ମାର୍ଚ୍ଚରେ ଦୁର୍ଲ୍ଲଭ ରାଜଯୋଗ: ଏହି ରାଶିଙ୍କ ହଠାତ୍‌ ବଦଳିଯିବ ଭାଗ୍ୟ, ଆପେ ଆପେ ଆସିବ ଧନ, ରହିବନି ଚିନ୍ତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଗ୍ରହ ଚଳନ ଫଳରେ ଗୋଟିଏ ରାଶିରେ ଏକାଠି ହେବା ଦ୍ୱାରା ଦୁର୍ଲ୍ଲଭ ଯୋଗ ମଧ୍ୟ ସୃଷ୍ଟି ହୋଇଥାଏ । ମାର୍ଚ୍ଚରେ ବୁଧ ଚଳନ କରି ମୀନ ରାଶିରେ ପ୍ରବେଶ କରିବେ । ଏହାସହ ଶୁକ୍ର ମଧ୍ୟ ମୀନ ରାଶିରେ ଚଳନ କରିବେ । ବୁଧ ଶୁକ୍ର ଏକାଠି ହେବା ଦ୍ୱାରା ଏକ ଖାସ୍‌ … Continue reading ମାର୍ଚ୍ଚରେ ଦୁର୍ଲ୍ଲଭ ରାଜଯୋଗ: ଏହି ରାଶିଙ୍କ ହଠାତ୍‌ ବଦଳିଯିବ ଭାଗ୍ୟ, ଆପେ ଆପେ ଆସିବ ଧନ, ରହିବନି ଚିନ୍ତା..