତ୍ତରପଶ୍ଚିମ ଓଡିଶା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ଓଡିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଗଣ୍ଟା ମଧ୍ୟରେ ଝାରସୁଗୁଡା,…
Read More...

୭ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଲେ କଲେଜ ଛାତ୍ରଛାତ୍ରୀ

ଭବାନୀପାଟଣା: ସରକାରୀ ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟାପକ ଓ ଅନ୍ୟ ପଦବୀ ଆଦି ପୂରଣ ଦାବି ନେଇ ଶୁକ୍ରବାର ଦିନ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ୭ ଦଫା ଦାବି ନେଇ କଲେଜ…
Read More...

ନଦୀବନ୍ଧ ବୁଡି ଜନବସତି ଆଡକୁ ମୁହାଁଇଛି ବନ୍ୟାଜଳ

.-ଆରଡି-ମତୋ ରାସ୍ତା  ସତସଂଘ ଘୋଷରାରେ ୩ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ .-୮ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଛିନ୍ନ! .-ଆଖଣ୍ଡଳମଣି-ଯାଜପୁର ରାସ୍ତା ବିଛିନ୍ନ ହେବା ଆଶଙ୍କା! .-ଶତାଧିକ ହେକ୍ଟର ଚାଷଜମିରେ ଲହଡି…
Read More...

ବିଜେଡିର ତୈଳ ଦର ବୃଦ୍ଧି ପ୍ରତିବାଦ ବେଳେ ଗୁଳି ମାଡ ଅଭିଯୋଗ

ଭୁବନେଶ୍ବର: ଶୁକ୍ରବାର ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଛକରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଆଜି ସକାଳେ ବିଜେଡି କର୍ମୀ ତୈଳ ଦର ବୃଦ୍ଧିକୁ ନେଇ ପେଟ୍ରୋଲ ପମ୍ପ ନିକଟରେ ପ୍ରତିବାଦ ଚଳାଇଥିବା ବେଳେ ପୁଲିସ୍…
Read More...

ବର୍ଷା ହେଲେ ସ୍କୁଲ ଆଗରେ ଆଣ୍ଠୁଏ ପାଣି ; ଛାତ୍ରଛାତ୍ରୀଙ୍କ ପାଠପଢା ବନ୍ଦ

ସୁଆଣ୍ଡୋ: ପୁରୀଜିଲା ସତ୍ୟବାଦୀବ୍ଲକ ବଳରାମପୁର ଗଡ ନୂଆବୁଢାକେରା ପ୍ରାଥମିକ ବିଦ୍ୟାଳୟ ଆଗରେ ବର୍ଷାଜଳ ଜମି ରହିବାରୁ ତିନିଦିନ ଧରି ଛାତ୍ରଛାତ୍ରୀ ମାନେ ସ୍କୁଲ ଯାଇପାରୁ ନାହାନ୍ତି । ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ…
Read More...

ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ, ମା’ ଓ ଝିଅ ଜୀବନ୍ତ ଦଗ୍ଧ

ଢେଙ୍କାନାଳ: ଭୂବନ ଥାନା ଅନ୍ତର୍ଗତ ଗୋଡ଼ିପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡରେ ମା’ ଓ ଝିଅ ଜିଅନ୍ତା ଜଳି ଯାଇଛନ୍ତି। ଏଥିରେ ମହିଳାଙ୍କ ସ୍ବାମୀ ମଧ୍ୟ ଗୁରୁତର ହୋଇଥିବା ବେଳେ ତାଙ୍କୁ ଭୂବନ…
Read More...

ବିଧାନସଭା ଅଚଳ, ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ଶୁକ୍ରବାର ବିଧାନସଭା ଆରମ୍ଭରୁ ଗୃହରେ ଅଚଳବସ୍ଥା ଦେଖିବାକୁ ମିଳିଛି । ଶାସକ ଦଳ ଓ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି । ଗୋଟିଏ ପଟେ ତୈଳ ଦର…
Read More...

