Browsing Tag

ipl 2020

ଆଇପିଏଲ ୨୦୨୦ : ଟସ୍ ଜିତି କଲକାତା ନାଇଟ ରାଇଡର୍ସର ବ୍ୟାଟିଂ ନିଷ୍ପତ୍ତି

ଆବୁଧାବି : ଆଇପିଏଲ ୩୯ତମ ମ୍ୟାଚରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କଲକାତା ନାଇଟ ରାଇଡର୍ସ ମଧ୍ୟରେ ଲଢେଇ । ଆବୁଧାବି ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି…
Read More...

ଚେନ୍ନଇ ସୁପର କିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଚଳିତ ଆଇପିଏଲରୁ ବାଦ୍‌ ପଡିଲେ ଡ୍ୱେନ୍ ବ୍ରାଭୋ

ଦୁବାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ ତମ ସଂସ୍କରଣର ପ୍ଲେଅଫ ଦୌଡରୁ ବାଦ ପଡିବା ଦ୍ବାରରେ ଥିବା ଚେନ୍ନଇ ସୁପର କିଙ୍ଗ୍ସକୁ ଲାଗିଛି ଆଉ ଏକ ବଡ ଝଟକା। ଦଳର ଷ୍ଟାର ଖେଳାଳି ତଥା ନିର୍ଭରଯୋଗ୍ୟ  ଅଲରାଉଣ୍ଡର…
Read More...

କଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ ପଦ ଛାଡିଲେ ଦୀନେଶ କାର୍ତ୍ତିକ, ଇୟାନ ମୋର୍ଗାନ କେକେଆରର ନୂଆ ଅଧିନାୟକ

ଆବୁଧାବି : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୩୨ତମ ମ୍ୟାଚ ଆବୁଧାବିରେ ମୁମ୍ବଇ ଇଣ୍ଡିଆନ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ । ଆଜିର ମ୍ୟାଚ ପୂର୍ବରୁ କଲକାତା ନାଇଟ୍‌ ରାଇଡର୍ସ…
Read More...

କାର୍ତ୍ତିକଙ୍କ ପାଇଁ ବିରାଟ ଆହ୍ବାନ

ସାରଜା : ଇଣ୍ଡିଆନ ପ୍ରିମିୟର ଲିଗ୍‌ ଚଳିତ ସଂସ୍କରଣର ୨୮ତମ ମ୍ୟାଚରେ ସୋମବାର ସାରଜାରେ କଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ। ଉଭୟ ଦଳ ପାଇଁ ପ୍ରଥମ ରାଉଣ୍ଡର ଶେଷ ଲିଗ୍‌…
Read More...

ଚେନ୍ନଇ ପାଇଁ ୧୬୫ ରନର ବିଜୟ ଲକ୍ଷ୍ୟ

ଦୁବାଇ : ଆଇପିଏଲ-୨୦୨୦ରେ ଆଜି ଚେନ୍ନଇ ସୁପର କିଙ୍ଗ୍ସ ପାଇଁ ସନରାଇଜର୍ସ ହାଇଦରାବାଦ ୧୬୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ପ୍ରଥମେ ବ୍ୟାଟିଂ ଆରମ୍ଭ କରି ହାଇଦରାବାଦ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୫…
Read More...

ସ୍ମିଥ୍‍-ସାମ୍‍ସନଙ୍କ ପ୍ରହାରରେ ଚେନ୍ନଇକୁ ହରାଇଲା ରାଜସ୍ଥାନ

ଶାରଜା : ଚଳିତ ଆଇପିଏଲ୍‍ର ୪ର୍ଥ ମ୍ୟାଚରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍‍ସ। ମଙ୍ଗଳବାର ଖେଳା ଯାଇଥିବା ମ୍ୟାଚରେ ୧୬ ରନରେ ଚେନ୍ନଇ ସୁପର କିଙ୍ଗ୍‍ସକୁ ରାଜସ୍ଥାନ ପରାସ୍ତ କରିଛି। ଚଳିତ ସଂସ୍କରଣରେ ପ୍ରଥମ ୨ ଶହରୁ…
Read More...

ପାଡିକଲ ଓ ଡି’ଭିଲିଅର୍ସଙ୍କ ଅର୍ଦ୍ଧଶତକ : ହାଇଦରାବାଦକୁ ୧୦ ରନରେ ପରାସ୍ତ କଲା ଆରସିବି

ଦୁବାଇ : ଚଳିତ ଆଇପିଏଲ୍‍ର ୧୩ଶ ସଂସ୍କରଣର ୩ୟ ମ୍ୟାଚରେ ବିଜୟୀ ହୋଇଛି ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି)। ସୋମବାର ଖେଳା ଯାଇଥିବା ମ୍ୟାଚ୍‍ରେ ଆର୍‍ସିବି ୧୦ ରନ୍‍ରେ ପୂର୍ବତନ ଚମ୍ପିଆନ୍‍ ସନ୍‍ରାଇଜର୍ସ…
Read More...

ଧୋନି ସିଏସ୍‌କେର ପରବର୍ତ୍ତୀ ଅଧିନାୟକ ପ୍ରସ୍ତୁତ କରୁଛନ୍ତି : ବ୍ରାଭୋ

ମୁମ୍ବଇ : ଭାରତୀୟ ଦଳର ଅଧିନାୟକ ଥିବା ବେଳେ ବିରାଟ କୋହଲିଙ୍କୁ ଦଳର ପରବର୍ତ୍ତୀ ଅଧିନାୟକ ଭାବେ ଗଢ଼ିବା ସହ ପ୍ରସ୍ତୁତ କରାଇଥିଲେ ମହେନ୍ଦ୍ର ସିଂହ ଧୋନି। ଯେତେବେଳେ ଧୋନି ଅନୁଭବ କଲେ ଯେ କୋହଲି ଏହି ଦାୟିତ୍ୱ ପାଇଁ…
Read More...

ଆଇପିଏଲ୍‍ ଖେଳସୂଚୀ ଘୋଷଣାରେ ବିଳମ୍ବ କାହିଁକି?

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଧନଶାଳୀ ଓ ଲୋକପ୍ରିୟ ଟ୍ୱେଣ୍ଟି୨୦ ଲିଗ୍‍ ଆଇପିଏଲ୍‍ ଖେଳିବା ପାଇଁ ଦେଶବିଦେଶର ଖେଳାଳି ଏବେ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ ଡେରା ପକାଇଛନ୍ତି। ଆଇପିଏଲ୍‍ର ୮ଟିଯାକ…
Read More...

ଆଇପିଏଲ୍ ୨୦୨୦‌ : ୟୁଏଇରେ ପହଞ୍ଚିଲେ ସମସ୍ତ ଦଳ

ଦୁବାଇ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍‍ ପ୍ରିମିୟର ଳିଗ୍‍ (ଆଇପିଏଲ୍‍)ର ଚଳିତ ସଂସ୍କରଣରେ ଖେଳିବାକୁ ଦିଲ୍ଲୀ କ୍ୟାପିଟାଲ୍‍ସ ଓ ସନ୍‍ରାଇଜର୍ସ ହାଇଦରାବାଦ୍‍ ଦଳ ରବିବାର ୟୁଏଇରେ ପହଞ୍ଚିଛନ୍ତି। କରୋନା…
Read More...