ନିର୍ବାଚନ ରାଲିରୁ ଫେରିବା ସମୟରେ ବାଇକ୍ ଦୁର୍ଘଟଣାରେ ୨ ଯୁବକ ମୃତ, କ୍ଷତିପୂରଣ ଦାବି

ଗୋପାଳପୁର :  ଗୋଳନ୍ଥରା ଥାନା ଅଧିନସ୍ଥ କନିସି -ତୁଳୁ ରାସ୍ତା ଦାସପୁର ଛକ ନିକଟରେ ବୁଧବାର ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କ ମୃତ୍ୟୁ ହେବାବେଳେ ୨ ଗୁରୁତର ହୋଇଛନ୍ତି ।  ମୃତ ଦ୍ବୟ ହେଲେ ଗୋଳନ୍ଥରା  ହରିଜନ ସାହିର ରୋହିତ ଦାସ ଓ କାଳିଆ ଦାସ । ଗୁରୁତରମାନେ ହେଲେ ଗୁଣୁପୁର ଗ୍ରାମର କୈଳାଶ ଚନ୍ଦ୍ର ସାହୁ ଓ ଗୋଳନ୍ଥରା ଗ୍ରାମ ସନ୍ତୋଷ ଦାସ । ଆହତ ଜଣଙ୍କ ଗୁଣୁପୁର ଗ୍ରାମର … Continue reading ନିର୍ବାଚନ ରାଲିରୁ ଫେରିବା ସମୟରେ ବାଇକ୍ ଦୁର୍ଘଟଣାରେ ୨ ଯୁବକ ମୃତ, କ୍ଷତିପୂରଣ ଦାବି