ରାକ୍ଷୀ ପୂର୍ଣ୍ଣିମା: ୯୦ ବର୍ଷ ପରେ ୪ ଅଦ୍ଭୁତ ସଂଯୋଗ: ଅତ୍ୟନ୍ତ ଶୁଭଙ୍କର

ରାକ୍ଷୀ, ରକ୍ଷାସୂତ୍ରର ଡୋର ଭାଇଭଉଣୀଙ୍କ ସମ୍ପର୍କକୁ ଅତୁଟ ରଖିଥାଏ । ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ ଗ୍ରହଙ୍କ ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି । ପ୍ରାୟ ୯୦ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ୪ ଶୁଭ ମହା ସଂଯୋଗ ସୃଷ୍ଟି ହେଉଛି । ଗ୍ରହ-ନକ୍ଷତ୍ରଙ୍କ ଅଦ୍ଭୁତ ସଂଯୋଗ ଭାଇଭଉଣୀ ସମ୍ପର୍କକୁ ମଜଭୁତ କରିଥାଏ । ପଞ୍ଜିକା ଅନୁସାରେ, ୧୯ ଅଗଷ୍ଟରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବ । ରକ୍ଷାବନ୍ଧନ ଦିନ ସର୍ବାର୍ଥ ସିଦ୍ଧି ଯୋଗ, ରବି … Continue reading ରାକ୍ଷୀ ପୂର୍ଣ୍ଣିମା: ୯୦ ବର୍ଷ ପରେ ୪ ଅଦ୍ଭୁତ ସଂଯୋଗ: ଅତ୍ୟନ୍ତ ଶୁଭଙ୍କର