ଆମ ଗାଁ ଆମ ବିକାଶ: ୧୨୨ ପଞ୍ଚାୟତ ପାଇଁ ୨୮.୯୫ କୋଟି ମଞ୍ଜୁର

ଭୁବନେଶ୍ୱର: ରାଜ୍ୟର ୬ଟି ଜିଲାର ୬ଟି ବ୍ଲକ୍‍ର ୧୨୨ଟି ପଞ୍ଚାୟତର ବିକାଶ ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ‘ଆମ ଗାଁ ଆମ ବିକାଶ’ ଯୋଜନାରେ ଏହି ଅର୍ଥ ମଞ୍ଜୁର ହୋଇଛି।…
Read More...

ସମବାୟ ସମିତି ପକ୍ଷରୁ ସଚେତନତା କର୍ମଶାଳା

ଗଞ୍ଜାମ: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ସ୍ଥିତ ଯୁବଜ୍ୟୋତି ଯୁବ ସଂସଦ ଠାରେ କୁକୁଡ଼ାଖଣ୍ଡି ସେବା ସମବାୟ ସମିତି ଆନୁକୂଲ୍ୟରେ ‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ସଭାପତି କୈଳାସ…
Read More...

ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ଜଣେ ଶିକ୍ଷକ ଜନୈକା ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡ଼ିପୁର…
Read More...

ଯୁବତୀ ଚାଲାଣ ଉଦ୍ୟମ ଅଭିଯୋଗ, ୩ ଅଟକ

ଗଞ୍ଜାମ: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ଯୁବତୀ ଚାଲାଣ ଉଦ୍ୟମକୁ ଗ୍ରାମବାସୀମାନେ ଭଣ୍ଡୁର କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଆଜି ସକାଳୁ ଭୁବନେଶ୍ୱରରୁ ଆସିଥିବା ୨ ଜଣ…
Read More...

ଆଇନ ସେବା ପ୍ରାଧିକରଣ ପକ୍ଷରୁ ବ୍ରହ୍ମପୁର କୋର୍ଟ ପରିସରରେ ସ୍ୱତନ୍ତ୍ର ତାଲିମ ଶିବିର

ଗଞ୍ଜାମ: ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବ୍ରହ୍ମପୁର କୋର୍ଟ ପରିସରରେ ସ୍ୱତନ୍ତ୍ର ତାଲିମ ଶିବିର ଆୟୋଜିତ ହୋଇଛି । ଏହି ଶିବିର ୩ଦିନ ଧରି ଚାଲିବ । ସ୍ୱୀକୃତି ପ୍ରାପ୍ତ ଆଇନଜୀବୀଙ୍କ ପାଇଁ ଏହା ଏକ…
Read More...

ସରକାରଙ୍କ ନିଘା ନାହିଁ: ବିପଦସଙ୍କୁଳ ରାସ୍ତାରେ ଛାତ୍ରଛାତ୍ରୀ

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଆଠବାଟିଆ- ବୁଧେଇ ଗ୍ରାମର ଲୋକମାନେ ନଡିଆ କାଠଗଣ୍ଡି ସହାୟତାରେ ରାସ୍ତା ପାର ହେଉଥିବା ଦେଖାଯାଉଛି। ବର୍ଷାଦିନେ ଏହି ସମସ୍ୟା ଉତ୍କଟ ହେଉଛି। ବିଦ୍ୟାଳୟର…
Read More...

୪୪ଫୁଟ୍‍ ବୋରୱେଲ ଗାତରେ ଖସିପଡ଼ିଲା ୩ବର୍ଷର ଶିଶୁ

ମୁଙ୍ଗେର: ବିହାର ମୁଙ୍ଗେର ଜିଲାରେ ୩ବର୍ଷର ଏକ ଶିଶୁ ୪୪ଫୁଟ୍‍ ବୋରୱେଲ ଗାତରେ ଖସି ପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ଶିଶୁଟି ହଠାତ୍‍ ଏହି ଗାତରେ ଖସି ପଡ଼ିଥିଲା। ସ୍ଥାନୀୟ ପ୍ରଶାସନ ଓ ଏସଡିଆରଏଫ ଟିମ ପକ୍ଷରୁ…
Read More...

୫ ଛାତ୍ରୀଙ୍କୁ ବଳାତ୍କାର ପରେ ବ୍ଲାକମେଲ୍‍ : ଟ୍ୟୁସନ ଶିକ୍ଷକ ଗିରଫ

ଦେବଗଡ: ଟ୍ୟୁସନ ପଢୁଥିବା ୫ ଜଣ ଛାତ୍ରୀଙ୍କୁ ବଳାତ୍କାର ଓ ଏହାର ଭିଡିଓ ଉତ୍ତୋଳନ କରି ସେମାନଙ୍କୁ ବ୍ଲାକମେଲ କରିବା ଅଭିଯୋଗରେ କୁଣ୍ଢେଇଗୋଳ ଥାନା ପୁଲିସ ଆଜି ରବୀନ୍ଦ୍ର ସାହୁ ନାମକ ଜଣେ ଟ୍ୟୁସନ ଶିକ୍ଷକକୁ ଗିରଫ…
Read More...

ଭାରତକୁ ଆସୁଥିବା ସବୁ ମୁସଲମାନ୍‍ ଶରଣାର୍ଥୀ ନୁହନ୍ତି: ତ୍ରିପୁରା ରାଜ୍ୟପାଳ

ଅଗରତାଲା: ଭାରତକୁ ଆସୁଥିବା ସବୁ ମୁସଲମାନଙ୍କୁ ଶରଣାର୍ଥୀ କୁହାଯାଇପାରିବ ନାହିଁ ବୋଲି ତ୍ରିପୁରାର ରାଜ୍ୟପାଳ ତଥାଗତ ରାଏ କହିଛନ୍ତି। ଆସାମ୍‍ ଏନଆରସି ବିବାଦ ପରିପ୍ରେକ୍ଷୀରେ ଶ୍ରୀ ରାଏ କହିଛନ୍ତି ଯେ ରାଜନୈତିକ…
Read More...

ଦିଲ୍ଲୀରୁ ୩୯ନେପାଳୀ ଯୁବତୀ ଉଦ୍ଧାର

ନୂଆଦିଲ୍ଲୀ: ମାନବ ଚାଲାଣ ଅଭିଯୋଗରେ ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀର ପାହାଡ଼ଗଞ୍ଜ ଅଞ୍ଚଳରେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିବାଲ ଓ ଦିଲ୍ଲୀ ପୁଲିସ ଏକକାଳୀନ ଚଢଉ କରି ୩୯ନେପାଳୀ ଯୁବତୀଙ୍କୁ ଉଦ୍ଧାର…
Read More...

ମହାରାଷ୍ଟ୍ରରେ ମୁସଲିମଙ୍କ ପାଇଁ ୫% ସଂରକ୍ଷଣ ଦାବି

ମୁମ୍ବଇ: ମହାରାଷ୍ଟ୍ରରେ ଶିକ୍ଷା କ୍ଷେତ୍ରରେ ମୁସଲମାନଙ୍କ ପାଇଁ ୫% ସଂରକ୍ଷଣ ବ୍ୟବସ୍ଥା କରିବାକୁ ନ୍ୟାଶ୍‍ନାଲ୍‍ କଂଗ୍ରେସ ପାର୍ଟି(ଏନ୍‍ସିପି) ଦାବି କରିଛି। ଏହି ମର୍ମରେ ଏନ୍‍ସିପି ନେତା ମାଜିଦ୍‍ ମେମୋନ୍‍…
Read More...

ପାଇଲଟ ଝିଅର ବିମାନରେ ଏୟାର ହୋଷ୍ଟେଜ୍‍ ମା’ର ଶେଷ ଉଡ଼ାଣ

ମୁମ୍ବଇ: ଦୀର୍ଘ ୩୮ବର୍ଷ କାଳ ଏୟାର ଇଣ୍ଡିଆ ବିମାନରେ ଏୟାର ହୋଷ୍ଟେଜ ଭାବେ କାର୍ଯ୍ୟରତ ପୂଜା ଚିନଚାଙ୍କର ଶେଷ ଉଡାଣଟି ତାଙ୍କ ପାଇଁ ବେଶ୍‍ ସ୍ମରଣୀୟ ହୋଇ ରହିବ। କାରଣ ଅବସର ପୂର୍ବର ଶେଷ ଉଡ଼ାଣ ତାଙ୍କ ପାଇଁ ଥିଲା…
Read More...

ପାରାଦୀପରେ ତାଇୱାନ ଟିମ୍

ପାରାଦୀପ: ପାରାଦୀପ ବନ୍ଦରରେ ତାଇୱାନର ଏକ ବିଶେଷଜ୍ଞ ଟିମ୍ ପହଞ୍ଚିଛନ୍ତି। ସେଠାରେ ଗ୍ରୀନ ଫିଲ୍ଡ ପେଟ୍ରୋକେମିକାଲ୍ କ୍ରାକର ପ୍ରୋଜେକ୍ଟ ନିର୍ମାଣ ପାଇଁ ଏହି ଟିମ୍ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି। ଟିମ୍ର…
Read More...

ଜାଣନ୍ତୁ, ଧନହାନୀ ହେବାର ମୁଖ୍ୟ କାରଣ

ଧାର୍ମିକ ଗ୍ରନ୍ଥରେ ଦରିଦ୍ରତା ଦୂର କରିବା ଓ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ସମ୍ବନ୍ଧରେ ଅନେକ ତଥ୍ୟ ପ୍ରଦାନ କରାଯାଇଛି। ଗରୁଡ ପୁରାଣରେ ମଧ୍ୟ ଏହି ବିଷୟରେ ବର୍ଣ୍ଣିତ ହୋଇଛି। ମା ଲକ୍ଷ୍ମୀ କ୍ରୋଧ ହେବା ଦ୍ୱାରା…
Read More...

ଏନଆରସିରୁ ବାଦ୍‍ ପଡ଼ିଥିଲେ ମଧ୍ୟ ଭୋଟ ଅଧିକାର ମିଳିବ: ନିର୍ବାଚନ ଆୟୋଗ

ନୂଆଦିଲ୍ଳୀ: ଆସାମ ଜାତୀୟ ନାଗରିକ ପଞ୍ଜିକରଣ(ଏନ୍‍ଆରସି) ତାଲିକା ପ୍ରକାଶ ପାଇବା ପରେ ଭୋଟ ଦାନ ଅଧିକାରକୁ ନେଇ ବିବାଦ ସୃଷ୍ଟି ହୋଇଛି। ତାଲିକାରୁ ବାଦ୍‍ ପଡ଼ିଥିବା ୪୦ ଲକ୍ଷ ଲୋକ ଭୋଟ ଦେଇପାରିବେ ନାହିଁ ବୋଲି ଆଶଙ୍କା…
Read More...

ମହାରାଷ୍ଟ୍ର ସଂରକ୍ଷଣ ତାତି : ମୁମ୍ବଇରେ ଜେଲ୍‍ ଭରୋ ଆନ୍ଦୋଳନ

ମୁମ୍ବଇ: ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦାବିରେ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀ ଆନ୍ଦୋଳନ କ୍ରମଶଃ ତେଜିବାରେ ଲାଗିଛି। ମୋର୍ଚ୍ଚା ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ଡାକରା…
Read More...

ଅବୈଧ ନାଗରିକତା

ସମଗ୍ର ବିଶ୍ବରେ ଶରଣାର୍ଥୀ ଓ ଅନୁପ୍ରବେଶକାରୀଙ୍କ ନାଗରିକତା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବାବେଳେ ଭାରତକୁ ବି ସେଭଳି ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ। ସୋମବାର ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା…
Read More...

ବିକାଶ ଆସୁଛି, ବିକାଶ

ଗୋବିନ୍ଦଚନ୍ଦ୍ର ତ୍ରିପାଠୀ ଚାରିଆଡ଼େ ହୁରି ପଡ଼ିଛି ‘ବିକାଶ ଆସୁଛି, ବିକାଶ।’ ସିଏ ଆସିଲା କ୍ଷଣି କୁଆଡ଼େ ପରା ସୁଧୁରିଯିବ ସମସ୍ତଙ୍କ ଭାଗ୍ୟ ଆଉ ଭବିଷ୍ୟତ। ତେଣୁ ତା ଆସିବା ବାଟକୁ ଅନେଇ ରହିଛନ୍ତି କୋଉ ଅନାଦି କାଳରୁ…
Read More...

ସାଧନାର ଶକ୍ତି

ମୃତ୍ୟୁ ଆସନ୍ନ ଜାଣି ସଂଗୀତଜ୍ଞ ପିତା ନିଜର ପୁତ୍ର ବୈଜୁକୁ ପାଖକୁ ଡକାଇ କହିଲେ- ମୁଁ ଆଉ ବେଶୀ କ୍ଷଣ ବଞ୍ଚିବି ନାହିଁ। ହେଲେ ମୋର ଗଭୀର ଦୁଃଖ, ଅବସୋସ ରହିଗଲା ଯେ ମୁଁ ତାନ୍‌ସେନ୍‌ଙ୍କ ଉପରେ ପ୍ରତିଶୋଧ ନେଇପାରିଲିନି।…
Read More...

ଅନୁପ୍ରବେଶକାରୀଙ୍କୁ ହତ୍ୟା କରିବା ଉଚିତ: ବିଜେପି ନେତା

ହାଇଦ୍ରାବାଦ୍‍: ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ବିଜେପି ନେତା ତଥା ତେଲେଙ୍ଗାନାର ଜନୈକ ବିଧାୟକ ରାଜା ସିଂହ। ଭାରତର ସୁରକ୍ଷା ପାଇଁ ରୋହିଙ୍ଗ୍ୟା ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ…
Read More...

ରାଜନୀତିରେ ଧର୍ମର ପୁଞ୍ଜି

ବିଶ୍ବଚିନ୍ତାମଣି ଅମ୍ବିକା ପ୍ରସାଦ ପାଣି ନିକଟରେ ସାଂସଦ ଶଶୀ ଥରୁର ଦେଇଥିବା ମନ୍ତବ୍ୟ ‘ବିଜେପି ଯଦି ୨୦୧୯ରେ କ୍ଷମତାକୁ ଆସେ ତେବେ ଭାରତ ଏକ ହିନ୍ଦୁ ପାକିସ୍ତାନରେ ପରିଣତ ହେବ’କୁ ନେଇ ବିତର୍କ ଜୋର ଧରିଥିଲା। ଏଥି…
Read More...

ନବରଙ୍ଗପୁରରେ ପୁଣି ଶିଶୁକୁ ଚେଙ୍କ

ନବରଙ୍ଗପୁର: ନବରଙ୍ଗପୁର ଜିଲା ନିଶନାହାଣ୍ଡି ଗ୍ରାମରେ  ପୁଣି ଏକ ଶିଶୁକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି।  ୧ ବର୍ଷ ୪ ମାସର ଏହି ଶିଶୁର ମୁଣ୍ଡ ଓ ବେକରେ ୧୫ଟି ଚେଙ୍କ ଦିଆଯାଇଥିବା ଦେଖିବାକୁ ମିଳିଛି।  ଶିଶୁଟିର…
Read More...

