ଦେଖନ୍ତୁ ଭୟଭୀତ କରିବ ଭିଡିଓ ; ହଠାତ୍‌ ଭୁଶୁଡି ପଡିଲା ପୋଲ, ଏକାଧିକ ମୃତ

ନୂଆଦିଲ୍ଲୀ : ଦକ୍ଷିଣ କୋରିଆରୁ ପୋଲ ଭୁଶୁଡିବାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଯାହା ସଭିଁଙ୍କ ହୋସ୍‌ ଉଡାଇ ଦେବା ସହ ଭୟଭୀତ ମଧ୍ୟ କରୁଛି । ଭିଡିଓଟି ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏହି ପୋଲ ଭୁଶୁଡିବା ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି। ଏହାସହ ୫ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। BIG BREAKING NEWS … Continue reading ଦେଖନ୍ତୁ ଭୟଭୀତ କରିବ ଭିଡିଓ ; ହଠାତ୍‌ ଭୁଶୁଡି ପଡିଲା ପୋଲ, ଏକାଧିକ ମୃତ