ଦୁଷ୍କର୍ମୀକୁ ୨୦ ବର୍ଷ ସଜା

ସମ୍ବଲପୁର: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ସଜା ମିଳିଛି। ୨୦୨୨ରେ ଅଇଁଠାପାଲି ଥାନା ଅଞ୍ଚଳରେ ଦୁଷ୍କର୍ମ ପାଇଁ ଦୋଷୀ ଗୋପୀନାଥ ମୁଣ୍ଡାକୁ ପୋକ୍ସୋ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

Comments are closed.