ଏନ୍‍ଆରସିରୁ ବାଦ୍‍ ବ୍ୟକ୍ତିଙ୍କୁ ଫେରାଇ ନେବାର ପ୍ରଶ୍ନ ଉଠୁନି: ବାଂଲାଦେଶ

ଢାକା: ସଦ୍ୟ ପ୍ରକାଶିତ ଆସାମର ଜାତୀୟ ନାଗରିକ ପଞ୍ଜିକା(ଏନ୍‍ଆରସି) ତାଲିକାରୁ ବାଦ୍‍ ପଡ଼ିଥିବା ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ବାଂଲାଦେଶରେ ସ୍ଥାନ ମିଳିବ ନାହିଁ। ସେମାନଙ୍କୁ ବାଂଲାଦେଶ ସରକାର ନାଗରିକ ଭାବରେ ଗ୍ରହଣ…
Read More...

ବନକଲାଗି ନିମନ୍ତେ ୪ଘଣ୍ଟା ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ଏହି ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ସମୟରେ ୪ଘଣ୍ଟା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ବନ୍ଦ…
Read More...

ବସ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ବାଲେଶ୍ୱର: ଖନ୍ତାପଡା ଥାନା ନିକଟରେ ବସ ଭାରସାମ୍ୟ ହରାଇ ଜଣେ ସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲା ଖନ୍ତାପଡା ଥାନା ୧୬ ନମ୍ବର ଜାତୀୟ ରାଜପଥ ଗୌଡୁଣି ପୋଖରୀ ନିକଟରେ ବାରିପଦା…
Read More...

ଗଣେଶଙ୍କ କୃପାରୁ ବାସ୍ତୁ ଦୋଷ ଦୂର କରନ୍ତୁ

ଘରେ ଯେକୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ଗଣେଶଙ୍କୁ ପୂଜା କଲେ ବାସ୍ତୁ ଦୋଷ ହୋଇଥାଏ। ଘରର ମୁଖ୍ୟ ଦ୍ୱାର,ପୂଜା ସ୍ଥାନ,ରୋଷେଇ ଘର ଓ କାର୍ଯ୍ୟାଳୟରେ ଥିବା ବାସ୍ତୁଦୋଷ ଗଣେଶ…
Read More...

ଟେଷ୍ଟ ସିରିଜ୍‍: ଭାରତୀୟ ବୋଲିଂ ଉପରେ ସମସ୍ତଙ୍କ ନଜର

ଲଣ୍ଡନ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ରେ ଭାରତୀୟ ଦଳ କେଉଁ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ତାହାକୁ ନେଇ ଚର୍ଚ୍ଚା ଜୋର୍‍ ଧରିଛି। ଦଳ ଇଂଲଣ୍ଡ ମାଟିରେ ୫ଜଣ…
Read More...

୧୮ ନୁହେଁ; ୧୯ରେ ସାଧାରଣ ନିର୍ବାଚନ

ଭୁବନେଶ୍ବର : ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସାଧାରଣ ନିର୍ବାଚନ ୨୦୧୯ ଏପ୍ରିଲ କିମ୍ବା ମେ ମାସ ବେଳକୁ ଅର୍ଥାତ ଧାର୍ଯ୍ୟ ସମୟରେ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର…
Read More...

ପ୍ରିକ୍ୱାର୍ଟରରେ ସାଇନା; ୨ୟ ରାଉଣ୍ଡରେ ଶ୍ରୀକାନ୍ତ

ନାନ୍‍ଜିଙ୍ଗ୍‍(ଚୀନ) : ଭାରତର ସାଇନା ନେହୱାଲ ଏଠାରେ ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ରେ ମହିଳା ସିଙ୍ଗଲ୍‍ସ ପ୍ରିକ୍ୱାର୍ଟରକୁ ଉନ୍ନୀତ ହୋଇଥିବାବେଳେ ପୁରୁଷ ସିଙ୍ଗଲ୍‍ସରେ କିଦାମ୍ବି ଶ୍ରୀକାନ୍ତ…
Read More...

ବଜ୍ରପାତରେ ୨ମହିଳା ମୃତ

ସୁନ୍ଦରଗଡ଼ : ଗତ ଜୁନ ମାସରେ ତଳସରା ଥାନା ଶାଗବାହାଲ ଗ୍ରାମରେ ବଜ୍ରାଘାତରେ ଦୁଇଭାଇ ସମେତ ୩ହକି ଖେଳାଳୀଙ୍କ ଜୀବନ ଯିବା ଘଟଣା ମାନସପଟରୁ ନ ଲିଭୁଣୁ ଆଜି ପୁଣି ଅପରାହ୍ନରେ ସଦର ଥାନା ଅନ୍ତର୍ଗତ କଟଙ୍ଗିଡ଼ିହି ଗ୍ରାମରେ…
Read More...

ଏନଏସସିବି କଲେଜ ଅଧ୍ୟାପକଙ୍କୁ ମହାତ୍ମା ଗାନ୍ଧୀ ସମ୍ମାନ

ସମ୍ବଲପୁର : ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ମୁଖ୍ୟ ଡ. ବିଶ୍ୱମୋହନ ଜେନାଙ୍କୁ ଲଣ୍ଡନସ୍ଥିତ ଏନ୍ଆରଆଇ୍ ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ଆସନ୍ତା ଅକ୍ଟୋବର ୨୫ ତାରିଖରେ ମହାତ୍ମା ଗାନ୍ଧୀ…
Read More...

ଚିନି ଉତ୍ପାଦନ ଲକ୍ଷ୍ୟ ୩୨୨ ଲକ୍ଷ ଟନ, ୨୫୦ ଲକ୍ଷ ଟନ ଛୁଇଁବ ଘରୋଇ ଚାହିଦା

ନୂଆଦିଲ୍ଲୀ: ଅକ୍ଟୋବର ୨୦୧୭ ରୁ ସେପ୍ଟେମ୍ବର ୨୦୧୮ ମଧ୍ୟରେ ମୋଟ ୩୨୨ ଲକ୍ଷ ମେଟ୍ରିକ ଟନ ଚିନି ଉତ୍ପାଦନ କରିଯିବ ବୋଲି  ଆକଳନ କରାଯାଇଛି। ପୂର୍ବ ବର୍ଷ ୨୦୨.୨୭ ଲକ୍ଷ ମେଟ୍ରିକ ଟନ ଚିନି ଉତ୍ପାଦିତ ହୋଇଥିଲା। ଏଥର ୨୫୦…
Read More...

ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଗଛଭାଙ୍ଗି ଜଣେ ଗୁରୁତର

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ରାତିରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସରକାରୀ ବାସଗୃହରେ ଏକ ବିଶାଳ ଗଛ ଭାଙ୍ଗି କରି ପଡିଛି। ଏହି ଗଛ ମୂଳ ନିକଟରୁ ଭାଙ୍ଗି ପଡିବା ଦ୍ୱାରା ବିଶ୍ୱନାଥ ଦାସ ନାମକ…
Read More...

ଫୋନରେ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଏମକେ ମୁଖ୍ୟ ଶ୍ରୀ ଏମ.କେ.ଷ୍ଟାଲିନଙ୍କ ସହ କଥାହୋଇ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିଛନ୍ତି। ସୂଚନାଯୋଗ୍ୟ…
Read More...

ପାରାଦୀପ ସମେତ ଦେଶର ୪ଟି ପିସିପିଆଇଆର ପ୍ରକଳ୍ପରେ ୭.୬୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଯୋଜନା

ନୂଆଦିଲ୍ଲୀ: ପାରାଦୀପ ସମେତ ଦେଶରେ ମୋଟ ୪ଟି ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋରସାୟନ ପୁଞ୍ଜି ନିବେଶ ଅଂଚଳ (ପିସିପିଆଇଆର) ପ୍ରତିଷ୍ଠା କରାଯାଉଛି। ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧,୮୨,୭୭୨ କୋଟି ଟଙ୍କାର ପୁଞ୍ଜି…
Read More...

