ପୁଣି ସଲମାନ୍ଙ୍କୁ ହତ୍ୟା ଧମକ; ୨ କୋଟି ଟଙ୍କା ନଦେଲେ ମାରି ଦେବୁ କହିଲେ..
ମୁମ୍ବାଇ : ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍ଙ୍କୁ ମଙ୍ଗଳବାର ପୁଣି ଥରେ ମିଳିଛି ହତ୍ୟା ଧମକ । ମଙ୍ଗଳବାର ସକାଳେ ମୁମ୍ବାଇ ପୁଲିସର ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍କୁ ହ୍ୱାଟ୍ସଆପ୍ ଜରିଆରେ ଏକ ଧମକ ପୂର୍ଣ୍ଣ ବାର୍ତ୍ତା ମିଳିଛି । ବାର୍ତ୍ତା ପଠାଇଥିବା ବ୍ୟକ୍ତି ୨ କୋଟି ଟଙ୍କା ଦାବି କରିଛନ୍ତି । ଧମକ ଦିଆଯାଇ ଏଥିରେ ଲେଖାଯାଇଛି, ଟଙ୍କା ନଦେଲେ ସଲମାନ୍ ଖାନ୍ଙ୍କୁ ଜୀବନରୁ ମାରିଦେବୁ । ଏହି ମାମଲାରେ ପୁଲିସ ଅଜଣା ବ୍ୟକ୍ତି ବିରୁଦ୍ଧରେ ବିଏନଏସର … Continue reading ପୁଣି ସଲମାନ୍ଙ୍କୁ ହତ୍ୟା ଧମକ; ୨ କୋଟି ଟଙ୍କା ନଦେଲେ ମାରି ଦେବୁ କହିଲେ..
Copy and paste this URL into your WordPress site to embed
Copy and paste this code into your site to embed