ଦେଖନ୍ତୁ ଭିଡିଓ: ରଖେ ହରି ତ ମାରେ କିଏ, ୧୩ ମହଲା କୋଠାରୁ ତଳକୁ ଖସିଲେ ମହିଳା, ତା’ପରେ..

ନୂଆଦିଲ୍ଲୀ : କଥାରେ ଅଛି ରଖେ ହରି ତ ମାରେ କିଏ? ଅର୍ଥାତ ଯାହାକୁ ଭଗବାନ ରକ୍ଷା କରିବେ, ସେ ମୃତ୍ୟୁ ମୁଖରୁ ମଧ୍ୟ ଫେରିଆସେ । ଏହି କଥାର ପ୍ରକୃତ ଅର୍ଥ ଏବେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିପାରିବେ । ରୁଷର ନୋଭୋସିବିରସ୍କରେ ଜଣେ ୨୨ ବର୍ଷୀୟ ମହିଳା ୧୮ ଜୁଲାଇରେ ୧୩ ମହଲା ବିଶିଷ୍ଟ କୋଠାର ଝରକାରୁ ତଳେ ଥିବା ବଗିଚାକୁ ଖସି ପଡିଥିଲେ । ମାତ୍ର ତାଙ୍କର କୌଣସି ବଡ କ୍ଷତି … Continue reading ଦେଖନ୍ତୁ ଭିଡିଓ: ରଖେ ହରି ତ ମାରେ କିଏ, ୧୩ ମହଲା କୋଠାରୁ ତଳକୁ ଖସିଲେ ମହିଳା, ତା’ପରେ..