www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ: ରଖେ ହରି ତ ମାରେ କିଏ, ୧୩ ମହଲା କୋଠାରୁ ତଳକୁ ଖସିଲେ ମହିଳା, ତା’ପରେ..

ନୂଆଦିଲ୍ଲୀ : କଥାରେ ଅଛି ରଖେ ହରି ତ ମାରେ କିଏ? ଅର୍ଥାତ ଯାହାକୁ ଭଗବାନ ରକ୍ଷା କରିବେ, ସେ ମୃତ୍ୟୁ ମୁଖରୁ ମଧ୍ୟ ଫେରିଆସେ । ଏହି କଥାର ପ୍ରକୃତ ଅର୍ଥ ଏବେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିପାରିବେ ।
ରୁଷର ନୋଭୋସିବିରସ୍କରେ ଜଣେ ୨୨ ବର୍ଷୀୟ ମହିଳା ୧୮ ଜୁଲାଇରେ ୧୩ ମହଲା ବିଶିଷ୍ଟ କୋଠାର ଝରକାରୁ ତଳେ ଥିବା ବଗିଚାକୁ ଖସି ପଡିଥିଲେ । ମାତ୍ର ତାଙ୍କର କୌଣସି ବଡ କ୍ଷତି ହୋଇନଥିବା ବେଳେ ସେ ସାମାନ୍ୟ ଆହତ ହୋଇଛନ୍ତି । ଏହି ଘଟଣା ଭିଡିଓରେ କଏଦ ହୋଇଛି । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।


ତଳକୁ ଖସିବା ପରେ ମହିଳା ଜଣକ ଉଠି ଚାଲୁଥିବା ଦେଖାଦେଇଛି । ତାଙ୍କୁ ହସ୍ପିଟାଲ ମଧ୍ୟ ନିଆଯାଇଥିଲା। ମାତ୍ର କୌଣସି ଗଭୀର ଆଘାତ ଲାଗିନଥିଲା ବୋଲି ଜଣାପଡିଛି। ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ରାକ୍ଷୀ ପୂର୍ଣ୍ଣିମା: ୯୦ ବର୍ଷ ପରେ ୪ ଅଦ୍ଭୁତ ସଂଯୋଗ: ଅତ୍ୟନ୍ତ ଶୁଭଙ୍କର

- Advertisement -

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories