ଶୁକ୍ରଙ୍କ ୨ଥର ଚଳନ ; ଏହି ରାଶିଙ୍କୁ ଦେବ ଖୁବ୍ ଧନ,ଉନ୍ନତି, ଜୁଲାଇ ଚମକାଇବ ଭାଗ୍ୟ..

ଜୁଲାଇ ମାସରେ ଶୁକ୍ରଙ୍କ ଚଳନ ଥରେ ନୁହେଁ ବରଂ ୨ ଥର ହେବାକୁ ଯାଉଛି। ପ୍ରଥମେ ୭ ଜୁଲାଇ ୨୦୨୪ରେ ଶୁକ୍ର କର୍କଟ ରାଶିରେ ପ୍ରବେଶ କରିବେ। ଏହାପରେ ୩୧ ଜୁଲାଇ ୨୦୨୪ରେ ଶୁକ୍ର ସିଂହ ରାଶିରେ ପ୍ରବେଶ କରିବେ। ଏହି ସମୟରେ ଶୁକ୍ର ଲକ୍ଷ୍ମୀ ନାରାୟଣ ଯୋଗ ମଧ୍ୟ ସୃଷ୍ଟି କରିବେ। ଶୁକ୍ରଙ୍କ ଚଳନ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ସଫଳତା, ଧନ ଓ ଲୋକପ୍ରିୟତା ପ୍ରଦାନ କରିବେ। ମେଷ – ମେଷ ରାଶି ବ୍ୟକ୍ତି … Continue reading ଶୁକ୍ରଙ୍କ ୨ଥର ଚଳନ ; ଏହି ରାଶିଙ୍କୁ ଦେବ ଖୁବ୍ ଧନ,ଉନ୍ନତି, ଜୁଲାଇ ଚମକାଇବ ଭାଗ୍ୟ..