ଟିସିଏସ୍‍କୁ ଟପି ପ୍ରଥମ ସ୍ଥାନ ଗ୍ରହଣ କଲା ରିଲାନ୍ସ

ନୂଆଦିଲ୍ଲୀ : ମଙ୍ଗଳବାର ବଜାର ମୂଲ୍ୟାଙ୍କନ ଅନୁସାରେ ରିଲାନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ ଦେଶର ଏକ ନମ୍ବର କମ୍ପାନୀର ମାନ୍ୟତା ହାସଲ କରିଛି। ବମ୍ବେ ଷ୍ଟକ୍‍ ଏକ୍ସଚେନ୍‍ଜ(ବିଏସ୍‍ଇ) ଦେଇଥିବା ରିପୋର୍ଟ ଅନୁସାରେ ରିଲାନ୍ସ…
Read More...

ହ୍ୱାଟସଆପ୍‌ର ନୂଆ ଫିଚର୍‌ , ଏକାଥରକେ  ୪ ଜଣ କରିପାରିବେ ଭିଡିଓ କଲିଂ

ନୂଆଦିଲ୍ଲୀ : ହ୍ୱାଟସ୍‌ଆପ୍‌ ଏହାର ନୂଆ ଅପ୍‌ଡେଟ୍‌ରେ ଏକାଥରକେ ୪ ଜଣ ଭିଡିଓ କଲିଂ କରିବା ଫିଚର ଆଣିଛି । ପୂର୍ବୁର ୨ ଜଣ ଭିଡିଓ କଲ କରିପାରୁ ଥଲେ । ଏବେ ୪ ଫୋନ୍‌ରେ ୪ ଜଣ ଏକାଥରକେ ଭିଡିଓ କଲିଂ କରି ପାରିବେ । ଜଣେ…
Read More...

୧୫ ବର୍ଷ ପରେ ମଙ୍ଗଳ ଗ୍ରହ ହେଲା ପୃଥିବୀର ସବୁଠାରୁ ନିକଟତର, ଖାଲି ଆଖିରେ ଏହାକୁ ଦେଖି ପାରିବେ

ଭୁବନେଶ୍ୱର : ମହାକାଶରେ ବିରଳ ମହାଜାଗତିକ ଘଟଣା। ଦୀର୍ଘ ୧୫ ବର୍ଷରେ ମଙ୍ଗଳ ଗ୍ରହ ପୁଣି ପୃଥିବୀର ନିକଟତର ହୋଇଛି। ଏହାଫଳରେ ମଙ୍ଗଳ ଗ୍ରହ ଦୁଇଗୁଣ ଉଜ୍ଜ୍ୱଳ ଦେଖାଯାଉଛି। ଆକାଶ ମେଘମୁକ୍ତ ରହିଲେ ମଙ୍ଗଳ ଗ୍ରହକୁ ଅଗଷ୍ଟ…
Read More...

ବିବାହ ପୂର୍ବରୁ ହଜିଲା ପାସପୋର୍ଟ,ସହଯୋଗର ହାତ ବଢାଇଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଆମେରିକାରେ କାର୍ଯ୍ୟରତ ଜଣେ ଭାରତୀୟଙ୍କୁ ସହଯୋଗର ହାତ ବଢାଇଛନ୍ତି କେନ୍ଦ୍ର ବୈଦେଶୀକ ବ୍ୟାପର ମନ୍ତ୍ରୀ ସୁଷମା ସ୍ୱରାଜ। ଦେବତା ରବି ତେଜା ନାମକ ଏହି ଯୁବକଙ୍କ ଭାରତରେ ବିବାହ ତାରିଖ ଚୂଡ଼ାନ୍ତ ହୋଇ…
Read More...

ଜରାନିବାସର ବୟୋଜ୍ୟେଷ୍ଠ ନାଗରିକ ଓ ଭିକାରୀ ହେବେ କ୍ୟାଲେଣ୍ଡର ମଡେଲ

କଲକାତା: ନୂଆ ବର୍ଷର କ୍ୟାଲେଣ୍ଡରରେ ଆପଣ କିପରି ଫଟୋ ଦେଖିବାକୁ ଚାହୁଁଛନ୍ତି? ସାଧାରଣତଃ ନୂଆ ବର୍ଷର କ୍ୟାଲେଣ୍ଡରରେ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଅଥବା ସୁନ୍ଦର ମଡ଼େଲକୁ ସ୍ଥାନ ଦିଆଯାଇ ଥାଏ। ତେବେ ୨୦୧୯ନୂଆ ବର୍ଷ…
Read More...

ଯାଦୁକରୀ ପ୍ରଭାବ

ମହର୍ଷି ଦୟାନନ୍ଦ ସମାଜ ସଂସ୍କାର ଉଦ୍ଦେଶ୍ୟରେ ଯେଉଁଯେଉଁ ସ୍ଥାନରେ ପ୍ରବଚନ ଦେଉଥିଲେ ସେଠାରେ ଅମିରଚନ୍ଦ ନାମକ ଜଣେ ବ୍ୟକ୍ତି ଗୀତ ଗାଉଥିଲେ। ତାଙ୍କର କଣ୍ଠ ଥିଲା ସୁଲଳିତ। ତେଣୁ ଶ୍ରୋତାମାନଙ୍କର ଖୁବ୍‌ ପସନ୍ଦଯୋଗ୍ୟ…
Read More...

ଭାତ, ସତ ଓ ରାଜନୀତି

ଗରିବଙ୍କ ପାଇଁ ସରକାରୀ କଲ୍ୟାଣକାରୀ ଯୋଜନା ଆରମ୍ଭ ହେଲେ ହଠାତ୍‌ ରାଜନୀତିକ ଗରିବଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିଯାଏ। ଥୋଡ଼େ ଖାଲିପାଟିଆ ନିଜକୁ ନିଃସ୍ବ ଦର୍ଶାଇ ଗରିବୀ ତାଲିକାରେ ନାମ ଦରଜ କରାଇନେବାରେ ସଫଳ…
Read More...

‘ନ୍ୟୁ ଇଣ୍ଡିଆ’ ଓ ସଂରକ୍ଷଣ

ଏକ ଅସମାନ ସମାଜରେ ଅନଗ୍ରସର ବର୍ଗଙ୍କୁ ପାଠପଢ଼ା ଓ ନିଯୁକ୍ତିରେ ସଂରକ୍ଷଣ କିଛି ସୁବିଧା ସୁଯୋଗ ପ୍ରଦାନ କରିବା ମନ୍ଦ ବିଚାର ନୁହେଁ। ତେବେ ଏହି ସଂରକ୍ଷଣରେ କେବଳ ଜାତିକୁ ପ୍ରାଧାନ୍ୟ ଦେଇ ଆର୍ଥିକସ୍ଥିତିକୁ ବିଚାରକୁ…
Read More...

ଅମଲାତନ୍ତ୍ର ଉପରେ ସରକାରଙ୍କ କର୍ତ୍ତୃତ୍ବ

ଅଶୋକ କୁମାର ତାରେଣିଆ ରାଜ୍ୟ ସରକାର କହିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀଙ୍କୁ ବୁଝାଏ। ଅମଲାତନ୍ତ୍ର ସରକାରଙ୍କ ଅଧୀନରେ। ସରକାରଙ୍କ ନିର୍ଦେଶାନୁଯାୟୀ ଅମଲାତନ୍ତ୍ର କାମ କରିବା କଥା। ରାଜ୍ୟର ଶାସନଭାର…
Read More...

ଭାରତରେ ନିର୍ବାଚନ ଚାନ୍ଦା ଓ କଳାଧନ

ସୂର୍ଯ୍ୟନାରାୟଣ କର ଯାହା ଦେଖାଯାଇଛି ଅଥବା ଦେଖାଯାଉଛି, ଭାରତବର୍ଷରେ ଯେତେଗୁଡ଼ିଏ ରାଜନୈତିକ ଦଳ ନିର୍ବାଚନରେ ଅଂଶଗ୍ରହଣ କରନ୍ତି, ସେମାନେ ଗଭୀର ଆତ୍ମସନ୍ତୋଷ ସହିତ ପ୍ରଚାର କରନ୍ତି ଯେ ସେମାନଙ୍କର ଦଳ ନିର୍ବାଚନରେ…
Read More...

