ପୁରୀରେ ହେବ ବିମାନବନ୍ଦର

ସମାଜ ଡିଜିଟାଲ ଡେସ୍କ: ପୁରୀରେ ନିର୍ମାଣ ହେବ ବିମାନବନ୍ଦର। ବିଧାନସଭାରେ ଏହି ଉତ୍ତର ଦେଇଛନ୍ତି ପରିବହନ ମନ୍ତ୍ରୀ। ପରିବହନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ ମନ୍ତ୍ରୀ ଏହା କହିଛନ୍ତି। ବିମାନବନ୍ଦର ପାଇଁ ୧୧୬୪ ଏକର ଜମି ଚୂଡ଼ାନ୍ତ ହୋଇଥିବା ସୂଚନା ଦିଆଯାଇଛି।

Comments are closed.