Patra electronics

ଅବକାରୀ ବିଭାଗ ପକ୍ଷରୁ ଚଢାଉ: ଗଞ୍ଜେଇ ଜବଦ , ଜଣେ ଗିରଫ

ବାସୁଦେବପୁର : ବାସୁଦେବପୁର ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି। ଅବକାରୀ ବିଭାଗ ପକ୍ଷରୁ କମାର ଗାଁରେ ଚଢାଉ କରାଯାଇଛି। ଫଳରେ ୮ କେଜି ଗଞ୍ଜେଇ , ସ୍କୁଟି ସହ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି।  ବାସୁଦେବପୁର ଅବକାରୀ ବିଭାଗ ଅଧିକାରୀ ନଟବର ମଳିକ ସୂଚନା ଦେଇଛନ୍ତି । ଜବଦ ଗଞ୍ଜେଇ ଓ ସ୍କୁଟିର ଅନୁମାନିକ ମୂଲ୍ୟ ୧ଲକ୍ଷ ୩୦ହଜାର ଟଙ୍କା ହେବ ଅନୁମାନ କରାଯାଉଛି।

Comments are closed.