www.samajalive.in
Monday, December 15, 2025
17.1 C
Bhubaneswar

ଗୋବିନ୍ଦା-ସୁନୀତାଙ୍କ ସମ୍ପର୍କରେ ପଡିବ କି ପୂର୍ଣ୍ଣଚ୍ଛେଦ?

ମୁମ୍ବାଇ : ବଲିଉଡ୍‌ରେ ଅନେକ ଦମ୍ପତିଙ୍କର ଛାଡପତ୍ର ନେଇ ଖବର ଅଧିକାଂଶ ସମୟରେ ଶୁଣିବାକୁ ମିଳିଥାଏ । ତେବେ ନିକଟରେ ଏଭଳି ଜଣେ ସେଲିବ୍ରିଟିଙ୍କର ବିବାହ ବିଚ୍ଛେଦ ହେବା ନେଇ ଖବର ଚର୍ଚ୍ଚା ଜୋର ଧରିଛି । ଏହି ଦମ୍ପତିଙ୍କ ବିବାହ ବିଚ୍ଛେଦକୁ ପ୍ରଶଂସକ ସହଜରେ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ । ବଲିଉଡ୍‌ର ସୁପରଷ୍ଟାର ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତାଙ୍କର ଛାଡପତ୍ର ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଦମ୍ପତିଙ୍କ ବିବାହକୁ ୩୭ ବର୍ଷ ପୂରଣ ହୋଇ ସାରିଛି।

ମହାଶିବରାତ୍ରୀରେ ଏମିତି ଅର୍ପଣ କରନ୍ତୁ ବେଲପତ୍ର : କରନ୍ତୁ ନାହିଁ ଏହି ଭୁଲ୍‌..

- Advertisement -

ମିଳିଥିବା ଖବର ଅନୁଯାୟୀ, ଦୀର୍ଘ ଦିନରୁ ଗୋବିନ୍ଦା ଓ ସୁନୀତାଙ୍କ ବୈବାହିକ ଜୀବନ ସ୍ୱଭାବିକ ନାହିଁ । ଏହି ଦମ୍ପତି ୧୧ ମାର୍ଚ୍ଚ ୧୯୮୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଉଭୟଙ୍କ ଜୀବନରେ ଅନେକ ଉତ୍ଥାନ-ପତ୍ତନ ଦେଖାଯାଇଥିଲା । ମାତ୍ର ବର୍ତ୍ତମାନ ଅଲଗା ହେବା ନେଇ ଖବର ଜୋର ଧରିଛି । ଛାଡପତ୍ର ଓ ଏହାର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ଉଭୟଙ୍କ ନିକଟରୁ ମିଳିନାହିଁ ।

ମାର୍ଚ୍ଚରେ ଦୁର୍ଲ୍ଲଭ ରାଜଯୋଗ: ଏହି ରାଶିଙ୍କ ହଠାତ୍‌ ବଦଳିଯିବ ଭାଗ୍ୟ, ଆପେ ଆପେ ଆସିବ ଧନ, ରହିବନି ଚିନ୍ତା..

ଏହି ଦମ୍ପତିଙ୍କର ଛାଡପତ୍ରକୁ ଗ୍ରେ ଡିଭୋର୍ସ ବୋଲି କୁହାଯାଉଛି । ଏହି ଶବ୍ଦ ସେହି ଯୋଡିଙ୍କ ପାଇଁ ବ୍ୟବହାର ହୋଇଥାଏ ଯେଉଁମାନଙ୍କର ୫୦ ବର୍ଷ ବୟସ ପରେ ଦୀର୍ଘ ସମୟର ବ୍ୟବଧାନ ପରେ ଅଲଗା ହୁଅନ୍ତି । ଏଥିରେ ଭାବାବେଗ ଅପେକ୍ଷା କଷ୍ଟ ଅଧିକ ଥାଏ ବୋଲି କୁହାଯାଏ । କାରଣ ଦମ୍ପତି ନିଜ ଜୀବନର ଅଧାରୁ ଅଧିକ ସମୟ ଏକାଠି ଅତିବାହିତ କରିବା ପରେ ଅଲଗା ହୁଅନ୍ତି ।

ଦେଖନ୍ତୁ ଭିଡିଓ ;ପ୍ରେମିକା ସହ ଫୋନ୍‌ରେ କଥା ହେଉଥିଲେ, ପଛପଟୁ ଆସିଲା ବିଷଧର ସାପ, ଆଉ ତା’ପରେ..

ଦେଖନ୍ତୁ ଭୟଭୀତ କରିବ ଭିଡିଓ ; ହଠାତ୍‌ ଭୁଶୁଡି ପଡିଲା ପୋଲ, ଏକାଧିକ ମୃତ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories