ବଦଳିଲେ ଓଡ଼ିଶା କ୍ରିକେଟ୍ ଟିମ୍ କୋଚ୍

ଭୁବନେଶ୍ବର : ବଦଳିଲେ ଓଡ଼ିଶା ବରିଷ୍ଠ କ୍ରିକେଟ୍ ଟିମ୍ କୋଚ୍ । କୋଚ୍ ଦିନେଶ ମୋଙ୍ଗିଆଙ୍କ ସ୍ଥାନ ନେଲେ ମହାରାଷ୍ଟ୍ରର ସୁରେନ୍ଦ୍ର ଭାବେ । ଓସିଏ ସୁରେନ୍ଦ୍ର ଭାବେଙ୍କୁ ମୋଙ୍ଗିଆଙ୍କ ସ୍ଥାନରେ ନୂଆ କୋଚ୍ ଭାବେ ନିଯୁକ୍ତ କରିଛି । କହିରଖୁଛୁ ଚଳିତ ରଣଜୀରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ପରେ ମୋଙ୍ଗିଆଙ୍କ ଉପରେ ଚାପ ରହିଥିଲା । ବର୍ଷେ ଭିତରେ ମୋଙ୍ଗିଆ କୋଚ୍ ପଦ ଛାଡିବା ପାଇଁ ନିଷ୍ପତ୍ତି ନେବା ସହ ତାଙ୍କ ସ୍ଥାନରେ ସୁରେନ୍ଦ୍ର ଭାବେଙ୍କୁ ନୂଆ କୋଚ୍ ନିଯୁକ୍ତ କରାଯାଇଛି ।

ନିର୍ବାଚନ ରାଲିରୁ ଫେରିବା ସମୟରେ ବାଇକ୍ ଦୁର୍ଘଟଣାରେ ୨ ଯୁବକ ମୃତ, କ୍ଷତିପୂରଣ ଦାବି

Comments are closed.