ବ୍ୟାଙ୍କ ଅଫ ଇଣ୍ଡିଆ ଦିଘି ଶାଖାରେ ଚୋରି ଉଦ୍ୟମ  

ଦ୍ୱାରଶୁଣି: ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନ ଅନ୍ତର୍ଗତ ଦିଘି ପଂଚାୟତ ରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଦିଘି ଶାଖାରୁ ଚୋରି ଉଦ୍ୟମ ହୋଇଛି । ଗୁରୁବାର ରାତ୍ରୀ ସମୟରେ କିଛି ଦୁର୍ବୃତ ଦୁଇଟି ଗ୍ରୀଲର ତାଲା…
Read More...

ରଙ୍ଗ ସଫା କରିବ ନାଲି ରଙ୍ଗ ଫଳ

ନିୟମିତ ଆମେ ଖାଦ୍ୟ ତାଲିକାରେ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ସାମିଲ କରିଥାଉ । ଏହି ସବୁ ପନିପରିବା ବିଭିନ୍ନ ରଙ୍ଗର ମଧ୍ୟ ହୋଇଥାଏ । ସବୁ ରଙ୍ଗର ଫଳ ଓ ପନିପରିବାର ଅଲଗା ଅଲଗା ମହତ୍ତ୍ବ ରହିଛି । ଯାହା ଆମ ଶରୀର…
Read More...

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ଆକାଶଛୁଆଁ ଦର ବୃଦ୍ଧିକୁ ନେଇ ଶୁକ୍ରବାର ଶାସକ ଦଳ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ପେଟ୍ରୋଲ ପମ୍ପ ନିକଟରେ ବିଜେଡି କର୍ମୀମାନେ ପାମ୍ପଲେଟ୍ ବାଣ୍ଟିବା ସହ…
Read More...

ବସ୍ ଧକ୍କାରେ ୨ ଛାତ୍ରଙ୍କ ସମେତ ଅଭିଭାବକ ଗୁରୁତର

ରାଉରକେଲା: ସୁନ୍ଦରଗଡ ଜିଲା ବନ୍ଧମୁଣ୍ଡା ନିକଟରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ବସ୍‍ ଧକ୍କା ସ୍କୁଲ ପିଲାଙ୍କ ସମେତ ଜଣେ ଅଭିଭାବକ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି…
Read More...

ତୃତୀୟ ବ୍ୟକ୍ତି କାରଣରୁ ପତି-ପତ୍ନୀ ମଧ୍ୟରେ ସମସ୍ୟାର ସମାଧାନ

ପତି-ପତ୍ନୀ ମଧ୍ୟରେ କେହି ତୃତୀୟ ବ୍ୟକ୍ତି କାରଣରୁ ସମସ୍ୟା ସୃଷ୍ଟି ହୋଇଥାଏ । ଉଭୟଙ୍କ ମଧ୍ୟରେ କଳି ଝଗଡା ଲାଗି ରହିବା ସହ ଘରେ ଅଶାନ୍ତି ଦେଖା ଦେଇଥାଏ । ଆଜି ଆମେ ଆପଣଙ୍କୁ ଭଳି କିଛି ଉପାୟ ବତାଇବୁ ଯାହା ଆପଣ ଏହି…
Read More...

ହୋଟେଲରୁ ମିଳିଲା ବଙ୍ଗଳା ଅଭିନେତ୍ରୀଙ୍କ ମୃତଦେହ

ବଙ୍ଗଳା ସିନେଜଗତର ଲୋକପ୍ରିୟ ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତିଙ୍କ ମୃତଦେହ ସିଲିଗୁଡିର ଏକ ହୋଟେଲ ରୁମରୁ ଉଦ୍ଧାର ହୋଇଛି । ଏହି ଘଟଣାର ପୁଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି…
Read More...

ସାରା ଦେଶରେ ଭାରତ ବନ୍ଦର ପ୍ରଭାବ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜାତି-ଜନଜାତି ସଂଶୋଧନ ଅଧିନିୟମ ବିରୋଧରେ ସବର୍ଣ୍ଣ ସଙ୍ଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ସବର୍ଣ୍ଣ ସମାଜ, କରଣୀ ସେନା, ସପାକ୍ସ ଏବଂ ଅନ୍ୟ ସଙ୍ଗଠନ ମଧ୍ୟ…
Read More...

ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ

ଖୁଣ୍ଟା: ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ଗୁରୁବାର ନିଜର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଆକାଶରେ ଉଡୁଥିବା ରଙ୍ଗୀନ ଗୁଡି ସଦୃଶ୍ୟ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ରହିବାକୁ ନଟେଇ ଧରିଥିବା ମାର୍ଗଦର୍ଶକ ପିତା ମାତା…
Read More...

ପୁଣି ପିତା ହେଲେ ସାହିଦ୍, ବଲିଉଡରୁ ଛୁଟିଲା ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ପୁଣି ପିତା ହେଲେ ବଲିଉଡ ଅଭିନେତା ସାହିଦ୍ କାପୁର । ବୁଧବାର ବିଳମ୍ବିତ ରାତିରେ ସହିଦଙ୍କ ପତ୍ନୀ ମୀରା ରାଜପୁତ ଏକ ଶୁଶିପୁତ୍ରକୁ ଜନ୍ମ ଦେଇଥିବା ସୂଚନା ମିଳିଛି । ପରିବାର ପକ୍ଷରୁ ଏପର୍ଯ୍ୟନ୍ତ ନବଜାତ…
Read More...

ଏହି ଉପାୟରେ ବିବାହ ବନ୍ଧନକୁ କରନ୍ତୁ ସୁଦୃଢ

ମୁଖ୍ୟତଃ ଦୁଇଟି ଗ୍ରହରର ପ୍ରଭାବରେ ବିବାହ ହୋଇଥାଏ ବୋଲି ମାନ୍ୟତା ରହିଛି । ଯୁବତୀଙ୍କ ବିବାହ ପାଇଁ ବୃହସ୍ପତି ଗ୍ରହର ମହତ୍ତ୍ବପୂର୍ଣ୍ଣ ରହିଥିବା ବେଳେ ଯୁବକଙ୍କ ପାଇଁ ଶୁକ୍ର ବିବାହ କାରକ ବୋଲି କୁହାଯାଏ । ବୈବାହିକ…
Read More...

କାବୁଲରେ ଆତ୍ମଘାତୀଙ୍କ ଆକ୍ରମଣ , ୨୦ ମୃତ

କାବୁଲ: ଆଫଗାନିସ୍ଥାନ ରାଜଧାନୀରେ କାବୁଲରେ ପୁଣି ଆତ୍ମଘାତୀ ଆକ୍ରମଣ କରିଛନ୍ତି । ବୁଧବାର ଦିନ କାବୁଲରେ ହୋଇଥିବା ଦୁଇଟି ବିସ୍ଫୋରଣରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ ଜଣ ଲୋକ ଗୁରୁତର ହୋଇଛନ୍ତି । ବିସ୍ଫୋରଣ…
Read More...

୫୦୦ ବର୍ଷ ପୁରାତନ ପୋଲର କାହାଣୀ

ଏକବିଂଶ ଶତାବ୍ଦୀରେ ଆମେ ପହଞ୍ଚି ମଧ୍ୟ ପୁରାତନ ନିୟମ ଓ ପରମ୍ପରା ସହ ଘନିଷ୍ଠତାର ସହ ବାନ୍ଧିହୋଇରହିଛେ। ଏହାର ଏକ ସୁନ୍ଦର ଉଦାହରଣଟିଏ ହେଲା ପେରୁର ଆଦିବାସୀ ଗ୍ରାମ କୁଜକୋର ପାରମ୍ପାରିକ ପୋଲ। ଆଦିବାସୀ ଲୋକେ ଏକ…
Read More...

