୨୦୧୮ ସୁଦ୍ଧା ସଂଖ୍ୟାଧିକ କମ୍ପାନୀ ବିଭିନ୍ନ ଡିଜାଇନର ଦାମୀ ମଟର ସାଇକଲ୍୍ଗୁଡ଼ିକୁ ଇତିମଧ୍ୟରେ ବଜାର ପ୍ରବେଶ କରାଇଛନ୍ତି। ଯୁବପିଢ଼ିଙ୍କ ମୁଖ୍ୟ ସଉକ୍ ଭାବେ ଜଣାଯାଉଥିବା ଏଇ ମଟରସାଇକଲ୍ର ଇତିହାସ ବେଶ୍ ପୁରୁଣା। ୧୩୩ ବର୍ଷ ତଳେ ଅର୍ଥାତ୍ ୧୮୮୫ ଅଗଷ୍ଟ ୩୦ରେ ବିଶ୍ବର ପ୍ରଥମ ମଟର ସାଇକଲ୍ ତିଆରି ହୋଇଥିଲା। ଜର୍ମାନୀର ଇଂଜିନିୟର୍ ଗଟଲିବ୍ ଡେମଲର୍ ଏହି ମଟର ସାଇକଲ୍ ତିଆରି କରି ବିଶ୍ବବାସୀଙ୍କୁ ଏକ ଭିନ୍ନ ଅନୁଭବ ଦେଇଥିଲେ। ହାଇ-ସ୍ପିଡ୍ ଇଞ୍ଜିନ୍ ଖଚିତ ଏହି ମଟର ସାଇକଲ ଜର୍ମାନୀର ସଂଗ୍ରହାଳୟରେ ସ୍ଥାନିତ।
Popular Categories



