ଭୁବନେଶ୍ୱର: ଗ୍ରାମୀଣ ଗୃହ ନିର୍ମାଣ ପାଇଁ ବାଲି ଯୋଗାଣ ନିମନ୍ତେ ଏସଓପି ଜାରି କରଯାଇଛି। ଗ୍ରାମୀଣ ଗୃହ ନିର୍ମାଣ ପାଇଁ ବାଲି ଯୋଗାଣ ନିମନ୍ତେ ପଞ୍ଚାୟତ ସମିତି ଦ୍ୱାରା ପରିଚାଳନା ନେଇ ଏସଓପି ଜାରି ହୋଇଛି। ଗ୍ରାମୀଣ ଗୃହ ନିର୍ମାଣ ଏବଂ ଆଇଏଚଏଚଏଲ୍ ଇତ୍ୟାଦି କାମ ପାଇଁ ଲାଗୁ ହେବ। ବିଡିଓ ଏନେଇ ଜିଲା ପରିଷଦ ସିଡିଓ-କମ-ଇଓଙ୍କୁ ଜଣାଇବେ। ସିଡିଓ-କମ୍-ଇଓ ଏନେଇ ଜିଲାସ୍ତରୀୟ କମିଟି ସମ୍ମୁଖରେ ପ୍ରସ୍ତାବ ରଖିବେ। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲା କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ସୂଚନା ଦିଆଯାଇଛି।
Popular Categories