ଯୁଦ୍ଧ ବେଳର ଖାଦ୍ୟ ‘ଡାଲ-ବାଟି ଚୁରମା’

ଆଜି କେବଳ ଭାରତ ନୁହେଁ, ବରଂ ବିଦେଶରେ ମଧ୍ୟ ଏଇ ରାଜସ୍ଥାନୀ ଖାଦ୍ୟ ‘ଡାଲ-ବାଟି ଚୁରମା’ ଉପଲବ୍ଧ ହେଲାଣି। ଆମ ଦେଶର ରାଜସ୍ଥାନ, ଉତ୍ତର-ପ୍ରଦେଶ ଓ ମଧ୍ୟପ୍ରଦେଶରେ ଏଇ ପାରମ୍ପରିକ ବ୍ୟଞ୍ଜନର ଭିନ୍ନଭିନ୍ନ ସୁଆଦ…
Read More...

ଚତୁର ଶୁଆ

ଗବେଷକଙ୍କ ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ବିଶ୍ବରେ ପ୍ରାୟ ୩୭୨ ପ୍ରଜାତିର ଶୁଆ ଠାବ ହୋଇଛନ୍ତି। ଶୁଆମାନେ ଦଳ ବାନ୍ଧି ଜଙ୍ଗଲରେ ରହିବାକୁ ପସନ୍ଦ କରନ୍ତି। ଆମେରିକୀୟ ଓ ଆଫ୍ରିକୀୟ ଶୁଆ ଅଧିକ ଚତୁର ବୋଲି ବିଭିନ୍ନ…
Read More...

ଏମିତି ଏକ ହୋଟେଲ, ଯେଉଁଠି ସ୍ବାଗତ କରନ୍ତି ଡାଇନୋସର୍‌

ଜ୍ଞାନକୌଶଳର କରାମତିରେ ବର୍ତ୍ତମାନ ସବୁକିଛି ସମ୍ଭବପର। ଏଇ କିଛିଦିନ ହେବ, ଜାପାନର ରାଜଧାନୀ ଟୋକିଓର ପୂର୍ବଭାଗ​‌େ​‌ର ଥିବା ଏକ ହୋଟେଲରେ ଗ୍ରାହକଙ୍କ ମନୋରଞ୍ଜନ ପାଇଁ ଭିନ୍ନ ସେବା ଆରମ୍ଭ ହୋଇଛି। ଗ୍ରାହକ ହୋଟେଲର…
Read More...

କପୁର ପରିବାରର ପସନ୍ଦ

ଗତ କିଛିଦିନ ହେଲା ବଲିଉଡର କପୁର ପରିବାର ଖାନ୍‌ଦାନ୍ ଚର୍ଚ୍ଚାରେ ରହୁଛନ୍ତି। ସ୍ବର୍ଗୀୟ ଅଭିନେତା ରାଜ କପୁରଙ୍କ ନିର୍ମିତ ‘ଆର୍‌.କେ ଷ୍ଟୁଡିଓ’ ବିକ୍ରି ଘଟଣା ପରେ ଏବେ ଅନ୍ୟ ଏକ ଖବର ଚର୍ଚ୍ଚାକୁ ଆସିଛି।…
Read More...

ସ୍ବାସ୍ଥ୍ୟ ପାଇଁ ହିତକାରୀ ତେଲ

ଅତ୍ୟାଧୁନିକ ଜୀବନଶୈଳୀ ଓ ବିଦେଶୀ ଖାଦ୍ୟପାନୀୟ ପଛରେ ନ ଧାଇଁବା ନିମନ୍ତେ ଆମ ଖାଦ୍ୟ ବିଶେଷଜ୍ଞମାନେ ବରାବର ପରାମର୍ଶ ଦେଉଛନ୍ତି। କାରଣ ବିଦେଶୀ ଫଳ, ପନିପରିବା ଆମ ଦେଶୀ ଜଳବାୟୁରେ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ…
Read More...

ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା

ଆହ୍ଲାବାଦ: ଆହ୍ଲାବାଦରେ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଘଟଣା ସମ୍ନାକୁ ଆସିଛି। ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ନାମ ହେଲା ଅବଦୁଲ ସମଦ ଖାନ । ସେ କୌଣସି କାର୍ୟ୍ୟ ପାଇଁ…
Read More...

