www.samajalive.in
Sunday, December 7, 2025
26.1 C
Bhubaneswar

ଆଲିଙ୍ଗନ କରିବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ

ଯେତେବେଳେ ବ୍ୟକ୍ତି କୌଣସି କାରଣରୁ ଚିନ୍ତିତ ରହିଥାଏ ସେତେବେଳେ ତାଙ୍କୁ କୌଣସି ନିଜ ଆତ୍ମୀୟସ୍ବଜନ ଆଲିଙ୍ଗନ କରିବା ଦ୍ବାରା ଶାନ୍ତି ମିଳିଥାଏ। ବ୍ୟକ୍ତି ଯେତେବେଳେ ଏକୁଟିଆ, ରୋଗାଗ୍ରସ୍ତ, ଚିନ୍ତାଗ୍ରସ୍ତ ରହିଥାଏ ସେତେବେଳେ ତାଙ୍କୁ ଆଲିଙ୍ଗନ କରିବା ଦ୍ବାରା ତାଙ୍କ ଚିନ୍ତା ଦୂର ହୋଇଥାଏ। ଏକ ରିପୋର୍ଟ ଅନୁସାରେ, ଯଦି କୌଣସି ବିପଦ ସମୟରେ କୌଣସି ନିଜ ବ୍ୟକ୍ତି ଆପଣଙ୍କୁ ଆଲିଙ୍ଗନ କରନ୍ତି ତେବେ ମନ ହାଲୁକା ଅନୁଭବ ହୋଇଥାଏ। କିଛି ଚିନ୍ତା ମଧ୍ୟ ଦୂର ହୋଇଥାଏ। ଆଲିଙ୍ଗନ କରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ।

ହୃଦୟ ସୁସ୍ଥ ରୁହେ :

- Advertisement -

ଆଲିଙ୍ଗନ କରିବା ଦ୍ବାରା ମାନସିକ ଚିନ୍ତା କମ ହୋଇଥାଏ। କାରଣ ଏହାଦ୍ବାରା କୋର୍ଟିସୋଲ ନାମକ ଏକ ହର୍ମୋନ ନଷ୍ଟ ହୋଇଥାଏ। ଏହା ମାନସିକ ଚିନ୍ତା ବଢାଇଥାଏ। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ମାନସିକ ଚିନ୍ତା ହୃଦୟ ରୋଗକୁ ବୃଦ୍ଧି କରେ। ଏହି କାରଣରୁ ଆଲିଙ୍ଗନ କରିବା ଦ୍ବାରା ହୃଦୟ ସୁସ୍ଥ ରହିଥାଏ।

ମାଂସପେଶୀୟକୁ ଆରାମ ମିଳେ :

ଆଲିଙ୍ଗନ କରିବା ଦ୍ବାରା ମାଂସପେଶୀୟରେ ସୃଷ୍ଟି ହେଉଥିବା କଷ୍ଟ ଦୂର ହୋଇଥାଏ। ଆଲିଙ୍ଗନ କରିବା ଦ୍ବାରା ରକ୍ତ ସଞ୍ଚାଳନ ବୃଦ୍ଧି ହୋଇଥାଏ। ଏହାଦ୍ବାରା ଶରୀରରେ କୌଣସି ପ୍ରକାରର ଦରଜ ଅନୁଭବ ହୋଇନଥାଏ। ଆରାମ ଅନୁଭବ ହୋଇଥାଏ।

ମାନସିକ ଚିନ୍ତା ଦୂର ହୁଏ :

ଗବେଷକଙ୍କ ମତ ଅନୁଯାୟୀ, କୋର୍ଟିସୋଲର ମାତ୍ରା କମ ହେବା ଦ୍ବାରା ମସ୍ତିଷ୍କ ଶାନ୍ତ ରହିଥାଏ। ଏହାଦ୍ବାରା ମାନସିକ ଚିନ୍ତା କମ ହୋଇଥାଏ।

ଏକୁଟିଆପଣ ଦୂର ହୋଇଥାଏ :

ଆଲିଙ୍ଗନ କରିବା ଦ୍ବାରା ଏକୁଟିଆପଣ, ରାଗ ସ୍ବଭାବ, ଚିନ୍ତିତ ହେବା ପରି ସମସ୍ୟା ଦୂର ହୋଇଥାଏ। ଏହାଦ୍ବାରା ସୁଖର ଅନୁଭବ ହୋଇଥାଏ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories