Browsing Tag

ipl 2020

କରୋନା ସମୟରେ ଆଇପିଏଲ୍‌ ଆୟୋଜନ କରି ମାଲାମାଲ୍‌ ହୋଇଛି ବିସିସିଆଇ

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ସଫଳତାର ସହ ଆଇପିଏଲ୍‌ ଆୟୋଜନ କରିଥିଲା। ଦେଶରେ କରୋନା ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି…
Read More...

୨୦୨୧ରେ ସିଏସ୍‌କେ ଧୋନିଙ୍କୁ ରଖିବା ଅନୁଚିତ : ଆକାଶ ଚୋପ୍ରା

ନୂଆଦିଲ୍ଲୀ : ୨୦୨୧ ଆଇପିଏଲ୍‌ ପୂର୍ବରୁ ଯଦି ମେଗା ଖେଳାଳି ନିଲାମ ଅନୁଷ୍ଠିତ ହୁଏ; ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମହେନ୍ଦ୍ର ସିଂହ ଧୋନିଙ୍କୁ ଛାଡ଼ିଦେବା ଉଚିତ ହେବ। ଏହା କହିଛନ୍ତି ପୂର୍ବତନ ଭାରତୀୟ ଓପ୍‌ନର…
Read More...

ଆଇପିଏଲ୍‌ ଫାଇନାଲ : ପନ୍ତ-ଶ୍ରେୟସଙ୍କ ଅଦ୍ଧଶତକ,ମୁମ୍ବଇକୁ ୧୫୭ ରନ୍‌ର ଟାର୍ଗେଟ୍ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ : ଦୁବାଇ ଇଣ୍ଟରନ୍ୟାଶନାଲ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଚଳିତ ଆଇପିଏଲର ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ବପକ୍ଷ ମୁମ୍ବଇକୁ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଟସ୍‌ ଜିତି…
Read More...

କିଏ ପିନ୍ଧିବ ଆଇପିଏଲ ୨୦୨୦ ବିଜୟ ମୁକୁଟ? ପ୍ରଥମ ଥର ଫାଇନାଲକୁ ଯାଇଥିବା ଦିଲ୍ଲୀ ନା ପଞ୍ଚମ ଥର ପାଇଁ ଚମ୍ପିଆନ ହେବ…

ଦୁବାଇ : କରୋନା ମହାମାରୀ ଯୋଗୁ ଦୁବାଇ, ୟୁଏଇରେ ଆୟାଜନ କରାଯାଇଥିବା ଆଇପିଏଲ-୧୩ ତମ ସଂସ୍କରଣ ୫୨ ଦିନର ମ୍ୟାଚ ସମାପ୍ତ ହୋଇଛି। କରୋନା ପାଇଁ ଚଳିତ ବର୍ଷ ଆଇପିଏଲ ଆୟୋଜନ ଏକ ଆହ୍ବାନରେ ପରିଣତ ହୋଇଥିଲେ ମଧ୍ୟ ବିସିସିଆଇ…
Read More...

ଆଜି କ୍ବାଲିଫାୟର-୨ : ଫାଇନାଲ ଲକ୍ଷ୍ୟରେ ଦିଲ୍ଲୀ ଓ ହାଇଦରାବାଦ

ଆବୁଧାବି : ଆଇପିଏଲ-୧୩ର ୨ୟ କ୍ବାଲିଫାୟାର ରବିବାର ଖେଳାଯିବ। ଫାଇନାଲ ଖେଳିବା ପାଇଁ ଏହି ନିର୍ଣ୍ଣାୟକ ମୁକାବିଲାରେ ଡେଭିଡ୍‌ ୱାର୍ଣ୍ଣର ନେତୃତ୍ବାଧୀନ ସନ୍‌ରାଇଜର୍ସ ହାଇଦରାବାଦ୍ ଓ ଶ୍ରେୟାସ ଆୟର ନେତୃତ୍ବାଧିନ…
Read More...

ମୁମ୍ବଇ ଇଣ୍ଡିଆନ୍ସକୁ ୧୦ ୱିକେଟରେ ହରାଇ ପ୍ଲେଅଫ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ

ଶାରଜା : ଚଳିତ ଆଇପିଏଲ୍‌-୧୩ର ଶେଷ ଲିଗ୍‌ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବଇ ଇଣ୍ଡିଆନ୍ସକୁ ୧୦ ୱିକେଟରେ ହରାଇ ପ୍ଲେଅଫକୁ ପ୍ରବେଶ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ଆଜିର ମ୍ୟାଚରେ ସନ୍‌ରାଇଜର୍ସ…
Read More...

ଆର୍‌ସିବିକୁ ହରାଇଲା ଦିଲ୍ଲୀ; ଉଭୟ ଦଳ ପ୍ଲେଅଫ୍‌ରେ

ଆବୁଧାବି : ଚଳିତ ଆଇପିଏଲ୍‌​‌ରେ ସୋମବାର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୬ ୱିକେଟରେ ଦିଲ୍ଲୀ ପରାସ୍ତ କରିଛି। ଏହି ଫଳାଫଳ ସତ୍ତ୍ବେ ଉଭୟ ଦିଲ୍ଲୀ ଓ ଆର୍‌ସିବି…
Read More...

ଆଇପିଏଲ ୨୦୨୦ : ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୨୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ସାରଜା : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୫୨ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି…
Read More...

ଆଇପିଏଲ ୨୦୨୦ : ଟସ୍‌ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୫୦ତମ ମ୍ୟାଚ ଶୁକ୍ରବାର ଆବୁଧାବିରେ ରାଜସ୍ଥାନ ରୟାଲ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ରାଜସ୍ଥାନ…
Read More...

ଆଇପିଏଲ ୨୦୨୦: ଆଜିର ମ୍ୟାଚ ଖେଳୁନାହାନ୍ତି ହିଟ୍‌ମ୍ୟାନ ରୋହିତ, ଟସ୍‌ ଜିତି ମୁମ୍ବଇର ବୋଲିଂ ନିଷ୍ପତ୍ତି

ସାରଜା: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଚଳିତ ସଂସ୍କରଣର ଶୁକ୍ରବାର ସାରଜାରେ ୪୧ ତମ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସ ଓ ମୁମ୍ବଇ ଇଣ୍ଡିଆନ୍‌ସ ମୁକାବିଲା ହେଉଛି। ସାରଜା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ…
Read More...