Browsing Tag

fhulbani news odia news odisha news

ତୁମୁଡିବନ୍ଧ ଜଳେଶପଟ୍ଟା ଗସ୍ତରେ ରାଜ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ

ଫୁଲବାଣୀ : ରାଜ୍ୟରେ ସରକାର ଗଠନ ପରେ ପ୍ରଥମ ଥର ପାଇଁ ରାଜ୍ୟର ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ତୁମୁଡିବନ୍ଧ ସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ସଂସ୍କୃତ କନ୍ୟାଶ୍ରମ ଗସ୍ତ…
Read More...

ଅଜଣା ରୋଗରେ ଶଯ୍ୟାଶାୟୀ ପ୍ରଶ୍ନ , ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ପାହିରାଜୁ ପଞ୍ଚାୟତରେ ଥିବା ମୁଚ୍ଛଳପଡା ଗାଁର ପ୍ରଶ୍ନ ଦିଗାଲ ଦୀର୍ଘ ୪ ବର୍ଷ ହେବ ଏକ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ପଡିଛନ୍ତି। ବର୍ତମାନ ଚିକିତ୍ସାରେ ଅର୍ଥ ବାଧକ ସାଜିଛି।…
Read More...

କାମ କରୁନି ଜିଓ ନେଟୱର୍କ, ତେଜୁଛି ଜନ ଅସନ୍ତୋଷ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରରେ ଏବେ ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଦୀର୍ଘ ଦିନ ଧରି ଏହି ନେଟୱାର୍କ ଠିକ ଭାବରେ କାମ କରୁନଥିବାରୁ ଗ୍ରାହକ ମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଜନଜୀବନ ଅସ୍ତବ୍ୟସ୍ତ

ଫୁଲବାଣୀ : ଗତ କିଛି ଦିନ ହେବ ଫିରିଙ୍ଗିଆ ବ୍ଲକରେ ଲଗାଣ ବର୍ଷା ଲାଗି ରହିଛି। ଯାହାଦ୍ୱାରା ଫିରିଙ୍ଗିଆ ବ୍ଲକର ବହୁ ଗାଁ ମାନଙ୍କରେ ଘର ଭାଙ୍ଗିବା ସହ ରାସ୍ତାଘାଟ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି। ଏମିତି କି ଗଛ…
Read More...

ଫିରିଙ୍ଗିଆରେ ସର୍ବାଧିକ ୬୭.୨ ମିମି ବର୍ଷା ରେକର୍ଡ

ଫୁଲବାଣୀ :ସମଗ୍ର କନ୍ଧମାଳ ଜିଲାରେ ଗତ ୫ ଦିନ ହେଲା ବର୍ଷା ଜାରି ରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଫିରିଙ୍ଗିଆରେ ସର୍ବାଧିକ ୬୭.୨ ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ଜିଲା ପାଣିପାଗ ବିଭାଗ ପକ୍ଷରୁ…
Read More...

ଅନାସ୍ଥା ଭୋଟରେ ପଦବୀ ହରାଇଲେ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା

ଫୁଲବାଣୀ: ଦୀର୍ଘ ଚାରି ମାସ ଧରି ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଚାଲି ଥିବା ନାଟକର ଅନ୍ତ ଘଟିଛି। ଆଜି ପ୍ରସ୍ତାବ ଉପରେ ଅନୁଷ୍ଠିତ ମତଦାନରେ ପରାଜିତ ହୋଇଛନ୍ତି…
Read More...

ଜାତୀୟସ୍ତରୀୟ ପାର୍କ ନିର୍ମାଣ ପାଇଁ ଦାବି

ଫୁଲବାଣୀ : କନ୍ଧମାଳ ସଦରମହକୁମା ଫୁଲବାଣୀ ସ୍ଥିତ ସ।ରତାଗୁଡ଼ା ନିକଟ ପିଲାସ। ଲୁଙ୍କୀ ନଦୀ କୂଳରେ ଏକ ଜାତୀୟସ୍ତରୀୟ ପାର୍କ ନିର୍ମାଣ ପାଇଁ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି କରାଯାଇଛି। ଆଜି ପରିଷଦର…
Read More...

ଚାନ୍ଦା କରି ରାସ୍ତାରେ ମୋରମ ଓ ଗୋଡି ବିଛାଇଲେ ଗ୍ରାମବାସୀ

ଫୁଲବାଣୀ : ବର୍ଷ ବର୍ଷ ଧରି ଗାଁ ରାସ୍ତା ଶୋଚନୀୟ ହୋଇ ପଡ଼ିଥିଲା। ରାସ୍ତା ମରାମତି ପାଇଁ ଗ୍ରାମବାସୀ ନିର୍ବାଚିତ ପ୍ରତିନିଧିଙ୍କ ନିକଟରେ ଗୁହାରୀ କରିଥିଲେ। ଶେଷରେ ନିଜ ଗ୍ରାମକୁ ନିଜେ ତିଆରି କରିବା ପାଇଁ ନିଷ୍ପତ୍ତି…
Read More...

ନୂଆ ଧରଣର ଠକେଇ; ସିଲେଇ ତାଲିମ କେନ୍ଦ୍ର ଖୋଲିବାକୁ କହି ମହିଳାମାନଙ୍କ ଠାରୁ ୧୦ ଲକ୍ଷ ଲୁଟ୍

ଫୁଲବାଣୀ : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଏକ ନୂଆ ଧରଣର ଠକେଇ ସାମନାକୁ ଆସିଛି । ଯାହାକୁ ନେଇ ଠକେଇର ଶିକାର ହୋଇଥିବା ମହିଳା ମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା…
Read More...

ଭୋଟ ବର୍ଜନ କଲେ ଦୁର୍ଗମ ଅଞ୍ଚଳ ଡକରବାଡ଼ି ୱାର୍ଡ ଗ୍ରାମବାସୀ

ଫୁଲବାଣୀ : କନ୍ଧମାଳ-ଗଞ୍ଜାମ ସୀମାନ୍ତ ରାଇକିଆ ବ୍ଲକ ଅନ୍ତର୍ଗତ କରଡ଼ା ପଞ୍ଚାୟତର ଡକର ବାଡ଼ି ୱାର୍ଡ ୫ରୁ୬ଟି ଗ୍ରାମର ଲୋକେ ମାନେ ୫୦୦ରୁ ଅଧିକ ଭୋଟର ଭୋଟ ବର୍ଜନ କରିଛନ୍ତି । ଗ୍ରାମ ଗୁଡ଼ିକ ହେଲା ଡକରବାଡ଼ି,…
Read More...