www.samajalive.in
Tuesday, December 9, 2025
17.1 C
Bhubaneswar

ଦେଖନ୍ତୁ ଭୟଭୀତ କରିବ ଭିଡିଓ ; ହଠାତ୍‌ ଭୁଶୁଡି ପଡିଲା ପୋଲ, ଏକାଧିକ ମୃତ

ନୂଆଦିଲ୍ଲୀ : ଦକ୍ଷିଣ କୋରିଆରୁ ପୋଲ ଭୁଶୁଡିବାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଯାହା ସଭିଁଙ୍କ ହୋସ୍‌ ଉଡାଇ ଦେବା ସହ ଭୟଭୀତ ମଧ୍ୟ କରୁଛି । ଭିଡିଓଟି ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏହି ପୋଲ ଭୁଶୁଡିବା ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି। ଏହାସହ ୫ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।


ଅଧିକାରୀଙ୍କ କହିବାନୁଯାୟୀ ମଙ୍ଗଳବାର ଦକ୍ଷିଣକୋରିଆରେ ଏକ୍ସପ୍ରେସୱେ ନିର୍ମାଣ ସ୍ଥଳରେ ଗୋଟିଏ ପୋଲ ହଠାତ୍‌ ଭୁଶୁଡି ୩ ଜଣଙ୍କ ମୃତ୍ୟୁ ଘଟିଛି । ପୋଲ ଭୁଶୁଡିବାର ଫୁଟେଜ୍‌ ସାମ୍ନାକୁ ଆସିଛି । ଯେଉଁଥିରେ ପୋଲର ଏକ ଅଂଶ କିଭଳି ଭୁଶୁଡୁଛି ଦେଖିପାରିବେ। ପୋଲ ତଳେ ଅନେକ ଲୋକେ ଫସି ରହିଥିବା ନେଇ ଖବର ମିଳିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ମାର୍ଚ୍ଚରେ ଦୁର୍ଲ୍ଲଭ ରାଜଯୋଗ: ଏହି ରାଶିଙ୍କ ହଠାତ୍‌ ବଦଳିଯିବ ଭାଗ୍ୟ, ଆପେ ଆପେ ଆସିବ ଧନ, ରହିବନି ଚିନ୍ତା..

- Advertisement -

ମହାଶିବରାତ୍ରୀରେ ଏମିତି ଅର୍ପଣ କରନ୍ତୁ ବେଲପତ୍ର : କରନ୍ତୁ ନାହିଁ ଏହି ଭୁଲ୍‌..

ଦେଖନ୍ତୁ ଭିଡିଓ ;ପ୍ରେମିକା ସହ ଫୋନ୍‌ରେ କଥା ହେଉଥିଲେ, ପଛପଟୁ ଆସିଲା ବିଷଧର ସାପ, ଆଉ ତା’ପରେ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories