www.samajalive.in
Saturday, December 6, 2025
15.1 C
Bhubaneswar

ମାର୍ଚ୍ଚରେ ଦୁର୍ଲ୍ଲଭ ରାଜଯୋଗ: ଏହି ରାଶିଙ୍କ ହଠାତ୍‌ ବଦଳିଯିବ ଭାଗ୍ୟ, ଆପେ ଆପେ ଆସିବ ଧନ, ରହିବନି ଚିନ୍ତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଗ୍ରହ ଚଳନ ଫଳରେ ଗୋଟିଏ ରାଶିରେ ଏକାଠି ହେବା ଦ୍ୱାରା ଦୁର୍ଲ୍ଲଭ ଯୋଗ ମଧ୍ୟ ସୃଷ୍ଟି ହୋଇଥାଏ ।
ମାର୍ଚ୍ଚରେ ବୁଧ ଚଳନ କରି ମୀନ ରାଶିରେ ପ୍ରବେଶ କରିବେ । ଏହାସହ ଶୁକ୍ର ମଧ୍ୟ ମୀନ ରାଶିରେ ଚଳନ କରିବେ । ବୁଧ ଶୁକ୍ର ଏକାଠି ହେବା ଦ୍ୱାରା ଏକ ଖାସ୍‌ ରାଜଯୋଗ ହେବାକୁ ଯାଉଛି । ଯାହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ ଏହି ରାଶିଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇ ସୁନା ଭଳି ଚମକିବ । ଜାଣନ୍ତୁ..

ବୃଷ – ଏହି ରାଶିଙ୍କ ପାଇଁ ସମୟ ଖୁବ୍‌ ଶୁଭଙ୍କର। ବାରମ୍ବାର ହଠାତ୍‌ ଧନ ଲାଭ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଅଟକି ଥିବା ଧନ ମିଳିବ । ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିବ।

- Advertisement -

ସିଂହ- ଅନେକ ସମସ୍ୟା ଦୂର ହେବ । ଆର୍ଥିକ ସମସ୍ୟା ଦୂର ହେବ । ନୂଆ ଚାକିରି ମିଳିବ । ଅଟକି ଥିବା ଧନ ମିଳିବ । ବ୍ୟବସାୟରେ ଖୁବ୍‌ ଲାଭ ମିଳିବା ସହ ବିଦେଶ ଯାତ୍ରାର ଯୋଗ ରହିଛି ।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଭୂମି- ଧନ ସମ୍ପତ୍ତି ମାମଲାରେ ଲାଭ ମିଳିବ। ନିବେଶ କରି ଲାଭବାନ୍‌ ହେବେ। ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ।

ଦେଖନ୍ତୁ ଭିଡିଓ ; ବିରାଟଙ୍କ ଶତକ ପରେ ପାକିସ୍ତାନରେ ବି ଉତ୍ସବ ପାଳନ

ଦେଖନ୍ତୁ ଭିଡିଓ ; ନିଶାସକ୍ତ ଅବସ୍ଥାରେ କୁମ୍ଭୀର ଭର୍ତ୍ତି ନଦୀକୁ ଡେଇଁଲେ, ତା’ପରେ..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories