www.samajalive.in
Sunday, December 7, 2025
14.1 C
Bhubaneswar

ଏ.ଆଇ ଭଏସ୍‍ ସ୍କାମ୍‍ ପ୍ରତି ସାବଧାନ: ମହିଳାଙ୍କଠୁ ୭ଲକ୍ଷ ଲୁଟିନେଲା ଠକ

ମୁମ୍ବଇ: ସାଇବର ଠକେଇର ନୂଆ ଉପାୟ । ଏ.ଆଇ (କୃତିମ ବୃଦ୍ଧିମତା) ଦ୍ୱାରା ଜଣେ ମହିଳାଙ୍କଠାରୁ ୭ଲକ୍ଷ ଠକି ନେଇଗଲା ସାଇବର ଠକ । ମହିଳାଙ୍କୁ ଚାକିରି ଆବଶ୍ୟକ ଥିବାବେଳେ ଏହାର ଫାଇଦା ଉଠାଇଥିଲା ସାଇବର ଠକ । ଏ.ଆଇ ଭଏସ୍‍ ବ୍ୟବହାର କରି ୭ଲକ୍ଷ ଲୁଟି ନେଇଥିବା ଅଭିଯୋଗ ହୋଇଛି । ମୁମ୍ବଇ ପୁଲିସ ନିକଟରେ ଅଭିଯୋଗ ପରେ ଜଣେ ୩୭ବର୍ଷୀୟା ମହିଳାଙ୍କୁ ପୁଲିସ ଗିରଫ କରିଛି । ଏହି ମହିଳା ଜଣଙ୍କ ଏ.ଆଇ ଭଏସ୍‍ ଦ୍ୱାରା ନିଜ ପଡୋଶୀଙ୍କ ଠାରୁ ୭ଲକ୍ଷ ଠକି ନେଇଥିବା ଜଣାପଡିଛି । ନିଜ ସ୍ୱାମୀଙ୍କ ସହ ମିଶି ମହିଳା ଜଣଙ୍କ ଏଭଳି କାମ କରିଥିବା ପୁଲିସ କହିଛି । ପଡୋଶୀ ମହିଳା ଜଣଙ୍କ ଏକାକୀ ରହୁଥିବାରୁ ତାଙ୍କୁ ଚାକିରିର ଆବଶ୍ୟକତା ରହିଥିଲା । ଏହାର ଫାଇଦା ନେଇ ଚାକିରି କରାଇବାକୁ କହି ମହିଳା ଓ ତାଙ୍କ ସ୍ୱାମୀ ଠକେଇର ଶିକାର ହୋଇଥିବା ମହିଳାଙ୍କଠାରୁ ୭ଲକ୍ଷ ଲୁଟି ନେଇଥିବା ପୁଲିସ ସୂଚନା ଦେଇଛି ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories