ଅଗଷ୍ଟରେ ଶୁକ୍ର ଚଳନ : ଏହି ରାଶିଙ୍କୁ କରିବେ ଧନୀ,କର୍ମକ୍ଷେତ୍ରରେ ଉନ୍ନତି ସହ ଚମକାଇବେ ଭାଗ୍ୟ..
ଐଶ୍ୟର୍ଯ୍ୟ ପ୍ରଦାନ କରୁଥିବା ଶୁକ୍ର ଗ୍ରହ ଜୁଲାଇ ୩୧ରେ ସିଂହ ରାଶିରେ ପ୍ରବେଶ କରିବେ । ଫଳରେ ସିଂହ ରାଶି ସମେତ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ ସ୍ଥିତିରେ ଲାଭ ମିଳିବ ଓ ମଜଭୁତ ହେବ । ଟଙ୍କା ରୋଜଗାର ଭଲ ହେବା ସହ ଭବିଷ୍ୟତ ପାଇଁ ସଞ୍ଚୟ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜାଣନ୍ତୁ କେଉଁ ରାଶି ଭାଗ୍ୟ ଚମକିବ..
ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କର କର୍ମକ୍ଷେତ୍ରରେ ଯାତ୍ରା କରିବାର ଯୋଗ ରହିଛି । ଏହା ବେଶ ଲାଭଦାୟକ ହେବ । ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ । ପରିବାରିକ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ସହଯୋଗ ମିଳିବ । ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହେବ ।
ମିଥୁନ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ କର୍ମକ୍ଷେତ୍ରରେ ଶୁକ୍ରଙ୍କ ଚଳନ ସକରାତ୍ମକ ପରିଣାମ ଦେବ । କାମରେ ବ୍ୟସ୍ତତା ରହିଲେ ମଧ୍ୟ ଶୁଭ ଖବର ମିଳିବ । ବ୍ୟବସାୟୀ ମାଲାମାଲ୍ ହେବେ । ସେୟାର ମାର୍କେଟରେ ନିବେଶ କରିଥିବା ବ୍ୟକ୍ତି ବିଶେଷଙ୍କୁ ବଡ ଲାଭ ମିଳିବ । ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରି ଲାଭବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ସିଂହ – ଏହି ରାଶିର ବ୍ୟକ୍ତି ବିଶେଷ ଶୁକ୍ରଙ୍କ ଚଳନ ପାଇଁ ଲାଭବାନ୍ ହେବେ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଭାଗ୍ୟର ସାଥ୍ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ । ଧନ ଲାଭ ହେବ ।
ଦେଖନ୍ତୁ ଭିଡିଓ: ରଖେ ହରି ତ ମାରେ କିଏ, ୧୩ ମହଲା କୋଠାରୁ ତଳକୁ ଖସିଲେ ମହିଳା, ତା’ପରେ..
ତୁଳା – ତୁଳା ରାଶି ବ୍ୟକ୍ତି ବିଶେଷ ଆୟରେ ଜବରଦସ୍ତ ଉନ୍ନତି ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଚାକିରି ଓ ବ୍ୟବସାୟ ଉଭୟରେ ଲାଭ ମିଳିବ । ନିବେଶ ପାଇଁ ମଧ୍ୟ ସମୟ ଅନୁକୂଳ । ସନ୍ତାନଙ୍କ ପକ୍ଷରୁ ଶୁଭ ଖବର ମିଳିବ ।
ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିବ । ବ୍ୟବସାୟୀ ଲାଭବାନ୍ ହେବେ । ଅଟକି ଥିବା ଧନ ମିଳିବ । ବିଦ୍ୟାର୍ଥୀ ଲାଭବାନ୍ ହେବେ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦେଶ ଯାଇ ପାରନ୍ତି । ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟରେ ସାମିଲ ହେବେ ।
ରାକ୍ଷୀ ପୂର୍ଣ୍ଣିମା: ୯୦ ବର୍ଷ ପରେ ୪ ଅଦ୍ଭୁତ ସଂଯୋଗ: ଅତ୍ୟନ୍ତ ଶୁଭଙ୍କର
Comments are closed.