www.samajalive.in
Friday, December 5, 2025
26.1 C
Bhubaneswar

ଦେଖନ୍ତୁ ଛାତିଥରା ଭିଡିଓ; ଘର ବାହାରେ ବସି ଝୋଟି ପକାଉଥିଲେ ବାଳିକା, ମାଡିଗଲା ଦ୍ରୁତ ଗତି କାର୍‌..

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଛାତିଥରା ଘଟଣାର ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଭିଡିଓରେ ଦେଖିପାରିବେ ଘର ବାହାରେ ୨ ଜଣ ବାଳିକାଙ୍କ ଝୋଟି ପକାଉଥିବା ବେଳେ ଦ୍ରୁତି ଗତିରେ ଏକ କାର୍‌ ଆସି ଧକ୍କା ଦେଇଥିଲା । ଏହି ଅଘଟଣ ଇନ୍ଦୋରର ଏକ ଜନବସତି ଅଞ୍ଚଳରେ ଘଟିଛି । ଏଠାରେ ଦୀପାବଳି ଅବସରରେ ୨ ଜଣ ବାଳିକା ଘର ବାହାରେ ବସି ଝୋଟି ପକାଉଥିଲେ । ସେହି ସମୟରେ ଦ୍ରୁତ ଗତିରେ ଏକ କାର୍‌ ଆସି ସେମାନଙ୍କ ଉପରେ ମାଡି ଯାଇ ଘର ଭିତରକୁ ପଶି ଯାଇଥିଲା । କାର୍‌କୁ ଏକ ୧୭ ବର୍ଷୀୟ ନାବାଳକ ଚଲାଉଥିଲା ବୋଲି ପ୍ରାଥିମକ ତଦନ୍ତରୁ ସୂଚନା ମିଳିଛି । ଗାଡିଟି ଅନିୟନ୍ତ୍ରିତ ହୋଇ ୨ ଜଣଙ୍କ ଉପରେ ଚଢି ଯାଇଥିଲା।

 

View this post on Instagram

 

A post shared by Viral Guru (@viralinsects)

- Advertisement -

ଅଘଟଣ ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା । ସ୍ଥାନୀୟଲୋକେ ତୁରନ୍ତ ଏକାଠି ହୋଇ ୨ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ଡାକ୍ତର କହିଛନ୍ତି।

ଜାଣନ୍ତୁ: ଦୀପାବଳିରେ କେଉଁ ରାଶି ପିନ୍ଧିବେ କି ରଙ୍ଗର ପୋଷାକ, ମିଳିବ ମା’ଲକ୍ଷ୍ମୀଙ୍କ କୃପା, ବର୍ଷଯାକ ରହିବନି ଧନର ଅଭାବ..

ଦୀପାବଳି ପରେ ସିଧାଚଳନ କରିବେ ଶନି; ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ଚମକିବ ଭାଗ୍ୟ..

ଏହି ଘଟଣା ପରେ ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଚାଳକକୁ ଗିରଫ କରିଛି । ତାଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ନଥିବା ସହ ସେ ନିଶା ସେବନ କରିଥିବା ସନ୍ଦେହ କରାଯାଉଛି । ମାତ୍ର ଏହାର ସ୍ପଷ୍ଟତା ମିଳିନଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।

୫୦୦ ବର୍ଷ ପରେ ଦୀପାବଳିରେ ଅଦ୍ଭୁତ ସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ..

ପୁଣି ସଲମାନ୍‌ଙ୍କୁ ହତ୍ୟା ଧମକ; ୨ କୋଟି ଟଙ୍କା ନଦେଲେ ମାରି ଦେବୁ କହିଲେ..

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories