www.samajalive.in
Sunday, December 7, 2025
26.1 C
Bhubaneswar

ଘରେ ବୁଢିଆଣୀ ଜାଲ ରହିବାର କୁପ୍ରଭାବ

ମହାଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଘରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ଘରେ ପରିବାର ଲୋକ ମାନେ ଅଧିକ ପରିଶ୍ରମ କରିବା ସତ୍ତ୍ବେ ଉଚିତ ଫଳ ମିଳି ନଥାଏ। ବାସ୍ତୁଶାସ୍ତ୍ରରେ ଏହି ସମ୍ପର୍କରେ ଅନେକ ତଥ୍ୟ ପ୍ରଦାନ କରାଯାଇଛି।ଘରେ ବୁଢିଆଣୀ ଜାଲ ଥିଲେ ତାହା କୁପ୍ରଭାବର ସଙ୍କେତ ଦେଇଥାଏ। ଏହାଦ୍ୱାରା ଘରେ ଅନେକ ଅସୁବିଧା ଦେଖା ଦେଇଥାଏ। ଘରେ ନକାରାତ୍ମକ ଶକ୍ତିର ପ୍ରଭାବରେ ଧନ ଓ ସୁଖ-ସମୃଦ୍ଧି ନଷ୍ଟ ହୋଇଯାଏ। ଘରର ଯେଉଁ ସ୍ଥାନରେ ବୁଢିଆଣୀ ଜାଲ ରହିଥିବ ତାହାକୁ ଶୀଘ୍ର ସଫା କରି ଦିଅନ୍ତୁ।
– ଯେଉଁ ଘର ଠିକ ଭାବେ ସଫା ହୋଇ ନଥାଏ ସେହିଠାରେ ବୁଢିଆଣୀ ଜାଲ ହୋଇଥାଏ। ଏହାଦ୍ମାରା ଘରେ ମା ଲକ୍ଷ୍ମୀଙ୍କ କୃପା ମିଳି ନଥାଏ। ଏହାର ପ୍ରଭାବରେ ଘରେ ସର୍ବଦା ଧନର ଅଭାବ ଦେଖା ଯାଇଥାଏ।
– ଘରେ ବୁଢିଆଣୀ ଜାଲ ରହିବା ଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଏହାର ଖରାପ ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। ପରିବାର ସଦସ୍ୟଙ୍କ ଦେହ ଖରାପ ମଧ୍ୟ ହୋଇଥାଏ।– ଘରର ଯେଉଁ ସ୍ଥାନରେ ବୁଢିଆଣୀ ଜାଲ ରହିଥାଏ ସେହି ସ୍ଥାନରେ ନକାରାତ୍ମକ ଶକ୍ତି ଅଧିକ ରହିଥାଏ। ସେହି ସ୍ଥାନରେ ରହୁଥିବା ବ୍ୟକ୍ତିଙ୍କ ସ୍ୱଭାବ ଉପରେ ଖରାପ ପ୍ରଭାବ ପଡିଥାଏ।
– ବୁଢିଆଣୀ ଜାଲ ରହିଥିବା ଘରେ ସର୍ବଦା କଳହ ସୃଷ୍ଟି ହୋଇଥାଏ। ପରିବାର ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପରିବାର ସଦସ୍ୟ ଯେକୌଣସି କାମ କଲେ ମଧ୍ୟ ଅସଫଳ ହୋଇଥାନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories