ଦେଖନ୍ତୁ ଭିଡିଓ ; ନିଶାସକ୍ତ ଅବସ୍ଥାରେ କୁମ୍ଭୀର ଭର୍ତ୍ତି ନଦୀକୁ ଡେଇଁଲେ, ତା’ପରେ..

ନୂଆଦିଲ୍ଲୀ : ମେକ୍ସିକୋରୁ ଆଶ୍ଚର୍ଯ୍ୟ କରି ଦେବା ଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଜଣେ ବ୍ୟକ୍ତି କୁମ୍ଭୀର ଥିବା ନଦୀକୁ ଡେଇଁ ପଡିଥିଲେ । ସେ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି କୁହାଯାଉଛି । ପାଣିରେ ବେଶ ମଜାରେ ବ୍ୟକ୍ତି ଜଣକ ପହଁରୁଥିଲେ । ମାତ୍ର ତାଙ୍କୁ ଆଦୌ ଜଣାନଥିଲା ସେ କେତେ ବଡ ବିପଦରେ ଫସି ରହିଛନ୍ତି । … Continue reading ଦେଖନ୍ତୁ ଭିଡିଓ ; ନିଶାସକ୍ତ ଅବସ୍ଥାରେ କୁମ୍ଭୀର ଭର୍ତ୍ତି ନଦୀକୁ ଡେଇଁଲେ, ତା’ପରେ..