ମକା ଖାଇ ପାଣି ପିଉଛନ୍ତି କି! ସାବଧାନ

ବର୍ଷାଦିନେ ମକା ଖାଇବା ଅନେକ ଲୋକଙ୍କୁ ପସନ୍ଦ ଥାଏ। ବର୍ଷାରେ ଲେମ୍ବୁ ଓ ଅନେକ ମସଲା ପକାଇ ମକା ଖାଇବାର ମଜା ଅଲଗା ପ୍ରକାର ଅଟେ। ଏହି ମକା କେବଳ ସ୍ୱାଦ ପାଇଁ ନୁହେଁ ଆମ ଶରୀର ପାଇଁ ମଧ୍ୟ ଅନେକ ଉପକାରୀ ହୋଇଥାଏ।…
Read More...

ଲଣ୍ଡନ:ୱେଷ୍ଟମିନଷ୍ଟର କୋର୍ଟରେ ମାଲ୍ୟା;ପ୍ରତ୍ୟାର୍ପଣର ଚୂଡ଼ାନ୍ତ ଶୁଣାଣି ଆଜି

ନୂଆଦିଲ୍ଲୀ: ପ୍ରତ୍ୟାର୍ପଣ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ଶିଳ୍ପପତି ବିଜୟ ମାଲ୍ୟା ମଙ୍ଗଳବାର ଲଣ୍ଡନ ୱେଷ୍ଟମିନଷ୍ଟର କୋର୍ଟରେ ହାଜର ହୋଇଛନ୍ତି। ତାଙ୍କ ବିରୋଧରେ ଲଣ୍ଡନରେ ଚାଲିଥିବା ପ୍ରତ୍ୟାର୍ପଣ ମାମଲାରେ ଆଜି…
Read More...

ଜାଣନ୍ତୁ, ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ କ’ଣ ପାଇଁ ଦିଆଯାଏ ଫିଙ୍ଗର୍‍ ବାଓଲ !

ଆପଣମାନେ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥାନ୍ତି। ଖାଇବା ପରେ ଉଷୁମ ପାଣିରେ ଲେମ୍ବୁ ପକାଇ ହାତ ଧୋଇବାକୁ ଦିଆଯାଇଥାଏ। ଏହାକୁ ଫିଙ୍ଗର୍‍ ବାଉଲ (ହାତ ଧୋଇବା ପାତ୍ର) କୁହାଯାଏ। ଖାଇବା ପରେ ସେଥିରେ ଧୋଇ ହୋଇ…
Read More...

୪୦ଲକ୍ଷ ବେଆଇନ ଅନୁପ୍ରବେଶକାରୀଙ୍କ ପାଇଁ କାହିଁକି ଏତେ ଦରଦ: ଅମୀତ ଶାହ

ନୂଆଦିଲ୍ଲୀ: ଆସାମରେ ଏନଆରସି ଦ୍ୱାରା ଜାରି ଚୂଡ଼ାନ୍ତ ତାଲିକାରେ ୪୦ଲକ୍ଷ ଲୋକଙ୍କୁ ଭାରତୀୟ ନାଗରୀକତାରୁ ବଞ୍ଚିତ କରାଯାଇଛି। ଏହାକୁ ନେଇ ସୋମବାର ଦିବସ ବ୍ୟାପୀ ସଂସଦରେ ହୋ-ହଲ୍ଲା ଲାଗିଥିବାବେଳେ ମଙ୍ଗଳବାର ଏହି…
Read More...

ଘରେ ବୁଢିଆଣୀ ଜାଲ ରହିବାର କୁପ୍ରଭାବ

ମହାଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଘରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ଘରେ ପରିବାର ଲୋକ ମାନେ ଅଧିକ ପରିଶ୍ରମ କରିବା ସତ୍ତ୍ବେ ଉଚିତ ଫଳ ମିଳି ନଥାଏ। ବାସ୍ତୁଶାସ୍ତ୍ରରେ ଏହି ସମ୍ପର୍କରେ ଅନେକ…
Read More...

ଜାଣନ୍ତୁ, ଘରେ ତୁଳସୀ ଗଛ ଲଗାଇବାର ସଠିକ ଦିଗ

ହିନ୍ଦୁ ଧର୍ମରେ ଘରେ ତୁଳସୀ ଗଛ ଲଗାଇବା ଦ୍ୱାରା ଅନେକ ଶୁଭ ମିଳିଥାଏ। ତୁଳସୀଙ୍କୁ ମାଆ ଲକ୍ଷ୍ମୀଙ୍କ ଅବତାର ବୋଲି କୁହାଯାଇଛି। ମାନ୍ୟତା ଅନୁସାରେ ତୁଳସୀ ଗଛ କୁପ୍ରଭାବରୁ ରକ୍ଷା କରିଥାଏ। ଏହାଦ୍ବାରା ଘରେ…
Read More...

ନିଆଁରେ ପୋଡି ହୋଇ ମହିଳା ଓ ୯ ମାସ ଶିଶୁ ମୃତ

ବାରିପଦା: ବାରିପଦା ସଦର ଥାନା ଅନ୍ତର୍ଗତ ତେଲବିଲା ଗ୍ରାମରେ ଜଣେ ମହିଳା ଓ ତାଙ୍କ ୯ମାସର ଶିଶୁ ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କରିଛନ୍ତି। ତେଲବିରା ଗ୍ରାମର ସୁନାରାମ ସିଂଙ୍କ ପତ୍ନୀ ଠାକୁର ମଣି ସିଂ ଓ ତାଙ୍କ ଶିଶୁ…
Read More...

ପ୍ରତିଶୋଧରୁ ହତ୍ୟା; ଧରମ ପୁଅ ଗିରଫ

ଧାମନଗର: ଧାମନଗର ଥାନା ଦଇପୁର ପଞ୍ଚାୟତ ତାଳସିଠା ଗ୍ରାମରେ ଜଣେ ମହିଳାଙ୍କୁ ଶିଳପୁଆରେ ଛେଚି ହତ୍ୟା କରିବା ଓ ତାଙ୍କ ନାବାଳିକା ଝିଅକୁ ବଳାତ୍କାର କରି ଫେରାର ଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି।…
Read More...

ସଡ଼କ ଦୁର୍ଘଟଣାରେ ୪ମୃତ, ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲାରେ ଏକ ସଡକ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ…
Read More...

ଶ୍ରାବଣ ମାସକୁ କାହିଁକି ଭଗବାନ ଶିବଙ୍କ ମାସ କୁହାଯାଏ? ଜାଣନ୍ତୁ କିଛି ଅଲୌକିକ କଥା

ପୌରାଣିକ ମତ ଅନୁସାରେ ସୃଷ୍ଟିର ଆରମ୍ଭରୁ ବେଦପତି ବ୍ରହ୍ମା ସୃଷ୍ଟିକର୍ତ୍ତା, ଭଗବାନ ବିଷ୍ଣୁ ପାଳନ କର୍ତ୍ତା ଓ ଦେବଦେବ ମହାଦେବ ସଂହାରକର୍ତ୍ତା ଭାବେ ସଂସାର ପରିପାଳନ କରିଆସୁଛନ୍ତି। ଶ୍ରାବଣ ମାସ ଆରମ୍ଭରେ ଭଗବାନ…
Read More...

କମିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ : ବିଶ୍ୱ ବଜାର ଓ ସ୍ଥାନୀୟ ବଜାରରେ ସୁନାର ଚାହିଦା କମ୍‍ ରହିଥିବାରୁ ଦର କମିଥିବା ଦେଖିବାକୁ ମିଳିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନାର ଦର ୩୦ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୩୦,୭୫୦…
Read More...

