ମହାଶିବରାତ୍ରୀରେ ଏମିତି ଅର୍ପଣ କରନ୍ତୁ ବେଲପତ୍ର : କରନ୍ତୁ ନାହିଁ ଏହି ଭୁଲ୍..
ଫାଲଗୁଣ ମାସରେ ଭଗବାନ ଶିବଶଙ୍କରଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହି ମାସର କୃଷ୍ଣପକ୍ଷର ଚତୁର୍ଦଶୀ ତିଥିରେ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ଆରାଧନାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବ୍ରତ ମହାଶିବରାତ୍ରୀ ପାଳନ କରାଯାଏ। ଚଳିତ ବର୍ଷ ୨୬ ଫେବୃଆରୀରେ ମହାଶିବରାତ୍ରୀ ବ୍ରତ ପାଳନ କରାଯିବ । ଧାର୍ମିକ ଓ ପୌରାଣିକ ମାନ୍ୟତା ଅନୁଯାୟୀ ମହାଶିବରାତ୍ରୀରେ ମହାଦେବ ଓ ମା’ପାର୍ବତୀଙ୍କ ବିବାହର ତିଥି । ଏହି ଦିନ ଶ୍ରଦ୍ଧାଳୁ ବ୍ରତ ପାଳନ କରିବା … Continue reading ମହାଶିବରାତ୍ରୀରେ ଏମିତି ଅର୍ପଣ କରନ୍ତୁ ବେଲପତ୍ର : କରନ୍ତୁ ନାହିଁ ଏହି ଭୁଲ୍..
Copy and paste this URL into your WordPress site to embed
Copy and paste this code into your site to embed