Browsing Tag

RBI

କମିବ ଗୃହ ଓ କାର୍‌ ଋଣ କିସ୍ତି

ମୁମ୍ବଇ : ଦୀର୍ଘ ୫ ବର୍ଷ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର ହ୍ରାସ କରିଛି। ଯାହା ଆଶା କରାଯାଉଥିଲା ଯେ, ସୁଧ ହାର ୨୫ ବେସିକ୍‌ ପଏଣ୍ଟ ହ୍ରାସ ହୋଇପାରେ, ତାହା ହିଁ ହୋଇଛି। ଫଳରେ ସୁଧ ହାର ୬.୨୫ %କୁ ହ୍ରାସ…
Read More...

ଜାନୁଆରୀ ପହିଲାରୁ ଚାଷୀଙ୍କୁ ମିଳିବ ୨ ଲକ୍ଷର ବନ୍ଧକମୁକ୍ତ ଋଣ

ମୁମ୍ବଇ : ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବନ୍ଧକମୁକ୍ତ କୃଷିଋଣ ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ୨୦୨୫ ଜାନୁଆରୀ ୧ରୁ ଏହା ଲାଗୁ ହେବ। କୃଷି କ୍ଷେତ୍ରରେ…
Read More...

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାୟିତ୍ବ ନେଲେ ସଞ୍ଜୟ ମାଲହୋତ୍ରା

ମୁମ୍ବଇ : ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମାଲହୋତ୍ରା। କେନ୍ଦ୍ର ଅର୍ଥ ବିଭାଗର ରାଜସ୍ବ ସଚିବ ଦାୟିତ୍ବ ଛାଡ଼ି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ…
Read More...

ପୁଣି ଶୀର୍ଷ ମାନ୍ୟତା ପାଇଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପୁଣି ଶୀର୍ଷ ମାନ୍ୟତା ପାଇଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ। ଆମେରିକାସ୍ଥିତ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ଲଗାତର ଦ୍ଵିତୀୟ ବର୍ଷ ପାଇଁ ବୈଶ୍ଵିକ…
Read More...

ପୁଣି ରେପୋ ରେଟ୍‍ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତିରେ ପୁଣି ଅପରିବର୍ତ୍ତିତ ରହିଛି ରେପୋ ରେଟ୍‍ । ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି କମିଟି ମିଟିଂରେ ନିଆଯାଇଥିବା ନିଷ୍ପତି ଅନୁସାରେ ରେପୋ ରେଟ୍‍…
Read More...

ଏଚଡିଏଫସି ବ୍ୟାଙ୍କ ଉପରେ ୧୦ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ: ଏଚଡିଏଫସି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୦ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି। ନିୟାମକ ବ୍ୟବସ୍ଥା ଅନୁପାଳନ କରିନଥିବା କାରଣରୁ ଏହି ଜରିମାନା କରାଯାଇଥିବା ଆରବିଆଇ ପକ୍ଷରୁ…
Read More...

କୋଭିଡ ଚିକିତ୍ସା ଭିତ୍ତିଭୂମି ପାଇଁ ରିଜର୍ଭ ବ୍ୟାଙ୍କର ୫୦,୦୦୦ କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା ; ରାଜ୍ୟଗୁଡିକ ପାଇଁ…

ମୁମ୍ବଇ: ଦେଶରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଜନିତ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କେତେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପଦକ୍ଷେପ ଘୋଷଣା କରିଛି।…
Read More...

କୋଭିଡ ପାଇଁ ବାଧାପ୍ରାପ୍ତ ହେବନାହିଁ ଅର୍ଥନୈତିକ ପୁନରୁଦ୍ଧାର; ଆଶ୍ୱାସନା ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ମୁମ୍ବଇ: ଦେଶରେ ଆରମ୍ଭ ହୋଇଥିବା କୋଭିଡର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏହାକୁ ରୋକିବା ଦିଗରେ ସମସ୍ତଙ୍କର ପ୍ରଚେଷ୍ଟା ଲୋଡା ବୋଲି ସେ…
Read More...

ରେପୋ ରେଟ୍‌ ୪%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ମୁଦ୍ରା ନୀତି କମିଟି(ଏମପିସି) ବୈଠକ ଶୁକ୍ରବାର ଶେଷ ହୋଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ…
Read More...

ଆସନ୍ତାକାଲିଠାରୁ ମୁଦ୍ରାନୀତି କମିଟିର ୩ ଦିନିଆ ବୈଠକ

ନବଗଠିତ ମୁଦ୍ରାନୀତି କମିଟିର ୩ ଦିନିଆ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଶୁକ୍ରବାର ଦିନ ଘୋଷଣା କରାଯିବ। ଏହି ବୈଠକ ଗତ ମାସ ୨୯ ତାରିଖରୁ ଆରମ୍ଭ…
Read More...