ବର୍ଷାରେ ଫସୁଛି କି ଆପଣଙ୍କ ଗାଡି? ସର୍ତକତା ପାଇଁ ଅବଲମ୍ବନ କରନ୍ତୁ ଏହି ତିନି ଉପାୟ

ନୂଆଦିଲ୍ଲୀ : ବର୍ଷାଋତୁ ଆସିବା ପରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଅଚାନକ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେଉଥିବା ଦେଖିବାକୁ ମିଳିଛି। ତେବେ ରାସ୍ତା ଘାଟରେ ପାଣି ଜମି ଅନେକ…
Read More...

ଆସୁଛି ପଲସର୍‍ର ନୂଆ ମଡେଲ, ଆକର୍ଷଣୀୟ ରୂପ ସହ ରହିଛି ଅନେକ ସୁବିଧା

ନୂଆଦିଲ୍ଲୀ : ଭାରତୀୟ ଅଟୋମୋବାଇଲ କମ୍ପାନୀ ‘ବଜାଜ ଅଟୋ’ ନିଜର ଲୋକପ୍ରିୟ ବାଇକ ପଲସର୍‍ର ନୂତନ ମଡେଲ ଖୁବ୍‍ ଶୀଘ୍ର ଭାରତୀୟ ବଜାରକୁ ଛାଡିବ। ବଜାଜ ଅଟୋର ନୂତନ ମଡେଲ ପଲସରରେ ଗ୍ରାହକଙ୍କ ପାଇଁ ଅନେକ ସୁବିଧା ରହିଛି।…
Read More...

ଜୀବନ ଉପରେ ଆଇନ ଗବେଷଣା ଶିଖନ୍ତୁ ଆଇନଜୀବୀ : ପ୍ରଧାନ ବିଚାରପତି

କଟକ : ଶିକ୍ଷାର ଅଭ୍ୟାସ ପାଇଁ ବିଦ୍ୟାର୍ଥୀଙ୍କୁ ସକ୍ଷମ କରାଇବା ନିମନ୍ତେ ଆଇନ୍‌ ଶିକ୍ଷା ହେଉଛି ଏକ ଯାତ୍ରା। ନ୍ୟାୟିକ ବ୍ୟବସ୍ଥାରେ ନ୍ୟାୟ ପ୍ରଦାନକାରୀ ସଂସ୍ଥା ଓ ଲୋକଙ୍କ ମଧ୍ୟରେ ଏକ ସେତୁଭାବେ କାର୍ଯ୍ୟ କରନ୍ତି…
Read More...

 ଭଦ୍ରକ ହତ୍ୟା ଘଟଣାରେ ନୂଆ ମୋଡ , ନାବାଳିକାକୁ ବଳାତ୍କାର ପରେ ମାଆକୁ ହତ୍ୟା କରାଯାଇଥିବା ଏସ୍‌ପିଙ୍କ ସୂଚନା

ଭଦ୍ରକ: ଧାମନଗର ଥାନା ଦଇପୁର ପଞ୍ଚାୟତ ତାଳସିଠା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣା ନୂଆ ମୋଡ ନେଇଛି । ନାବାଳିକାକୁ ହାତ ଗୋଡ ବାନ୍ଧି ବଳାତ୍କାର କରିବା ପରେ ଅଭିଯୁକ୍ତ ମାଆକୁ ଶିଳପୁଆରେ…
Read More...

ଋଣ ପରିଶୋଧ ପରେ ବି କଟୁଥିଲା କିସ୍ତି: ବିଧବାଙ୍କୁ ମିଳିଲା ନ୍ୟାୟ,ଆଇସିଆଇସିଆଇ ବ୍ୟାଙ୍କକୁ ଅର୍ଥଦଣ୍ଡ

ହାଇଦ୍ରାବାଦ: ଋଣ ପରିଶୋଧ ହେବା ସତ୍ତେ୍ୱ ବ୍ୟାଙ୍କ କର୍ତ୍ତୁପକ୍ଷ କିସ୍ତି କାଟିବା ଘଟଣାକୁ କେନ୍ଦ୍ର କରି ଜନୈକା ବିଧବାଙ୍କୁ ଖାଉଟି ଅଦାଲତ ନ୍ୟାୟ ପ୍ରଦାନ କରିଛି। ହାଇଦ୍ରାବାଦର କେପିଏଚବି କଲୋନୀର ଏନ୍‍ ସ୍ୱରାଜ…
Read More...

ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ପାଇପ୍‍ ମିସ୍ତ୍ରୀଙ୍କ ଜଘନ୍ୟ କାଣ୍ଡ: ପତ୍ନୀଙ୍କ ମୁଣ୍ଡକୁ ହାତୁଡ଼ିରେ ଛେଚିଲେ, କରତରେ…

ଫରିଦାବାଦ: ଜନୈକ ପାଇପ ମିସ୍ତ୍ରୀ ତାର ୪ବର୍ଷର ପୁଅର ଗଳାକୁ ବିଦ୍ୟୁତଚାଳିତ କରତରେ କାଟିବା ସହ ପତ୍ନୀଙ୍କୁ ହାତୁଡ଼ିରେ ଛେଚି ହତ୍ୟା କରିବା ଅଭିଯୋଗରେ ପୁଲିସ ହାତରେ ଗିରଫ ହୋଇଛି। ଶନିବାର ବିଳମ୍ବିତ ରାତିରେ ହରିୟାନା…
Read More...

ଆଠମଲ୍ଲିକରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଅନୁଗୁଳ: ଆଠମଲ୍ଲିକରେ ସୋମବାର ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଆଠମଲ୍ଲିକ ବିକାଶ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଅଇଡ଼ା ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟକୁ ଅନ୍ୟତ୍ର ବନମାଳୀପୁରକୁ ସ୍ଥାନାନ୍ତରଣ…
Read More...

ବିଝାଂରପୁର ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର: ବିଝାଂରପୁର ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଜୁମ୍ମା ସେଖକୁ ପୁଲିସ ଗିରଫ କରିଛି। ସୂଚନାଯୋଗ୍ୟ ଯେ, ଫେବୃଆରୀ ୯ ତାରିଖ ବିଳମ୍ବିତ ରାତିରେ କେତେକ ଦୁବୃର୍ତ୍ତ କପିଳା ରାସ୍ତାରେ ଜଣେ ସୁନା ବ୍ୟବସାୟୀ ଓ…
Read More...

ଏହି କ୍ରୀଡ଼ାବିତ୍‍ଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର କରିବାକୁ ଚାହୁଁଛନ୍ତି ଅକ୍ଷୟ

ନୂଆଦିଲ୍ଲୀ : ଫିନ୍‍ଲ୍ୟାଣ୍ଡର ୨୦ ବର୍ଷରୁ କମ୍‍ ବିଶ୍ୱ ଆଥ୍‍ଲେଟିକ୍ସ ଚାମ୍ପିଅନ୍‍ସିପ୍‍ରେ ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ହୀମା ଦାସଙ୍କ ଜୀବନୀକୁ ନେଇ ଅକ୍ଷୟ କୁମାର ଚଳଚ୍ଚିତ୍ର…
Read More...

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ

ବାଙ୍କୀ: ବାଙ୍କୀ ଥାନା ଅନ୍ତର୍ଗତ ଅଂଶୁପା ରୋଡର ମାଳବିହାରପୁର ଗ୍ରାମ ସଞ୍ଜୋଗୀ ରାସ୍ତା ଖନ୍ଦକପୋଲ ନିକଟରେ ୨୫ବର୍ଷ ବୟସର ଜଣେ ଯୁବକର ମୃତଦେହ ପଡିଥିବାର ପୋଲିସ ପକ୍ଷରୁ ସୂଚନା ମିଳିଥିଲା। ସୁବର୍ଣ୍ଣପୁର ବିଟ୍ ହାଉସ୍…
Read More...

