www.samajalive.in
Saturday, December 6, 2025
15.1 C
Bhubaneswar

ଫିରିଙ୍ଗିଆରେ ସର୍ବାଧିକ ୬୭.୨ ମିମି ବର୍ଷା ରେକର୍ଡ

ଫୁଲବାଣୀ :ସମଗ୍ର କନ୍ଧମାଳ ଜିଲାରେ ଗତ ୫ ଦିନ ହେଲା ବର୍ଷା ଜାରି ରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଫିରିଙ୍ଗିଆରେ ସର୍ବାଧିକ ୬୭.୨ ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ଜିଲା ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ, ଫୁଲବାଣୀରେ ୪୩.୦ ମିମି, ବାଲିଗୁଡ଼ାରେ ୧୮.୦ ମିମି, ଚକାପାଦରେ ୧୨.୨ ମିମି, ଦାରିଙ୍ଗବାଡ଼ିରେ ୮ ମିମି, ଜି.ଉଦୟ ଗିରିରେ ୫.୪ ମିମି, ଖଜୁରିପଡ଼ାରେ ୧୭.୪ ମିମି, କୋଟଗଡ଼ରେ ୩.୦ ମିମି, କ.ନୂଆଗାଁରେ ୧୯.୪ ମିମି, ରାଇକିଆରେ ୬.୪ ମିମି ଓ ଟିକାବାଲିରେ ୮.୦ ମିମି ଏବଂ ତୁମୁଡ଼ିବନ୍ଧରେ ୮.୬ ମିମି ବର୍ଷା ହୋଇଛି। ଯେଉଁ ସବୁ ବ୍ଳକ ମାନଙ୍କରେ ବହୁ ମାତ୍ରାରେ ବର୍ଷା ହୋଇଛି ସେହି ସବୁ ଅଞ୍ଚଳର କେତେକ ସ୍ଥାନ ପ୍ରତି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିବା ସୂଚନା ମିଳିଛି।

ଅଗଷ୍ଟରେ ଶୁକ୍ର ଚଳନ : ଏହି ରାଶିଙ୍କୁ କରିବେ ଧନୀ,କର୍ମକ୍ଷେତ୍ରରେ ଉନ୍ନତି ସହ ଚମକାଇବେ ଭାଗ୍ୟ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories