ଦେଖନ୍ତୁ ଭିଡିଓ ; ବିରାଟଙ୍କ ଶତକ ପରେ ପାକିସ୍ତାନରେ ବି ଉତ୍ସବ ପାଳନ

ନୂଆଦିଲ୍ଲୀ : ଦୁବାଇରେ ପାକିସ୍ତାନ ସହ ଟିମ୍‌ ଇଣ୍ଡିଆର ହୋଇଥିବା ମ୍ୟାଚ୍‌ରେ ଭାରତର ଦମ୍‌ଦାର୍‌ ବିଜୟ ଦେଖିବାକୁ ମିଳିଛି। ମ୍ୟାଚ୍‌ରେ ବିରାଟଙ୍କ ବ୍ୟାଟିଂରେ ସଭିଏଁ ଝୁମି ଉଠିଛନ୍ତି। ଚମ୍ପିଆନ ଟ୍ରଫି ୨୦୨୫ରେ ଟିମ୍‌ ଇଣ୍ଡିଆର ପାକିସ୍ତାନ ସହ ମ୍ୟାଚ୍‌ରେ ବିରାଟ୍‌ କୋହଲି ଶତକ ରନ୍‌ ହାସଲ କରି କୋଟି କୋଟି ଦର୍ଶକଙ୍କ ମନରେ ରାଜ୍‌ କରିଛନ୍ତି। ଦିନିକିଆ ମ୍ୟାଚ୍‌ରେ କୋହଲିଙ୍କ ଏହା ୫୧ ତମ ଶତକ। କୋହଲି ଚଉକା ମାରି ନିଜର ଶତକ ପୂରଣ କରିବା ସହ … Continue reading ଦେଖନ୍ତୁ ଭିଡିଓ ; ବିରାଟଙ୍କ ଶତକ ପରେ ପାକିସ୍ତାନରେ ବି ଉତ୍ସବ ପାଳନ