ଦିଲ୍ଲୀ ବୁରାଡ଼ି ମାମଲାର ଝାଡ଼ଖଣ୍ଡରେ ପୁନରାବୃତ୍ତି; ଗୋଟିଏ ପରିବାରର ୭ଜଣ ମୃତ

ରାଞ୍ଚି: ରାଜଧାନୀ ଦିଲ୍ଲୀରେ ଗୋଟିଏ ପରିବାରର ୧୧ଜଣଙ୍କ ମୃତ୍ୟୁ ଘଟଣା ଅନୁରୂପ ଝାଡ଼ଖଣ୍ଡରେ ଗୋଟିଏ ପରିବାରର ୭ଜଣ ସଦସ୍ୟଙ୍କ ରହସ୍ୟମୟ ମୃତ୍ୟୁ ସମଗ୍ର ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିସ୍ଥିତ…
Read More...

ସୁନା ମୁଦି ପିନ୍ଧିବାର ଗୁରୁତ୍ୱ

ସୁନା ଏକ ମୂଲ୍ୟବାନ ଧାତୁ ଅଟେ। ବହୁ ଲୋକ ସୁନା ପିନ୍ଧିବାକୁ ଖୁବ ପସନ୍ଦ କରିଥାନ୍ତି। ସୁନାର ବିଭିନ୍ନ ଅଳଙ୍କାର ଧାରଣ କରିବା ଦ୍ୱାରା ଶରୀରର ସୌନ୍ଦର୍ଯ୍ୟ ମଧ୍ୟ ବଢିଥାଏ। ମାତ୍ର ସୁନାର ଅଳଙ୍କାର ମଧ୍ୟରେ ହାତରେ ସୁନା…
Read More...

ଆଇଆରସିଟିସି ଦୁର୍ନୀତି: ଲାଲୁ,ରାବଡ଼ି ଓ ତେଜସ୍ୱୀଙ୍କୁ ସମନ୍‍

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଖାଦ୍ୟ ବ୍ୟବସ୍ଥା ଓ ପର୍ଯ୍ୟଟନ ନିଗମ(ଆଇଆରସିଟିସି) ଦୁର୍ନୀତି ଘଟଣାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମେତ ତାଙ୍କ ପତ୍ନୀ ରାବଡ଼ି ଦେବୀ ଓ ପୁତ୍ର ତେଜସ୍ୱୀଙ୍କୁ ଦିଲ୍ଲୀ କୋର୍ଟ…
Read More...

ଝିଅକୁ ବାନ୍ଧି ମାଆକୁ ହତ୍ୟା

ଧାମନଗର: ଧାମନଗର ଥାନା ଦଇପୁର ପଞ୍ଚାୟତ ତାଳସିଠା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଦୁବୁର୍ତ୍ତ ଝିଅକୁ ବାନ୍ଧି ତା ସମ୍ମୁଖରେ ମାଆକୁ ହତ୍ୟା କରିଛି। ମୃତ ମହିଳାଙ୍କ ନାମ ଭକ୍ତିଲତା…
Read More...

ବସ ଷ୍ଟାଣ୍ଡରୁ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି: ମାଲକାନଗିରି ବସ ଷ୍ଟାଣ୍ଡରୁ ୬ଜଣ ଶିଶୁ ଶ୍ରମିକ ଉଦ୍ଧାର କରାଯାଇଛି। ମାଲକାନଗିରି ଜିଲା ଭଣ୍ଡାରୀ ପାଙ୍ଗମ ଗ୍ରାମରୁ ଏହି ୬ଜଣ ଶିଶୁ ଶ୍ରମିକ କାଲିମେଳା କାମରେ ନିୟୋଜିତ ହେବାକୁ ଯାଉଥିଲେ। ମାଳକାନଗିରି…
Read More...

ମସ୍ତିଷ୍କ ସହ ଜଡ଼ିତ କିଛି ଅଜଣା କଥା

ମଣିଷ ମସ୍ତିଷ୍କ ବିଷୟରେ ବହୁତ ଏପରି ଚିତ୍ତାକର୍ଷକ କଥା ଅଛି ଯାହା ଅଧିକାଂଶ ଲୋକେ ଜାଣି ନାହାନ୍ତି। ମସ୍ତିଷ୍କ ହିଁ ଶରୀର ସବୁଠାରୁ ଜଟିଳ ଅଙ୍ଗ। ତେବେ ଆସନ୍ତୁ ଜାଣିବା ଏହି ଜଟିଳ ଅଙ୍ଗ ବିଷୟରେ କିଛି ଖାସ୍‍ କଥା – -…
Read More...

ବଡଭାଇର ଠେଙ୍ଗା ମାଡରେ ସାନ ଭାଇର ମୃତ୍ୟୁ

ବଡବିଲ: ବଡଭାଇର ଠେଙ୍ଗା ମାଡରେ ସାନ ଭାଇର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଷ୍ଟେସନ ରୋଡ ସ୍ଥିତ ଲାଇନ ହଟିଙ୍ଗ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି। ପାରିବାରିକ କଳହରୁ ବଡ ଭାଇ ସାନ ଭାଇକୁ…
Read More...

ଜାଣନ୍ତୁ! ଶ୍ରାବଣରେ ବିଶ୍ୱରନାଥ ପ୍ରଭୁ ମହେଶ୍ୱରଙ୍କ ପୂଜାର ବିଧି

ସୋମବାର ସାଧାରଣ ଭାବେ ଶିବଙ୍କୁ ପୂଜା କରାଯାଇଥାଏ। କିନ୍ତୁ ଏହି ଶ୍ରାବଣ ମାସରେ ପ୍ରଭୁ ଭୋଳାଶଙ୍କରଙ୍କର ପୂଜାର ବହୁ ମହତ୍ତ୍ୱ ରହିଛି। ୩ଟି ଶବ୍ଦରେ ପ୍ରସନ୍ନ ହୋଇଥାଆନ୍ତି ପ୍ରଭୁ ଶଙ୍କର। ଶିବଙ୍କୁ ଦୟାଳୁ ଓ ଭୋଳା…
Read More...

ଗୁରୁପ୍ରିୟାକୁ ମାଓବାଦୀଙ୍କ ବିରୋଧ: ନିର୍ମାଣ କଲେ ସହିଦ ସ୍ତୁପ

ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ କୁରମାନୁର ଛକ ନିକଟରେ ମାଓବାଦୀମାନେ ସହିଦ ମାଓବାଦୀ ସ୍ତୁପ ସ୍ଥାପନ କରିଛନ୍ତି। ଏହି ସ୍ତୁପକୁ ମାଲକାନଗିରି କୋରାପୁଟ ବିଶାଖା ଡିଭିଜନ କମିଟି ପକ୍ଷରୁ ନିର୍ମାଣ କରାଯାଇଛି।…
Read More...

ପୂର୍ଣ୍ଣ ସମର୍ପଣ

ସବୁକିଛି ଠିକ୍‌ଠାକ୍‌ ଚାଲିଥିଲାବେଳେ ହଠାତ୍‌ ପରିବାର ଉପରେ ଦୁର୍ଦିନର କଳାବାଦଲ ଦେଖାଦେଇଥିଲା। ଅତି ଆକସ୍ମିକ ଭାବରେ ପ୍ରଥମେ ଯୁବକଙ୍କ ମାଆ ଓ ପରେପରେ ରୋଜଗାରକ୍ଷମ ବାପା ଅକାଳ ମୃତ୍ୟୁବରଣ କରିଥିଲେ। ଏବେ ପରିବାର…
Read More...

ଆଧାର ଅସୁରକ୍ଷିତ?

ଦୁଇ ସପ୍ତାହ ତଳେ ଆଇନ ଓ ନ୍ୟାୟ ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଧାର ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ବେଶ୍ ବାହୁସ୍ଫୋଟ ମାରିଥିଲେ। ସେ କହିଥିଲେ ଯେ କୋଟିଏ ଥର ଉଦ୍ୟମ…
Read More...

