ଜାଣନ୍ତୁ: ଦୀପାବଳିରେ କେଉଁ ରାଶି ପିନ୍ଧିବେ କି ରଙ୍ଗର ପୋଷାକ, ମିଳିବ ମା’ଲକ୍ଷ୍ମୀଙ୍କ କୃପା, ବର୍ଷଯାକ ରହିବନି ଧନର ଅଭାବ..

ହିନ୍ଦୁ ଧର୍ମରେ ଦୀପାବଳିକୁ ଆଲୋକର ପର୍ବ ବୋଲି କୁହାଯାଏ । ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଏ । ଏହି ଦିନ ଚାରି ଆଡ ଦୀପର ଆଲୋକରେ ଆଲୋକିତ ହୋଇଥାଏ । ଦୀପାବଳି ଦିନ ମା’ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ । ଏହି ଦିନ ଲୋକେ ନୂଆ ପୋଷାକ ମଧ୍ୟ ପିନ୍ଧନ୍ତି । ଦୀପାବଳିରେ ରାଶି ଅନୁସାରେ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ମା’ଲକ୍ଷ୍ମୀଙ୍କ … Continue reading ଜାଣନ୍ତୁ: ଦୀପାବଳିରେ କେଉଁ ରାଶି ପିନ୍ଧିବେ କି ରଙ୍ଗର ପୋଷାକ, ମିଳିବ ମା’ଲକ୍ଷ୍ମୀଙ୍କ କୃପା, ବର୍ଷଯାକ ରହିବନି ଧନର ଅଭାବ..