୧୬ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର, ବାଂଲାଦେଶର ଆଖାପଖ ଅଞ୍ଚଳ ଓ ପଶ୍ଚିମବଙ୍ଗର ସମୁଦ୍ର ପତ୍ତନ ଠାରୁ ୪.୫ କିମି ଉପରେ ପୂର୍ଣ୍ଣି ବଳୟ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର…
Read More...

ଅଟୋ ଭଡା ଠାରୁ ଶସ୍ତା ବିମାନ ଯାତ୍ରା, କେନ୍ଦ୍ରମନ୍ତ୍ରୀଙ୍କ ହିସାବ

ନୂଆଦିଲ୍ଲୀ: ବିମାନ ଯାତ୍ରାଠାରୁ ମହଙ୍ଗା ଅଟୋ ଭଡା । କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ଏଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ବିମାନ ଯାତ୍ରା କରିବା ଅଟୋ ଭଡା ଠାରୁ ଶସ୍ତା ।…
Read More...

ହାଇଦ୍ରାବାଦ ବିସ୍ଫୋରଣ ମାମଲା; ୨ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୨୫ ଅଗଷ୍ଟ ୨୦୦୭ରେ ହାଇଦ୍ରାବାଦରେ ଘଟିଥିବା ଦୁଇଟି ବୋମା ବିସ୍ଫୋରଣ ମାମଲାର ୧୧ ବର୍ଷ ପରେ ରାୟ ପ୍ରକାଶ ପାଇଛି। ମଙ୍ଗଳବାର ଏନଆଇଏର ସ୍ପେଶାଲ କୋର୍ଟ ଅନିକ ଶାଫିକ୍ ସୈୟଦ ଏବଂ ମୋହମ୍ମଦ ଆକବରଙ୍କୁ ଦୋଷୀ…
Read More...

ଦୁର୍ଘଟଣା ପରେ ଜଳିଗଲା ବାୟୁସେନାର ଲଢୁଆ ବିମାନ

ନୂଆଦିଲ୍ଲୀ: ରାଜସ୍ଥାନର ​‌ଯୋଧାପୁରରେ ବାୟୁସେନାର ଏକ ଲଢୁଆ ବିମାନ ଏମଆଇଜି ୨୭ ଦୁର୍ଘଟଣା ଘଟି ସମ୍ପୃର୍ଣ୍ଣ ଜଳିଯାଇଛି। ଏହି ଦୁର୍ଘଟଣା ଯୋଧାପୁର ଦେୱାରିୟା ଗ୍ରାମରେ ଘଟିଛି । ଏହି ଦୁର୍ଘଟଣାରୁ ପାଇଲଟ ଅଳ୍ପକେ…
Read More...

ମହିଳା କାନ୍ଦନ୍ତି ଅଧିକ

ହଲାଣ୍ଡର ଜନୈକ ଗବେଷକ ପ୍ରାୟ ସହସ୍ରାଧିକ ମହିଳାଙ୍କ ଉପରେ ଗବେଷଣା କରିବା ପରେ ପ୍ରକାଶ କରିଛନ୍ତି ଯେ ବର୍ଷକୁ ଜଣେ ମହିଳା ୩୦-୬୪ ଥର କାନ୍ଦୁଥିବାବେଳେ ପୁରୁଷମାନେ ଅତିବେଶୀରେ ୧୭ଥର କାନ୍ଦନ୍ତି। ଏସବୁରେ ଈଶ୍ବରଙ୍କ…
Read More...

ମାଳଦ୍ବୀପରେ ଛୁଟି କାଟୁଛନ୍ତି ପଟୌଦି ବେଗମ୍

ବହୁତ କାର୍ଯ୍ୟବସ୍ତତା ଭିତରୁ ସମୟ ବାହାର କରି ଏଥରକ ନବାବ୍ ସୈଫ୍ ଅଲୀ ଖାନ୍, ତାଙ୍କ ବେଗମ୍ କରୀନା କପୁର ଖାନ୍ ଓ ସେମାନଙ୍କ ଗେହ୍ଲା ପୁଅ ତୈମୁର ୪ଦିନିଆ ଛୁଟି ଗସ୍ତରେ ଯାଇଛନ୍ତି। ସୈଫ୍ ନିଜ ଆଗାମୀ ଚଳଚ୍ଚିତ୍ରରେ ଜଣେ…
Read More...

