www.samajalive.in
Saturday, December 6, 2025
14.1 C
Bhubaneswar

ଜାଣନ୍ତୁ ଜିଓର ସବୁଠାରୁୁ ଶସ୍ତା ପ୍ଲାନ୍ ବିଷୟରେ..

ନୂଆଦିଲ୍ଲୀ: ଜିଓ ନିଜର ରିଚାର୍ଜ ପ୍ଲାନର ଦାମ୍ ରେ ପରିବର୍ତ୍ତନ କରିଛି। କମ୍ପାନୀର ପ୍ଲାନ୍ ଏବେ ୬ଶହ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି। ଏହା ପରେ ମଧ୍ୟ କିଛି ପ୍ଲାନ୍ କମ୍ ଦାମ୍ ରେ ଭଲ ଅଫର୍ ଦେଉଛି। ଏଭଳି ଏକ ପ୍ଲାନ୍ ବିଷୟରେ ଜାଣନ୍ତୁ।
ଏହି ପ୍ଲାନ୍ ରେ ବ୍ୟବହାରକାରୀଙ୍କୁ ୧ ଜିବି ଡାଟା ସହ ଅନଲିମିଟେଡ୍ ଭଏସ୍ କଲିଙ୍ଗ୍ ଓ ପ୍ରତିଦିନ ୧୦୦ ଏସଏମଏସର ସୁବିଧା ମଧ୍ୟ ମିଳିବ। ଏଥିରେ ଅତିରିକ୍ତ ସୁବିଧା ମଧ୍ୟ ମିଳିବ। ଏଥିରେ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡ ଏକସେସ୍ ମିଳିଥାଏ।

ଶୁକ୍ରଙ୍କ ୨ଥର ଚଳନ ; ଏହି ରାଶିଙ୍କୁ ଦେବ ଖୁବ୍ ଧନ,ଉନ୍ନତି, ଜୁଲାଇ ଚମକାଇବ ଭାଗ୍ୟ..

- Advertisement -

ପ୍ଲାନଟି ହେଉଛି ୧୪୯ ଟଙ୍କା। ଯାହା ୧୪ ଦିନ ସମୟ ସୀମା ପର୍ଯ୍ୟନ୍ତ ରହିବ। ଏଥିରେ ଜିଓ ସିନେମାର ପ୍ରିମିୟମ ଏକସେସ୍ ମିଳିବ।
୧ ଜିବି ଡାଟା ଥିବା ପ୍ଲାନ୍ ତାଲିକାରେ ଅନ୍ୟ ବିକଳ୍ପ ମଧ୍ୟ ରହିଛି।
ଆପଣ ୧୭୯ ଟଙ୍କା, ୨୦୯ ଟଙ୍କା ଓ ୨୪୯ ଟଙ୍କା ପ୍ଲାନ୍ ର ମଧ୍ୟ ବ୍ୟବହାର କରି ପାରିବେ। ଏହା ପ୍ରାୟ ୧୮,୨୨ ଓ ୨୮ ଦିନ ସମୟ ସୀମା ପର୍ଯ୍ୟନ୍ତ ଆସିଥାଏ।
ମାତ୍ର ଏଥିରୁ କୌଣସି ପ୍ଲାନ୍ ରେ ଆଉ ଅନଲିମିଟେଡ୍ ୫ ଜି ଡାଟା ମିଳିବ ନାହିଁ। ପୂର୍ବରୁ କିଛି ସ୍ୱତନ୍ତ୍ର ପ୍ଲାନ୍ ରେ ଏହି ସୁବିଧା ମିଳୁଥିଲା।

ଖୁସି ଖବର ; ଜୁଲାଇରୁ ଶସ୍ତା ହୋଇପାରେ ଏସବୁ ଜରୁରୀ ଔଷଧର ଦାମ୍..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories