Browsing Tag

fhulbani news odia news odisha news

ସମସ୍ୟା ଘେରରେ ସୀମାନ୍ତର ତୁଆଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ

ଫୁଲବାଣୀ :ସମସ୍ୟା ଘେରରେ କନ୍ଧମାଳ ଜିଲ୍ଲାର ଶେଷ ସୀମାନ୍ତର ତୁଆଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ । କନ୍ଧମାଳ ଜିଲ୍ଲା ଦୁର୍ଗମ ଅଞ୍ଚଳ ତଥା ମାଓ ପ୍ରବଣ ଅଞ୍ଚଳ କୋଟଗଡ ବ୍ଲକର ଗୁଗୁରମାହା ପଞ୍ଚାୟତ। ରାୟଗଡା…
Read More...

ଭିଜିଲାନ୍ସ ଜାଲରେ ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ 

ଫୁଲବାଣୀ : ଭିଜିଲାନ୍ସ ଜାଲରେ ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀ। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଧରାପଡିଛନ୍ତି। ବିଲ୍ କରାଇ ଦେବାକୁ କହି ଜଣେ ଠିକାଦାରଙ୍କଠାରୁ ଲାଞ୍ଚ…
Read More...

ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଫୁଲବାଣୀ :ଫୁଲବାଣୀ ପୌର ପରିଷଦ ପକ୍ଷରୁ ମଙ୍ଗଳବାର ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ପାୟଲ ବେହେରା, ପୌର ନିର୍ବାହୀ ଅଧିକାରୀ ସୁଜିତ୍‌ କୁମାର ଚୌଧୁରୀ…
Read More...

ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ କୁଇସମାଜ ଯୁବ ପରିଷଦର ଜିଲ୍ଲାପାଳଙ୍କୁ ଦାବି

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଆବାସିକ ବିଦ୍ୟାଳୟ ଗୁଡ଼ିକର ବିଭିନ୍ନ ସମସ୍ୟା ନେଇ କୁଇ ସମାଜ ଯୁବପରିଷଦ କନ୍ଧମାଳ ତରଫରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟି…
Read More...

‘ସମାଜ’ ପ୍ରଭାବ ; ବଦଳିଲା ବିପଦ ସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ

ଫୁଲବାଣୀ :ଫୁଲବାଣୀ ସହରର ମୁଖ୍ୟ ରାସ୍ତାର ମାଦିକୁନ୍ଦା ଛକ ନିକଟସ୍ଥ ଭବାନୀ ବଜାରର ଏକ ଚାହା ଦୋକାନ ସମ୍ମୁଖରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ବିପଦ ସଂକୁଳ ଅବସ୍ଥାରେ ଥିବା ନେଇ ଗତ ୧୧ ତାରିଖ ଦିନ ଦୈନିକ ଖବରକାଗଜ…
Read More...

ଗୀତା ଆବୃତି ପ୍ରତିଯୋଗୀତା

ଫୁଲବାଣୀ: ସ୍ଥାନୀୟ ସ୍ୱାମୀ ଚିଦାନନ୍ଦ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଗୀତା ଆବୃତି ପ୍ରତିଯୋଗୀତା ରବିବାର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଫୁଲବାଣୀ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇ…
Read More...

ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବୀ ତେଜିଲା

ଫୁଲବାଣୀ : ରାଜ୍ୟରେ ଗତ ୬ ବର୍ଷ ଧରି ପୂର୍ବତନ ସରକାର କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଥିଲେ। ରାଜ୍ୟ ଆଇନ ମନ୍ତ୍ରୀ ଆସନ୍ତା ବର୍ଷ ଠାରୁ ନିର୍ବାଚନ ହେବା ନେଇ ସୂଚନା ଦେବା ପରେ ରାଜ୍ୟ ବ୍ୟାପି କଲେଜ…
Read More...

ମରଣାନ୍ତକ ଆକ୍ରମଣରୁ ମୃତ୍ୟୁ, ଅଭିଯୁକ୍ତକୁ ୫ ବର୍ଷ ଜେଲ

ଫୁଲବାଣୀ : ମରଣାନ୍ତକ ଆକ୍ରମଣ ପରେ ଆହତଙ୍କ ମୃତ୍ୟୁ ମାମଲାର ବିଚାର କରି ଫୁଲବାଣୀ ଜିଲ୍ଲା ସେସନସ ଜଜ ଅଭିଯୁକ୍ତକୁ ୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଅଭିଯୁକ୍ତକୁ ୫ ହଜାର ଟଙ୍କା ଜରିମାନା କରାଯାଇଛି।…
Read More...

ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ ଫିରିଙ୍ଗିଆ ପଞ୍ଚାୟତ ଅଧୀନସ୍ଥ ୩ଟି ଗ୍ରାମର ଆଦିବାସୀଙ୍କୁ ୩୫ଟି ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ଏହି ଜଙ୍ଗଲ ଜମି…
Read More...

ତୁମୁଡିବନ୍ଧ ଜଳେଶପଟ୍ଟା ଗସ୍ତରେ ରାଜ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ

ଫୁଲବାଣୀ : ରାଜ୍ୟରେ ସରକାର ଗଠନ ପରେ ପ୍ରଥମ ଥର ପାଇଁ ରାଜ୍ୟର ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ତୁମୁଡିବନ୍ଧ ସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସଂସ୍କୃତ କନ୍ୟାଶ୍ରମ ଗସ୍ତ…
Read More...