ନିଖୋଜ ହେବାର ୯ ବର୍ଷ ପରେ ମିଳିଲା ରହସ୍ୟମୟୀ ଜାହାଜ

ନୂଆଦିଲ୍ଲୀ: ଦୀର୍ଘ ୯ ବର୍ଷ ପୂର୍ବେ ରହସ୍ୟମୟ ଭାବେ ନିଖୋଜ ହୋଇଥିବା ଜାହାଜଟି ଗତ ସପ୍ତାହରେ ଠାବ ହୋଇଛି । ଭାରତ ମହାସାଗର ମିଆଁମାର ସମୁଦ୍ର ତଟ କୂଳରେ  ‘ସାମ୍ ରାତଲାଙ୍ଗି ପିବି ୧୬୦୦’ ଜାହାଜ ଜଙ୍କ୍ ଲାଗିଥିବା…
Read More...

ଆସୁଛି ଟ୍ବିଟର୍ ର ୨ଟି ନୂଆ ଫିଚର, ଜାଣିହେବ କିଏ ଅଛନ୍ତି ଅନଲାଇନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସକ୍ରିୟ ରହିବା ଏବଂ ଏନେଇ ଅନ୍ୟମାନଙ୍କୁ ସୂଚିତ କରିବା ଦୁଇଟି ଭିନ୍ନ କଥା । ଏବେ ଟ୍ବିଟର୍ ମଧ୍ୟ ଏଭଳି କିଛି ନୂଆ ଫିଚର ନେଇ ଆସୁଛି, ଯାହା ଦ୍ବାରା ଅନ ଲାଇନ୍ ରହିଥିବା ବ୍ୟକ୍ତିଙ୍କ…
Read More...

ଆସନ୍ତା ୬ରୁ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ବର: ଉତ୍ତର ଓଡିଶା ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଟ୍ରଫ ଲାଇନ୍ ଉତ୍ତର ଦିଗକୁ ଗତି କରି ଝାଡଖଣ୍ଡର ଉତ୍ତରପୂର୍ବ ଆକାଶରେ ସମୁଦ୍ର ପତ୍ତନର ଠାରୁ ୪.୫ କିମି ଉପରେ ଘନୀଭୂତ ହୋଇଛି । ଏହା ବାଦ ଉତ୍ତର…
Read More...

ବିପଦ ସାଜିଛି ୨୪ଟି ଆଙ୍ଗୁଳି !

ଉତ୍ତରପ୍ରଦେଶ: ବେଳେବେଳେ ନିଜେ ହିଁ ନିଜ ମୃତ୍ୟୁର କାରଣ ବନିଥିବା କିଛି କ୍ଷେତ୍ରରେ ଦେଖିବାକୁ ମିଳେ । ସେହିପରି ଉତ୍ତରପ୍ରଦେଶ ବାରବାଙ୍କୀରେ ଏକ  ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟଅଞ୍ଚଳର ଜଣେ କିଶୋରଙ୍କ ହାତ ଓ…
Read More...

ମଦ ପାଇଁ ଟଙ୍କା ନ ଦେବାରୁ ମା’ଙ୍କୁ ଆକ୍ରମଣ

ପାଟନା: ବିହାରରେ ମଦ ନିଷେଧ ହୋଇଥିଲେ ମଧ୍ୟ ମଦୁଆମାନଙ୍କ ଅଭ୍ୟାସ ଏବେ ବି ଛାଡିନି । ଏବେ ବି କିଛି ଲୋକ କୌଣସି ନା କୌଣସି ଉପାୟରେ ଟଙ୍କା ଯୋଗାଡ କରି ମଦ ପିଉଛନ୍ତି ଏବଂ ନିଶାଶକ୍ତ ଅବସ୍ଥାରେ ପ୍ରତିଦିନ ନୂଆନୂଆ ଅପରାଧ…
Read More...

ମେକ୍ସିକୋରେ ପ୍ରିୟଙ୍କା-ନିକ୍

ନିର୍ବନ୍ଧ ପରେ ଆଜିକାଲି ବଲିଉଡର ପ୍ରିୟଙ୍କା ଚୋପ୍ରା ଖବରର ଶୀର୍ଷରେ ଅଛନ୍ତି। ନିର୍ବନ୍ଧ ପରେ ଜ୍ଞାତିପରିଜନଙ୍କ ସହ କିଛି ସମୟ ଅତିବାହିତ କରିବା ନିମନ୍ତେ ସେ ମୁମ୍ବଇରେ ଥିଲେ। ଏବେ ପୁଣି ସେ ନିଜ ହଲିଉଡ ପ୍ରୋଜେକ୍ଟ…
Read More...

ବୁଢ଼ିଆଣୀର ମୂଲ୍ୟ ୩୧୮ଟଙ୍କା !

ନିଜ ଘରର ସୁରକ୍ଷା ତଥା ପରିଷ୍କାର ପରିଚ୍ଛନ୍ନତା ନିମନ୍ତେ ଚୀନ୍‌ ଲୋକେ ଆଜିକାଲି ଖୁବ୍ ସଂଖ୍ୟାରେ ବୁଢ଼ିଆଣୀ କିଣୁଥିବାର ଦେଖାଯାଉଛି। ମିଳିଥିବା ଖବର ଅନୁସାରେ, ବେଜିଂର ଅଧିକାଂଶ ଲୋକେ ଆଜିକାଲି ସ୍ଥାନୀୟ ବଜାର ହେଉ…
Read More...

ବାସ୍ତୁଶାସ୍ତ୍ରରେ ଝରକା ରଖିବାର ନିୟମ

ପ୍ରତ୍ୟେକ ଗୃହରେ ଝରକା ରହିବା ନିତାନ୍ତ ଆବଶ୍ୟକ। ନଚେତ୍ ଏହା ଘରର ପରିଚୟ ପାଇନଥାଏ ବୋଲି ବାସ୍ତୁବିତ୍‌ଙ୍କ ମତ। ଝରକା ସହାୟତାରେ ଘରକୁ କେବଳ ବାୟୁ ଚଳାଚଳ ଓ ଆଲୋକ ପ୍ରବେଶ ହୁଏନାହିଁ, ବରଂ ଉତ୍ତମ ଦିଗରେ ଏହା ଥିଲେ…
Read More...

ଲୋକାର୍ପିତ ହେଲା ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ

ବାଲେଶ୍ବର: ଦୀର୍ଘ ଦିନର ଦାବି ପୂରଣ ହୋଇଛି । ସୋମବାର ବାଲେଶ୍ବର ସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ…
Read More...

ଶୁଭଙ୍କର ପୁଣି ଗିରଫ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ସଂପୃକ୍ତ ଶୁଭଙ୍କର ନାୟକଙ୍କ ନାମରେ ଅସଦାଚରଣ ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ଗତକାଲି ପୁଣି ସେ ଗିରଫ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ, ରାଜଧାନୀ…
Read More...

ସାକ୍ଷୀଗୋପାଳଙ୍କ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ସୁଆଣ୍ଡୋ: ପୁରୀଜିଲାର ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ଶ୍ରୀ ସାକ୍ଷୀଗୋପାଳଙ୍କ ମନ୍ଦିରରେ ରବିବାର ଶ୍ରୀକୃଷ୍ଣ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଛି । ଠାକୁରଙ୍କ ପାରମ୍ପରିକ ନୀତିକାନ୍ତି ସରିବା ପରେ ସାହାଣମେଲା ଦର୍ଶନ ଆରମ୍ଭ…
Read More...

ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉତ୍ତର ଓଡିଶା ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଘୂର୍ଣ୍ଣି ବଳୟ ସମୁଦ୍ର ପତନରୁ ୩.୬ କିମି ଉଚ୍ଚତାରେ କେନ୍ଦ୍ରଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ,…
Read More...