ଦେଖନ୍ତୁ ଭିଡିଓ ;ପ୍ରେମିକା ସହ ଫୋନ୍‌ରେ କଥା ହେଉଥିଲେ, ପଛପଟୁ ଆସିଲା ବିଷଧର ସାପ, ଆଉ ତା’ପରେ..

ନୂଆଦିଲ୍ଲୀ : ଅନେକ ସମୟରେ ମୋବାଇଲ୍‌ରେ କଥା ହେବା ସମୟରେ ସଭିଏଁ ଏତେ ବ୍ୟସ୍ତ ଓ ଅନ୍ୟ ମନସ୍କ ହୋଇ ଯାନ୍ତି ଯେ, ଆଖପାଖରେ ଘଟୁଥିବା ଘଟଣା ଜଣାପଡିନଥାଏ । ଘର, ରାସ୍ତା କି ସର୍ବ ସାଧାରଣ ସ୍ଥାନରେ, ଗାଡି ଚଲାଇବା ସମୟରେ ମଧ୍ୟ ମୋବାଇଲ୍‌ରେ କଥା ହୋଇ ଦୁର୍ଘଟଣାର ଶିକାର ହୋଇ ଥାନ୍ତି । ଅନେକ ସମୟରେ ନିଜର ଅସାବଧାନତା କାରଣରୁ ବିପଦର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି । ଏଭଳି ଏକ ଭିଡିଓ ଏବେ ସୋସିଆଲ … Continue reading ଦେଖନ୍ତୁ ଭିଡିଓ ;ପ୍ରେମିକା ସହ ଫୋନ୍‌ରେ କଥା ହେଉଥିଲେ, ପଛପଟୁ ଆସିଲା ବିଷଧର ସାପ, ଆଉ ତା’ପରେ..