Patra electronics

ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ

0

ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତ ଯଥେଷ୍ଟ ମାତ୍ରାରେ ଆଗେଇଛି। ଗତ କିଛି ବର୍ଷର ସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡ଼ିଥାଏ, ବିଶ୍ବ ଦରବାରରେ ଭାରତୀୟ ଯୁବପିଢ଼ି ଏହି କ୍ଷେତ୍ରରେ ବେଶ୍ ଆଗୁଆ। ମେ ୧୧କୁ ସର୍ବଭାରତୀୟସ୍ତରରେ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଉଛି।

୧୯୯୮ ଏହି ଦିନରେ ପୋଖରାନଠାରେ ଭାରତର ପରମାଣୁ ପରୀକ୍ଷା ହୋଇଥିଲା। ସେହି ଦିନକୁ ଲକ୍ଷ୍ୟରେ ରଖି ପରବର୍ତ୍ତୀ ସମୟରେ ଭାରତୀୟ ସରକାର ଏହି ଦିବସକୁ ‘ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ’ ଭାବେ ପାଳନ କରିବାର ଘୋଷଣା କରିଥିଲା। ଭାରତ​‌ରେ ଥିବା ସଂଖ୍ୟାଧିକ ଇଂଜିନିୟରିଂ କଲେଜରେ ଏହି ଦିନ ବିଶେଷ ଆୟୋଜନ ହୋଇଥାଏ।

Leave A Reply