MEllora 950×100
Browsing Tag

ram temple

ନେପାଳରେ ତିଆରି ହେବ ଭବ୍ୟ ରାମମନ୍ଦିର ; ସରକାର ଯୋଗାଇଲେ ପାଣ୍ଠି

କାଠମାଣ୍ଡୁ: ନେପାଳର ଅଯୋଧ୍ୟାପୁରୀରେ ନିର୍ମାଣ ହେବ ଭଗବାନ ଶ୍ରୀରାମଙ୍କର ଏକ ଭବ୍ୟ ମନ୍ଦିର। ଏଥିପାଇଁ ନେପାଳ ସରକାର ଅର୍ଥ ବ୍ୟବସ୍ଥା କରିଛନ୍ତି। ତାହାସହିତ ଭଗବାନ ପଶୁପତିନାଥଙ୍କ ମନ୍ଦିରର ମରାମତି ଓ ଆଧୁନିକୀକରଣ…
Read More...

ମମତାଙ୍କୁ ରାମାୟଣ ପୁସ୍ତକ ପଠାଇଲେ ମଧ୍ୟପ୍ରଦେଶ ବାଚସ୍ପତି; କହିଲେ- ଶ୍ରୀରାମ ନାମ ଜପ କର

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭାର କାମଚଳା ବାଚସ୍ପତି ତଥା ବିଧାୟକ ରାମେଶ୍ଵର ଶର୍ମା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାମାୟଣର ଏକ ପୁସ୍ତକ ପଠାଇଛନ୍ତି। ଏ ନେଇ ବାଚସ୍ପତି ଶର୍ମା ନିଜେ ଟ୍ବିଟ୍‌ କରି…
Read More...

ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କଲେ ଗାମ୍ଭୀର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଦେଶବ୍ୟାପୀ ଚାନ୍ଦା ଆଦାୟ କରାଯାଉଛି। ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗାମ୍ଭୀର ଏଥିରେ…
Read More...

ରାମ ମନ୍ଦିର ନିର୍ମାଣ ପାଇଁ ଗଞ୍ଜାମର ୫ଲକ୍ଷ ପରିବାରଠୁ ସଂଗ୍ରହ ହେବ ଅର୍ଥ

ବ୍ରହ୍ମପୁର: ରାମ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ଲୋକମାନଙ୍କଠାରୁ ଅର୍ଥ ସଂଗ୍ରହ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଦେଶବ୍ୟାପୀ ୩୦ କୋଟି ପରିବାରଠାରୁ ଅର୍ଥ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କ୍ରମରେ ଗଞ୍ଜାମ…
Read More...

ରାମ ମନ୍ଦିର ନିର୍ମାଣ ଆରମ୍ଭ, ଦାନ ପାଇଁ ଆକାଉଣ୍ଟ ନମ୍ବର ଜାରି କଲା ଟ୍ରଷ୍ଟ

ଲକ୍ଷ୍ନୌ: ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବୁଧବାର ଶ୍ରୀ ରାମଜନ୍ମଭୂମି ତୀର୍ଥ ଟ୍ରଷ୍ଟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

ଅଯୋଧ୍ୟା ଭଳି ନେପାଳରେ ତିଆରି ହେବ ରାମ ମନ୍ଦିର, ନିର୍ଦେଶ ଦେଲେ ଓଲି

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ନିଜ ଦେଶରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ କରିବେ। ପୂର୍ବରୁ ସେ ରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ଦାବି କରିଥିବାବେଳେ ଏବେ ସେଠାରେ ମନ୍ଦିର ନିର୍ମାଣ…
Read More...

ଓୱେସୀ ପାକିସ୍ତାନ ଚାଲିଯାଆନ୍ତୁ, ଭାରତୀୟ ମୁସଲମାନ ଶାନ୍ତିରେ ରହିବେ: ୱାସିମ ରିଜ୍‌ଭି

ନୂଆଦିଲ୍ଲୀ: ରାମ ମନ୍ଦିର ଉପରେ ବିବାଦୀୟ ଏବଂ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ଏଆଇଏମଆଇଏମ ଅଧ୍ୟକ୍ଷ ଅସଉଦ୍ଦିନ ଓୱେସୀଙ୍କୁ କଡ଼ା ସମାଲୋଚନା କରିଛି ଶିଆ ୱାକଫ ବୋର୍ଡ। ୱୱେସୀ ପାକିସ୍ତାନ ଚାଲିଯାଇ ଭାରତୀୟ…
Read More...

ପ୍ରିୟଙ୍କା କହିଲେ ‘ରାମ ସମସ୍ତଙ୍କର’; ଯୋଗୀ ଉତ୍ତର ଦେଲେ ‘ଏହି ସଦ୍‌ବୁଦ୍ଧି ଆଗରୁ କାହିଁକି ଆସିଲା ନାହିଁ’

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାମ ଜନ୍ମଭୂମି ସ୍ଥଳରେ ରାମ ମନ୍ଦିରର ଭୂମି ପୂଜନରେ ଯୋଗଦେଇ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାମ ମନ୍ଦିର…
Read More...

ରାମ ମନ୍ଦିର ଆମ ଜାତୀୟ ଭାବନାର ପ୍ରତୀକ: ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ଲାଗି ଅନେକ ଶତାବ୍ଦୀ ପର୍ଯ୍ୟନ୍ତ ଆମ ପିଢ଼ି ପରେ ପିଢ଼ି ପ୍ରୟାସ କରିଆସିଛନ୍ତି। ଆଜିର ଏହି ଦିନ ସେହି ତପ, ତ୍ୟାଗ ଏବଂ ସଙ୍କଳ୍ପର ପ୍ରତୀକ। ଏହି ମନ୍ଦିର ଆମ ଜାତୀୟ ଭାବନାର ପ୍ରତୀକ…
Read More...

ରାମମୟ ହେଲା ପ୍ରୟାଗରାଜ; ଭୂମି ପୂଜା ସମ୍ପନ୍ନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସାରା ପ୍ରୟାଗରାଜ ରାମମୟ ହୋଇପଡ଼ିଥିଲା। ଚାରିଆଡ଼ ଜୟ ଶ୍ରୀରାମ ଧ୍ଵନିରେ…
Read More...