ଆସାମରେ ୪୦ଲକ୍ଷ ଅବୈଧ ନାଗରିକ

ନୂଆଦିଲ୍ଲୀ: ନ୍ୟାସନାଲ ରେଜିଷ୍ଟାର ଅଫ ସିଟିଜେନ୍‍(ଏନଆରସି) ପକ୍ଷରୁ ଜାରି ହୋଇଥିବା ଚୂଡ଼ାନ୍ତ ଡ୍ରାଫ୍ଟ ଅନୁଯାୟୀ ଆସାମରେ ୨କୋଟି ୮୯ଲକ୍ଷ ୮୩ହଜାର ୬୭୭ବ୍ୟକ୍ତିଙ୍କୁ ନାଗରିକତ୍ୱ ମିଳିଥିବାବେଳେ ୪୦ଲକ୍ଷ ନାଗରିକ ଅବୈଧ…
Read More...

‘ପରୀ ରଥ’ ପରିଭ୍ରମଣର ପରେ ପରେ

ବଳରାମ ସାହୁ କିଛି ଦିନ ପୂର୍ବେ ଆମ ରାଜ୍ୟ ସରକାର ଓଡ଼ିଶା ପୁଲିସର ଉଦ୍ୟମରେ ରାଜ୍ୟରେ ଘଟୁଥିବା ନାବାଳିକା, ଶିଶୁ ଓ କିଶୋରୀମାନଙ୍କ ଉପରେ ହେଉଥିବା ଦୁଷ୍କର୍ମ, ହତ୍ୟା ଓ ଅତ୍ୟାଚାରକୁ ପ୍ରଶମିତ କରିବାପାଇଁ ଏହି ଘୃଣ୍ୟ…
Read More...

ତ୍ରୁଟିପୂର୍ଣ୍ଣ ଅଧ୍ୟାପକ ମନୋନୟନ ନୀତି

ନିକଟ ଅତୀତରେ ଖଲିକୋଟ ବିଶ୍ବବିଦ୍ୟାଳୟର ଅଧ୍ୟାପକ ମନୋନୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଉପରେ ପ୍ରାଶାସନିକ ତଦନ୍ତ ହେଉଥିବାର ସମ୍ବାଦ ପ୍ରକାଶ ପାଇଥିଲା। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବହୁ ମେଧାବୀ…
Read More...

ପେଟ୍ରୋଲ ପମ୍ପ ନିକଟରୁ ଅଜଗର ସାପ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲା ପ୍ରାପ୍ତିପାଣି ଗ୍ରାମରେ ଦଶ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଛି। ପ୍ରାପ୍ତିପାଣି ଗ୍ରାମର ଗଙ୍ଗାଧର ବୁରୁଦା ନାମକ ଜଣେ ବ୍ୟକ୍ତିଙ୍କ ପେଟ୍ରୋଲ ପମ୍ପ ନିକଟରୁ ଅଜଗର ସାପ ଉଦ୍ଧାର…
Read More...

ଶ୍ରାବଣ ମାସର ସୋମବାର: ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୨୦ହଜାର କାଉଡିଆ

ଆରଡି: ପବିତ୍ର ଶ୍ରାବଣମାସରେ ମହାଦେବ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି ନିମନ୍ତେ ରାଜ୍ୟ ଓ ରାଜ୍ୟ ବାହାରୁ ୨୦ହଜାର କାଉଡିଆଭକ୍ତଙ୍କ ସମାଗମ ହୋଇଛି । ହଜାର-ହଜାର କାଉଡିଆଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ…
Read More...

ଦହି ପୋଟଳ

ଆବଶ୍ୟକ ସାମଗ୍ରୀ ପୋଟଳ – ୫୦୦ ଗ୍ରାମ ବଟା ହୋଇଥିବା (ପିଆଜ,ଅଦା,ରସୁଣ ) ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ଗରମ ମସଲା ଲୁଣ - ଆବଶ୍ୟକ ଅନୁଯାୟୀ ଦହି – ୧କପ କଟା ଧନିଆ ପତ୍ର ପ୍ରସ୍ତୁତ ପ୍ରଣାଳୀ -…
Read More...

ଶ୍ରାବଣ ମାସରେ ଶିବଙ୍କୁ ଏହି ଦ୍ରବ୍ୟ ଅର୍ପଣ କରନ୍ତୁ

ଶ୍ରାବଣ ମାସର ପ୍ରଥମ ସୋମବାର ଆଜି ଠାରୁ ଆରମ୍ଭ ହୋଇଯାଇଛି। ଶ୍ରାବଣ ମାସ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ଏହି ଦିନ ଶିବଙ୍କୁ…
Read More...

ପୂର୍ବ ଶତ୍ରୁତାରୁ ଯୁବକକୁ ଗୁଳି କରି ହତ୍ୟା ଅଭିଯୋଗ

ଗଞ୍ଜାମ: ଗଞ୍ଜାମ ଜିଲା ସେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁରେ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ଯୋଗେଶ ସ୍ବାଇଁ ନାମକ ଯୁବକର ମୃତ୍ୟୁ ହୋଇଯାଇଛି। ମୃତ ଯୋଗୀଙ୍କ ଛାତିରେ ୨ ଟି ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ…
Read More...

ମାଲେସିଆରେ ଅପହୃତ ଭାରତୀୟ ଉଦ୍ଧାର, ୩ ପାକିସ୍ତାନୀ ଗିରଫ

ନୂଆଦିଲ୍ଲୀ : ମାଲେସିଆରେ ଅପହୃତ ଜଣେ ଭାରତୀୟଙ୍କୁ ମାଲେସିଆ ପୁଲିସ୍‍ ଉଦ୍ଧାର କରିବାରେ ସଫଳ ହୋଇଛି ବୋଲି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ପ୍ରକାଶ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ପାକିସ୍ତାନର ୩ ନାଗରିକଙ୍କୁ…
Read More...

ଛୁଟିରେ ଥିବା ସୁରକ୍ଷା କର୍ମୀଙ୍କୁ ଘରେ ପଶି ହତ୍ୟା କଲେ ଆତଙ୍କବାଦୀ

ଜାମ୍ମୁ : ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀମାନେ ଜଣେ ସିଆରପିଏଫ ଯବାନଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଛନ୍ତି। ମୃତ ଯବାନଙ୍କ ନାମ ନାସିର ଅହମଦ ରାଦର ସେ କିଛି ଦିନ ତଳେ ଘରକୁ ଛୁଟିରେ ଆସିଥିଲେ। ସୂଚନା…
Read More...

ଟ୍ରାକ୍ଟର ରେସିଂ ପ୍ରତିଯୋଗିତା ବେଳେ ଖସିପଡ଼ିଲା ଟିଣ ଛାତ, ୧୭ ଆହତ

ଶ୍ରୀଗଙ୍ଗାନଗର : ରାଜସ୍ଥାନ ଶ୍ରୀଗଙ୍ଗାନଗର ଧାନମଣ୍ଡିଠାରେ ରବିବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ରେସିଂ ପ୍ରତିଯୋଗିତା ଚାଲୁଥିବାବବେଳେ ଏକ ଟିଣ ଛାତ ଗଳିପଡ଼ି ୧୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା…
Read More...

ସୋମବାର ରାଶିଫଳ

ମେଷ: ସମ୍ମାନର ସହ କାର୍ଯ୍ୟ ସମ୍ପାଦନ କରିବେ। ଆୟ ଯଥେଷ୍ଟ ପରିମାଣର ହୋଇପାରେ। କୀର୍ତ୍ତିମାନ ହେବେ। ଧର୍ମ କର୍ମରେ ଦୀକ୍ଷିତ ହେବେ। ଦେବ ଦର୍ଶନ କରି ସୁଖୀ ହେବେ। ସରକାରୀ ସ୍ତରରୁ ଅର୍ଥ ଓ ସମ୍ମାନ ମିଳିବ। ବୃଷ:…
Read More...