www.samajalive.in
Tuesday, December 9, 2025
15.1 C
Bhubaneswar

ରୋଷେଇ ଘର ପାଇଁ କିଛି ନିୟମ

ଘରେ କୌଣସି ଜିନିଷ ରଖିବା ପୂର୍ବରୁ ବାସ୍ତୁଶାସ୍ତ୍ରର ନିୟମକୁ ଧ୍ୟାନରେ ରଖିବା ଉଚିତ। ଏପରି କରିବା ଦ୍ବାରା ବ୍ୟକ୍ତିଙ୍କ ଜୀବନରେ ଅନେକ ଅସୁବିଧା ଦୂର ହୋଇଥାଏ। ଯଦି ବାସ୍ତୁଶାସ୍ତ୍ରର ନିୟମ ଠିକ ରୂପେ ପାଳନ ନ କରାଯାଏ ତେବେ ଘରେ ଅନେକ ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ଏହାସହ ଘରେ ଶାନ୍ତିର ପରିବେଶ ନଷ୍ଟ ହୋଇଥାଏ। ରୋଷେଇ ଘରର ଠିକ ସ୍ଥାନ​‌ରେ ସଠିକ ଜିନିଷ ରଖିବା ଦ୍ବାରା ଅନେକ ପ୍ରକାରର ବାସ୍ତୁଦୋଷ ଦୂର ହୋଇଥାଏ। ଆସନ୍ତୁ ଜାଣିବା ଘରର ରୋଷେଇ ଘର ସମ୍ବନ୍ଧରେ ..

ବାସ୍ତୁଶାସ୍ତ୍ର​‌ରେ ଉଲ୍ଲେଖ ରହିଛି ଯେ, ରୋଷେଇ ଘରେ ଜିନିଷ ସାଇତି ରଖିବା ପାଇଁ କିଛି ସ୍ଥାନ ରଖିବା ଉଚିତ। ଖାଦ୍ୟଦ୍ରବ୍ୟ ସାଇତି ରଖିବା ପାଇଁ ଏକ ଷ୍ଟାଣ୍ଡ ତିଆରି କରିବା ଉଚିତ। ଏପରି କରିବା ଦ୍ବାରା ଘରେ ଧନର ଅଭାବ ରହିନଥାଏ। ସେହି ଷ୍ଟାଣ୍ଡ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ତିଆରି କରିବା ଉଚିତ। ଏପରି କରିବା ଘର ପାଇଁ ଶୁଭ ଅଟେ।

- Advertisement -

ରୋଷେଇ ଘରେ ଗ୍ରାଇଣ୍ଡର, ଫ୍ରିଜ ପରି ବୈଦ୍ୟୁତିକ ଉପକରଣକୁ ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ। ଏହି ଦିଗକୁ ଅଗ୍ନିଦେବଙ୍କ ଦିଗ ବୋଲି କୁହାଯାଇଛି।

ବାସ୍ତୁଶାସ୍ତ୍ର ଅନୁଯାୟୀ, ରୋଷେଇ ଘରର ପୂର୍ବ-ଦକ୍ଷିଣ ଦିଗରେ ଗ୍ୟାସ, ଷ୍ଟୋଭ ଇତ୍ୟାଦି ରଖିବା ଉଚିତ। ପ୍ରାୟ ଲୋକ ରୋଷେଇ ଘରେ ପରଦା ଲଗାଇ ଥାଆନ୍ତି। କିନ୍ତୁ ଏପରି କରିବା ଅନୁଚିତ। ରୋଷେଇ ଘରେ କେବଳ ଗୋଟିଏ ଝରକା କରିବା ଉଚିତ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories